Latest Odisha News

BREAKING NEWS

Browsing Category

ଖେଳ

ନୀରଜଙ୍କ ଅନୁରୋଧ ରଖିଲେନି ପାକିସ୍ତାନର ଜାଭେଲିନ ଥ୍ରୋୟର

ନୂଆଦିଲ୍ଲୀ: ବେଙ୍ଗାଲୁରର କାନ୍ତିରାୱା ଷ୍ଟାଡିୟମରେ ମେ ୨୪ରେ କ୍ଲାସିକ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଆୟୋଜିତ ହେବ । ୨ ଥର ଅଲିମ୍ପିକ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପାକିସ୍ତାନର ଅର୍ଶାଦ ନଦୀମଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ । ଅର୍ଶାଦ ଏଥର ଅଲିମ୍ପିକ୍ସରେ…

ପହଲଗାମ ଆତଙ୍କବାଦୀ ଆକ୍ରମଣ; କଳା ବ୍ୟାଜ ପିନ୍ଧି ମଇଦାନକୁ ଓହ୍ଲାଇବେ ଆଇପିଏଲ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ମଧ୍ୟରେ ସମଗ୍ର ଭାରତ ଶୋକରେ ବୁଡ଼ି ରହିଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଯାହା ସମସ୍ତଙ୍କୁ ମର୍ମାହତ କରିଛି। କ୍ରିକେଟ ଖେଳାଳୀ ମଧ୍ୟ ଶୋକ ପାଳନ କରୁଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସର…

ଆଇପିଏଲରେ ୧୦୦୦ ରନ ପୂର୍ଣ୍ଣ କରିବା ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ ଲାଗିଲା ୧୬ ବର୍ଷ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସର ଓପନର ମିଚେଲ ମାର୍ଶ ଆଇପିଏଲରେ ଏକ ଅଲୋଡା ରେକର୍ଡ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ସେ ୪୫ ରନର ଇନିଂସ ଖେଳିବା ଅବସରରେ ସେ ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ଏଥିପାଇଁ ତାଙ୍କଚୁ ପାଖାପାଖି ୧୬ ବର୍ଷ ସମୟ ଲାଗିଛି । ଯାହାକି ଏକ…

ଇଂଲଣ୍ଡ ଗସ୍ତରେ ରୋହିତ ଅଧିନାୟକ ହେବା ନିଶ୍ଚିତ: ରିପୋର୍ଟ

ନୂଆଦିଲ୍ଲୀ: ଜୁନରେ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଯିବ । ଏହି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ପିଟିଆଇ ରିପୋର୍ଟ ଅନୁସାରେ ରୋହିତ ଫିଟ ଅଛନ୍ତି ଏବଂ ସେ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ…

ଚେନ୍ନାଇ ପ୍ରଦର୍ଶନକୁ ସମାଲୋଚନା କଲେ ରାଇନା

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ବିଭିନ୍ନ ମହଲରେ ଏ ନେଇ ମହେନ୍ଦ୍ର ସିଂ ଧୋନୀ ଏବଂ ଚେନ୍ନାଇ ମ୍ୟାନେଜମେଂଟକୁ ସମାଲୋଚନା କରାଯାଉଛି । ଚେନ୍ନାଇର ପୂର୍ବତନ ଷ୍ଟାର ଖେଳାଳି ସୁରେଶ ରାଇନା ମଧ୍ୟ ଦଳର ପ୍ରଦର୍ଶନକୁ କଡା ସମାଲୋଚନା…

ସାମାନ୍ୟ ସଫଳତାରେ ବିଗିଡି ଯାଇଥିଲେ ଅଭିଷେକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଅଭିଷେକ ଶର୍ମା ଏବଂ ଖୁବ କମ ଦିନରେ ଟି୨୦ ଷ୍ଟାର ସାଜିଛନ୍ତି । ଯୁବରାଜ ସିଂଙ୍କ ଶିଷ୍ୟ ଭାବେ ମଧ୍ୟ ତାଙ୍କର ଏକ ପରିଚୟ ସୃଷ୍ଟି ହୋଇଛି । କ୍ରିକେଟରେ ସାମାନ୍ୟ ସଫଳତା ହାସଲ କରିବା ପରେ ଅଭିଷେକ ବିଗିଡି ଯାଇଥିଲେ । ସେ ପାର୍ଟି ବୟ ସାଜିଥିଲେ । ରାତି ରାତି…

ରାଜସ୍ଥାନ-ଲକ୍ଷ୍ନୌ ମ୍ୟାଚ ଫିକ୍ସ ହୋଇଛି ବୋଲି ଅଭିଯୋଗ ଆଣିଲେ ଜୟଦୀପ

ଜୟପୁର: ଆଇପିଏଲ ୨୦୨୫ରେ ଏବେ ପ୍ଲେ ଅଫ ପ୍ରବେଶ ପାଇଁ ସମସ୍ତ ଟିମ ଜୋରସୋରରେ ଉଦ୍ୟମ ଜାରୀ ରଖିଛନ୍ତି । ଏହା ମଧ୍ୟରେ ଏପ୍ରିଲ ୧୯ରେ ଜୟପୁରର ଏସଏମଏସ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ପରାଜିତ ହୋଇଥିଲା…

ଗମ୍ଭୀରଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ରୋହିତ

ମୁମ୍ବାଇ: ଆଇପିଏଲ ୨୦୨୫ରେ ରୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ କରି ମୁମ୍ବାଇ ଇଣ୍ଡିଆନ୍ସ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ମ୍ୟାଚ ପରେ ରୋହିତ ପରୋକ୍ଷରେ ଟିମ ଇଣ୍ଡିଆ କୋଚ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି ।…

ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ରୋହିତ ଓ ବିରାଟଙ୍କ ସହ ଏହି ଖେଳାଳି ସାମିଲ 

ନୂଆଦିଲ୍ଲୀ: ବିସିସିଆଇ ଏପ୍ରିଲ ୨୧ରେ ନୂତନ ସେଣ୍ଟ୍ରାଲ କଣ୍ଟ୍ରାକ୍ଟର ତାଲିକା ପ୍ରକାଶ କରିଛି। ଯେଉଁଥିରେ ମୋଟ ୩୪ ଜଣ ଖେଳାଳି ସାମିଲ ରହିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ବୁମରା ଚୁକ୍ତିନାମାର ଏ+ ଗ୍ରେଡରେ ରହିଛନ୍ତି। ସେହିପରି ମୋଟ ୬ ଜଣ ଖେଳାଳିଙ୍କୁ ଏ…

କଳିଙ୍ଗ ସୁପର କପ୍ ୨୦୨୫; ଷ୍ଟାଡିୟମ୍ ଭିତରକୁ ନେଇପାରିବେନି ଏସବୁ ଜିନିଷ

ଭୁବନେଶ୍ୱର: କଳିଙ୍ଗ ସୁପର କପ୍ ୨୦୨୫ରେ ଦେଶର ଶ୍ରେଷ୍ଠ କ୍ଲବଗୁଡ଼ିକୁ ଦେଖିବା ପାଇଁ ପ୍ରଶଂସକମାନେ ପ୍ରସ୍ତୁତ ହେଉଛନ୍ତି। ଆଉ କିଛି ଘଣ୍ଟା ପରେ, ଡିଫେଣ୍ଡିଂ ଚାମ୍ପିଅନ୍ ଇଷ୍ଟ ବେଙ୍ଗଲ୍ ବିପକ୍ଷରେ କେରଳ ବ୍ଲାଷ୍ଟର୍ସ ପ୍ରି-କ୍ୱାର୍ଟରଫାଇନାଲ ମୁକାବିଲା ସହ କଳିଙ୍ଗ ଷ୍ଟାଡିୟମରେ ନକଆଉଟ୍…