Latest Odisha News

BREAKING NEWS

Browsing Category

ଖେଳ

ରୋହିତ, କୋହଲିଙ୍କ ସପକ୍ଷରେ ବାହାରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଭୟ ଖେଳାଳି ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏବେ କେବଳ ସେମାନେ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି ।…

୧୧ ମାସ ହେବ ଟି୨୦ରେ ହାରିନି ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଆନ୍ତର୍ଜାତୀୟ ଟି୨୦ରେ ଅଷ୍ଟ୍ରେଲିଆ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୧୭ ରନରେ ହରାଇ ଦେଇଛି । ଜବରଦସ୍ତ ଫର୍ମରେ ଥିବା ଅଷ୍ଟ୍ରେଲିଆର ଏହା କ୍ରମାଗତ ୯ମ ବିଜୟ । ଏଥିସହ ୧୧ ମାସ ହେବ ଅଷ୍ଟ୍ରେଲିଆ କ୍ରିକେଟର ଏହି ଫର୍ମାଟରେ ପରାଜୟବରଣ କରିନି । ପ୍ରଥମେ…

ବର୍ଷର ସର୍ବାଧିକ ରନ ସଂଗ୍ରହରେ ରୁଟଙ୍କୁ ପଛରେ ପକାଇଲେ ଗିଲ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୭୫.୪୦ ଆଭରେଜରେ ୭୫୪ ରନ କରିଥିଲେ । ୨୦୨୫ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହରେ ସେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ…

୮୬୫୭୮୦୨୫୦୦ ଟଙ୍କାରେ ମାଂଚେଷ୍ଟର ସହ ଚୁକ୍ତିବଦ୍ଧ ହେଲେ ବେଞ୍ଜାମିନ

ନୂଆଦିଲ୍ଲୀ: ସ୍ଲେଭୋନିଆର ଷ୍ଟାର ଫରୱାର୍ଡ ଖେଳାଳି ବେଞ୍ଜାମିନ ସେସ୍କୋଙ୍କୁ ମାଂଚେଷ୍ଟର ୟୁନାଇଟେଡ ବିଶ୍ୱାସ ନ ହେଲା ପରି ଅର୍ଥରେ ଚୁକ୍ତିବଦ୍ଧ କରିଛି । ରିପୋର୍ଟ ମୁତାବକ ୮୫ ମିଲିୟନ ୟୁରୋ ଏହି ଚୁକ୍ତି ହୋଇଛି । ଯାହାର ମୂଲ୍ୟ ଭାରତୀୟ କରେନ୍ସିରେ ୮୬୫ କୋଟି ଟଙ୍କା ହେବ । ୨୨ ବର୍ଷୀୟ ଏହି…

କୋହଲିଙ୍କ ଏହି ସ୍ମାରକୀ ଘରେ ରଖିଛନ୍ତି ସିରାଜ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ମହମ୍ମଦ ସିରାଜ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ୨୩ ୱିକେଟ ନେଇଥିଲେ । ନିର୍ଣ୍ଣାୟକ ଅନ୍ତିମ ଟେଷ୍ଟରେ ସେ ଭାରତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସିରାଜ ସର୍ବଦା…

ଏସିଆନ କପ୍ ଯୋଗ୍ୟତା ପରେ ଫିଫା ରାଙ୍କିଙ୍ଗରେ ଉପରକୁ ଉଠିଲା ଭାରତ; ଜାଣନ୍ତୁ କେତେ ସ୍ଥାନରେ ପହଞ୍ଚିଲା…

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ବିପକ୍ଷରେ ଐତିହାସିକ ବିଜୟ ପରେ, ଭାରତୀୟ ମହିଳା ଫୁଟବଲ୍ ଦଳ ସଦ୍ୟତମ ଫିଫା ରାଙ୍କିଙ୍ଗରେ ସାତ ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନରେ ପହଞ୍ଚିଛି। ଏହି ବିଜୟ ସହିତ, ଦଳ ଇତିହାସ ସୃଷ୍ଟି କରିଛି ଏବଂ AFC ମହିଳା ଏସୀୟ କପରେ ମଧ୍ୟ ସ୍ଥାନ ପାଇଛି। ଭାରତୀୟ ମହିଳା…

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ନ ପାରନ୍ତି ସଞ୍ଜୁ ସାମସନ

ଜୟପୁର: ଆଗାମୀ ଆଇପିଏଲ ପୂର୍ବରୁ ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ ଦଳ ଛାଡିବା ପାଇଁ ଚିନ୍ତା କରୁଥିବା ଖବର ପ୍ରକାଶ ପାଇଛି । ରାଜସ୍ଥାନର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ପ୍ରଦର୍ଶନ ଜାରୀ ରଖିଥିବାରୁ ସଞ୍ଜୁ ଦଳ ଛାଡିବା ପାଇଁ ଚିନ୍ତା କରୁଛନ୍ତି ବୋଲି ପୂର୍ବତନ କ୍ରିକେଟର ଆକାଶ…

ଅଭ୍ୟାସ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ସମୟ ବ୍ରେକ ନେବା ପରେ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ଅଭ୍ୟାସ କରୁଥିବା ଫଟୋ ଏବେ ସମ୍ମୁଖକୁ ଆସିଛି । ଗୁଜରାଟ ଟାଇଟାନ୍ସର ସହକାରୀ କୋଚ ନଇମ ଅମୀନଙ୍କ ସହ ଇନଡୋର ନେଟ୍ସରେ ଅଭ୍ୟାସ କରୁଥିଲେ । ଚଳିତ ବର୍ଷ…

ଚେନ୍ନାଇ ସୁପର କିଙ୍ଗସ ଛାଡିବେ ଏହି ମହାନ ସ୍ପିନର

ଚେନ୍ନାଇ: ୯ ବର୍ଷ ପରେ ଭାରତୀୟ କ୍ରିକେଟର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆଇପିଏଲ ୨୦୨୫ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ । ମେଗା ନିଲାମରେ ଚେନ୍ନାଇ ତାଙ୍କୁ ୯.୭୫ କୋଟି ଟଙ୍କାରେ କିଣିଥିଲା । ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ଅଶ୍ୱୀନ ଚେନ୍ନାଇ ଟିମର ସଦସ୍ୟ ରହିଥିଲେ ।…

ଗିଲ, ଗମ୍ଭୀରଙ୍କ ମଧୂଚନ୍ଦ୍ରିକା ଶେଷ: ଏଥର ଆଗକୁ ରହିଛି ଗୁରୁତ୍ୱପୂର୍ଣ୍ଣ ସିରିଜ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ଡ୍ର ରଖିବା ଏବେ ଭାରତୀୟ କ୍ରିକେଟ ଟିମଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ନୂଆ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଅନ୍ୟ ଅର୍ଥରେ କୋଚ ଗୌତମ ଗମ୍ଭୀର ଓ ଗିଲଙ୍କ ମଧୂଚନ୍ଦ୍ରିକା…