Latest Odisha News

BREAKING NEWS

Browsing Category

ଖେଳ

ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି, କଳାପଟି ବାନ୍ଧି ଖେଳିଲେ ଭାରତୀୟ ଟିମ୍

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତୀୟ ଟିମ୍। ହାତରେ କଳାପଟି ବାନ୍ଧି ଖେଳିଲେ ଭାରତୀୟ ଟିମ୍ର। ତେବେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ରାତିରେ ସେ ତାଙ୍କର ଶେଷ ନିଃଶ୍ବାସ ତ୍ୟାଗ…

ବିଜୟ ହଜାରେ ଟ୍ରଫି: ଉତରାଖଣ୍ଡକୁ ହରାଇଲା ଓଡିଶା

ଜୟପୁର: ଏଠାରେ ଗୁରୁବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚରେ ଓଡିଶା ୭୫ ରନରେ ଉତରାଖଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୭ ୱିକେଟ ବିନିମୟରେ ୨୬୫ ରନ କରିଥିଲା । ସ୍ୱସ୍ତିକ ସାମଲ ୫୩, କାର୍ତିକ ବିଶ୍ୱାଳ ୬୯, ଗୌରବ ଚୌଧୂରୀ ୩୬ ଓ ଆଶୀର୍ବାଦ ସ୍ୱାଇଁ ୩୮ ରନ…

ବିବାଦର ଅନ୍ୟ ନାମ ବିରାଟ କୋହଲି

ନୂଆଦିଲ୍ଲୀ: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଅବସରରେ ବିରାଟ କୋହଲିଙ୍କ ନାମରେ ଆଉ ଏକ ବିବାଦ ଯୋଡି ହୋଇଯାଇଛି । ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ସ୍ୟାମ କୋନ୍ସାଟସଙ୍କୁ କୋହଲି କାନ୍ଧରେ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଏ ନେଇ କୋହଲି ଦଣ୍ଡିତ ମଧ୍ୟ ହୋଇଛନ୍ତି । ତେବେ ପଡିଆରେ ବିବାଦୀୟ…

ସନ୍ତୋଷ ଟ୍ରଫି: କ୍ୱାର୍ଟର ଫାଇନାଲରେ ହାରିଲା ଓଡିଶା

ହାଇଦ୍ରାବାଦ: ଚଳିତ ସନ୍ତୋଷ ଟ୍ରଫି ଫୁଟବଲରେ ଓଡିଶା କ୍ୱାର୍ଟରଫାଇନାଲରେ ପରାଜିତ ହୋଇଛି । ଡେକାନ ଏରିନାରେ ଅନୁଷ୍ଠିତ ବେଙ୍ଗଲ ବିପକ୍ଷ ମ୍ୟାଚରେ ଓଡିଶା ୧-୩ ଗୋଲରେ ହାରି ଯାଇଥିଲା । ବିଜୟ ସହ ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିଛି । ମ୍ୟାଚର ୨୫ତମ ମିନିଟରେ ରାକେଶ ଓରାମଙ୍କ ଗୋଲ ବଳରେ…

ବିରାଟ କୋହଲିଙ୍କ ଉପରେ ଫାଇନ ଲଗାଇଲା ଆଇସିସି

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ହେଲେ ଆରମ୍ଭରୁ ହିଁ ବିରାଟ କୋହଲି ଏବଂ ଯୁବ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସ୍ୟାମ କୋନ୍ସାଟସଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲ। ବିବାଦ ଉଗ୍ର ରୂପ ନେବାରୁ ବର୍ତ୍ତମାନ ଆଇସିସି…

ଓଡିଶାର ୱେଟଲିଫ୍ଟର ପ୍ରୀତିସ୍ମିତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଡିସେମ୍ବର ୨୬ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଛି । ଏଥିରେ ଯୁବ ପ୍ରତିଭାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନୀତ କରିଥିଲେ । ଓଡିଶାର ଉଦୀୟମାନ ୱେଟଲିଫ୍ଟର ପ୍ରୀତିସ୍ମିତା ଭୋଇ ମଧ୍ୟ ଏହି ପୁରସ୍କାର ପାଇଛନ୍ତି ।…

୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଛକା ଖାଇଲେ ବୁମରାହ

ମେଲବୋର୍ଣ୍ଣ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଏକ ନିଆରା ରେକର୍ଡ ଭାଙ୍ଗିଯାଇଛି । ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ବୁମରାହ ଛକା ଖାଇଛନ୍ତି । ଶୁଣିବାକୁ ଅବଶ୍ୟ ଏହା ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର ବୁମରାହ ୧୪୪୫ ଦିନ ଏବଂ ୪୪୮୩ ବଲ ବୋଲିଂ କରି ଟେଷ୍ଟ…

ବକ୍ସିଂ ଡେ ଟେଷ୍ଟ: ଅଷ୍ଟ୍ରେଲିଆ ୩୧୧/୬

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଆରମ୍ଭ ହୋଇଛି । ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ ବିନିମୟରେ ୩୧୧ ରନ ସଂଗ୍ରହ କରି ନେଇଛି । ଷ୍ଟିଭ ସ୍ମିଥ ୬୮ ଓ ପ୍ୟାଟ କୁମିନ୍ସ ୮ ରନ କରି ଅପରାଜିତ…

କୋନ୍ସାଟସ-କୋହଲି ବିବାଦ: ସମାଲୋଚନା କଲେ ପୂର୍ବ କ୍ରିକେଟର

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଅଷ୍ଟ୍ରେଲିଆ ପକ୍ଷରୁ ଆନ୍ତର୍ଜାତୀୟ ପଦାର୍ପଣ କରିଥିବା ଯୁବ ବ୍ୟାଟ୍ସମ୍ୟାନ ସ୍ୟାମ କୋନ୍ସାଟସ ଓ ବିରାଟ କୋହଲିଙ୍କ ବିବାଦ ଚର୍ଚ୍ଚାର କାରଣ ସାଜିଛି ।…

କାମ୍ବଲୀଙ୍କ ଶରୀରରେ ଜ୍ୱର, ଏମଆରଆଇ ଟେଷ୍ଟ ଘୁଂଚିଲା

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ବିନୋଦ କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ଏବେ ଥାନେର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୟୁରିନାରୀ ଟ୍ରାକ ଇନେଫେକ୍ସନରେ ସେ ଆକ୍ରାନ୍ତ ହୋଇଛନ୍ତି । ଏବେ ତାଙ୍କ ଶରୀରରେ ଜ୍ୱର ରହିଛି । ତେବେ ତାଙ୍କୁ ଚିକିତ୍ସା…