Latest Odisha News

BREAKING NEWS

Browsing Category

ଖେଳ

ଚେନ୍ନାଇ ସୁପର କିଙ୍ଗସ ଛାଡିବେ ଏହି ମହାନ ସ୍ପିନର

ଚେନ୍ନାଇ: ୯ ବର୍ଷ ପରେ ଭାରତୀୟ କ୍ରିକେଟର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆଇପିଏଲ ୨୦୨୫ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ । ମେଗା ନିଲାମରେ ଚେନ୍ନାଇ ତାଙ୍କୁ ୯.୭୫ କୋଟି ଟଙ୍କାରେ କିଣିଥିଲା । ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ଅଶ୍ୱୀନ ଚେନ୍ନାଇ ଟିମର ସଦସ୍ୟ ରହିଥିଲେ ।…

ଗିଲ, ଗମ୍ଭୀରଙ୍କ ମଧୂଚନ୍ଦ୍ରିକା ଶେଷ: ଏଥର ଆଗକୁ ରହିଛି ଗୁରୁତ୍ୱପୂର୍ଣ୍ଣ ସିରିଜ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ଡ୍ର ରଖିବା ଏବେ ଭାରତୀୟ କ୍ରିକେଟ ଟିମଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ନୂଆ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଅନ୍ୟ ଅର୍ଥରେ କୋଚ ଗୌତମ ଗମ୍ଭୀର ଓ ଗିଲଙ୍କ ମଧୂଚନ୍ଦ୍ରିକା…

ଗିଲ, ଯଶସ୍ୱୀ, ରାହୁଲ ଖେଳି ନ ପାରନ୍ତି ଏସିଆ କପ

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଛି । ଏବେ ଭାରତୀୟ ଦଳ ଏସିଆ କପ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ରିପୋର୍ଟ ମୁତାବକ ଟେଷ୍ଟ ଟିମର ୪ ଜଣ ଖେଳାଳି ଏସିଆ କପରେ ସୁଯୋଗ ପାଇ ନ ପାରନ୍ତି ।…

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ନେଇ ଏବେ ବି ସସ୍ପେନ୍ସ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ କି ନାହିଁ ସେ ନେଇ ସସ୍ପେନ୍ସ ଲାଗି ରହିଛି । ସୂଚନାଯୋଗ୍ୟ, ଏଥର ଏସିଆ କପ ୟୁଏଇରେ ଆୟୋଜିତ ହେବ । କାର୍ଯ୍ୟସୂଚୀ ଅନୁସାରେ ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଦୁଇ ଦେଶ…

ଏହି କାରଣରୁ ଏସିଆ କପରୁ ଓହରିଲା ପାକିସ୍ତାନ

ନୂଆଦିଲ୍ଲୀ:ଭାରତ ଆସିବନି ପାକିସ୍ତାନ । ପାକିସ୍ତାନ ପୁରୁଷ ହକି ଦଳ ଅଗଷ୍ଟ ୨୯ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବିହାରର ରାଜଗିରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପରୁ ଓହରି ଯାଇଛି । ବୁଧବାର ଦିନ ଏକ ସାକ୍ଷାତକାରରେ ହକି ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ ସରକାର…

ବୁମରାହଙ୍କ ଅନୁପସ୍ଥିତିରେ ଭାରତର ବିଜୟକୁ ସଂଯୋଗ କହିଲେ ସଚିନ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତୀୟ କ୍ରିକେଟ ଟିମ ୨-୨ରେ ଡ୍ର କରିବା ପରେ ଏବେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ବିଜୟକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ସିରିଜରେ ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ୩ଟି…

ଦୀନେଶ କାର୍ତିକଙ୍କ ଭବିଷ୍ୟବାଣୀ ହେଲା ଠିକ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ ୨-୨ରେ ଶେଷ ହୋଇଛି । ଏହି ରୋମାଂଚକ କ୍ରିକେଟ ସିରିଜରେ ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସକଙ୍କ ମନ ଜିଣିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଯେତେବେଳେ ଶୁଭମନ ଗିଲଙ୍କ ନେତୃତ୍ୱରେ ଯୁବ ଟିମ ଏହି ଗସ୍ତରେ ଯାଇଥିଲା । ସେ ସମୟରେ…

ରୋହିତ, କୋହଲିଙ୍କ ସହ ଆଲୋଚନା କରିବ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ଏଥର ଟିମ ଇଣ୍ଡିଆ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି । ଦୁଇ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ୱକପରେ ଖେଳିବେ କି ନାହିଁ…

ଟିମ ଇଣ୍ଡିଆରୁ ବାଦ ପଡିବେ ସିରାଜ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ମହମ୍ମଦ ସିରାଜ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ସିରିଜରେ ୨୩ଟି ୱିକେଟ ଅକ୍ତିଆର କରିଥିଲେ । ଏବେ ଭାରତୀୟ ଟିମ କିଛି ଦିନ ବ୍ରେକ ପରେ ସେପ୍ଟମ୍ବରରେ ପୂନର୍ବାର…

କପିଳ ଦେବ, ଗାଙ୍ଗୁଲିଙ୍କ ସହ ସମକକ୍ଷ ହେଲେ ଗିଲ

ଦି ଓଭାଲ: ଭାରତୀୟ କ୍ରିକେଟ ଟିମ ଶୁଭମନ ଗିଲଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ବିଦେଶ ମାଟିରେ ଏହି ଯୁବ ଅଧିନାୟକ ତାଙ୍କ ପ୍ରଥମ ସିରିଜରେ ସମ୍ପୂର୍ଣ୍ଣ ପ୍ରଭାବ ଛାଡିଛନ୍ତି । ସେ ବ୍ୟାଟ୍ସମ୍ୟାନମାନେ ଭାବେ ମଧ୍ୟ ସଫଳ ହୋଇଛନ୍ତି ।…