Latest Odisha News

BREAKING NEWS

Browsing Category

ଖେଳ

୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଛକା ଖାଇଲେ ବୁମରାହ

ମେଲବୋର୍ଣ୍ଣ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଏକ ନିଆରା ରେକର୍ଡ ଭାଙ୍ଗିଯାଇଛି । ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ବୁମରାହ ଛକା ଖାଇଛନ୍ତି । ଶୁଣିବାକୁ ଅବଶ୍ୟ ଏହା ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର ବୁମରାହ ୧୪୪୫ ଦିନ ଏବଂ ୪୪୮୩ ବଲ ବୋଲିଂ କରି ଟେଷ୍ଟ…

ବକ୍ସିଂ ଡେ ଟେଷ୍ଟ: ଅଷ୍ଟ୍ରେଲିଆ ୩୧୧/୬

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଆରମ୍ଭ ହୋଇଛି । ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ ବିନିମୟରେ ୩୧୧ ରନ ସଂଗ୍ରହ କରି ନେଇଛି । ଷ୍ଟିଭ ସ୍ମିଥ ୬୮ ଓ ପ୍ୟାଟ କୁମିନ୍ସ ୮ ରନ କରି ଅପରାଜିତ…

କୋନ୍ସାଟସ-କୋହଲି ବିବାଦ: ସମାଲୋଚନା କଲେ ପୂର୍ବ କ୍ରିକେଟର

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଅଷ୍ଟ୍ରେଲିଆ ପକ୍ଷରୁ ଆନ୍ତର୍ଜାତୀୟ ପଦାର୍ପଣ କରିଥିବା ଯୁବ ବ୍ୟାଟ୍ସମ୍ୟାନ ସ୍ୟାମ କୋନ୍ସାଟସ ଓ ବିରାଟ କୋହଲିଙ୍କ ବିବାଦ ଚର୍ଚ୍ଚାର କାରଣ ସାଜିଛି ।…

କାମ୍ବଲୀଙ୍କ ଶରୀରରେ ଜ୍ୱର, ଏମଆରଆଇ ଟେଷ୍ଟ ଘୁଂଚିଲା

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ବିନୋଦ କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ଏବେ ଥାନେର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୟୁରିନାରୀ ଟ୍ରାକ ଇନେଫେକ୍ସନରେ ସେ ଆକ୍ରାନ୍ତ ହୋଇଛନ୍ତି । ଏବେ ତାଙ୍କ ଶରୀରରେ ଜ୍ୱର ରହିଛି । ତେବେ ତାଙ୍କୁ ଚିକିତ୍ସା…

ଅଶ୍ୱୀନଙ୍କ ରେକର୍ଡ ସହ ସମକକ୍ଷ ହେଲେ ବୁମରାହ

ମେଲବୋର୍ଣ୍ଣ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ତାଙ୍କ କ୍ୟାରିୟରର ସର୍ବୋଚ୍ଚ ରେଟିଂ ପଂଏଟ ହାସଲ କରିବା ସହ ଶୀର୍ଷ ସ୍ଥାନରେ ରହିଛନ୍ତି । ବୁମରାହଙ୍କ ରେଟିଂ ପଂଏଟ ୯୦୪ରେ ପଂହଚିଛି । ଏହା ପୂର୍ବରୁ ଭାରତୀୟ…

ବକ୍ସିଂ ଡେ ଟେଷ୍ଟରେ ଓପିନଂ କରିପାରନ୍ତି ରୋହିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓପନିଂ କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚ ଏମସିଜିରେ ଡିସେମ୍ବର ୨୬ରେ ଖେଳାଯିବ । ଭାରତ ୨ ସ୍ପିନର ରଣନୀତିରେ ଓହ୍ଲାଇପାରେ । ପ୍ରଥମ ଟେଷ୍ଟରେ…

ମହିଳା କ୍ରିକେଟ: ଟିମ ଇଣ୍ଡିଆର ସର୍ବୋଚ୍ଚ ସ୍କୋର

ଭଦୋଦରା: ଭାରତୀୟ ମହିଳା କ୍ରିକେଟ ଟିମ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୧୫ ରନରେ ପରାସ୍ତ କରିଛି । କୋଟାମ୍ବୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୩୫୮ ରନ ସଂଗ୍ରହ କରିଥିଲା । ଏହା ଟିମ…

ଆଘାତ ସମସ୍ୟାକୁ ଅଣଦେଖା କରୁଛି ଟିମ ଇଣ୍ଡିଆ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ କଠିନ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ତେବେ ମ୍ୟାଚ ଜିତିବା ଆଶାରେ ଟିମ ଇଣ୍ଡିଆ ଆଘାତ ସମସ୍ୟାକୁ ଅଣଦେଖା…

ଚାମ୍ପିୟନ୍ସ ଟ୍ରଫି କାର୍ଯ୍ୟସୂଚୀ ଘୋଷିତ : ଏହି ଦିନ ହେବ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଆଇସିସି ମଙ୍ଗଳବାର ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା କରିଛି । ଫେବୃୟାରୀ ୧୯ରୁ ଏହି ମୁକାବିଲା ଆରମ୍ଭ ହେବ ଏବଂ ମାର୍ଚ୍ଚ ୯ରେ ଫାଇନାଲ ମ୍ୟାଚ ଖେଳାଯିବ । ପାକିସ୍ତାନ ଏହାର ଆୟୋଜକ ଥିଲେ ମଧ୍ୟ ହାଇବ୍ରିଡ ମଡେଲରେ…

ତନୂଷଙ୍କୁ କାହିଁକି ଚୟନ କରାଗଲା ସ୍ପଷ୍ଟ କଲେ ରୋହିତ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି ସିରିଜର ତୃତୀୟ ମ୍ୟାଚରେ ଭାରତର ସିନିୟର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ଟେଷ୍ଟ ପାଇଁ ଅଶ୍ୱୀନଙ୍କ ସ୍ଥାନରେ ତନୂଷ କୋଟିୟାନଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ତନୂଷ ହଠାତ ଚୟନ କରାଯିବା…