Latest Odisha News

BREAKING NEWS

Browsing Category

ଖେଳ

କ୍ରିକେଟ, ଶୁଟିଂ, ଚେସରେ ସ୍ୱର୍ଣ୍ଣିମ ଅଧ୍ୟାୟ

ଆଖି ପିଛୁଳାକେ ୨୦୨୪ ହାତମୁଠାରୁ ଖସି ଯାଉଛି । ହାତଗଣତି ଦିନକ ପରେ ୨୦୨୫ ନୂଆ ଉନ୍ମାଦନା ନେଇ ପଂହଚିବ । ୨୦୨୪ରେ ଭାରତୀୟ କ୍ରୀଡା ପାଇଁ ଏକ ଭଲ ବର୍ଷ ଥିଲା କହିଲେ ଭୁଲ ହେବନି । ଟି୨୦ବିଶ୍ୱକପ, ଅଲିମ୍ପିକ ଓ ବିଶ୍ୱକପ ଚେସ ପରି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଆୟୋଜିତ ହୋଇଛି । ଆଉ ଆମ…

ସୈନିକ ସ୍କୁଲ-ଓଏମସିର ମାରାଥନ: ସିନିୟର ବିଭାଗରେ ବି.ପ୍ରସାଦ ଦୋରା ବିଜେତା

ଭୁବନେଶ୍ବର: ସୈନିକ ସ୍କୁଲ ଏବଂ ଓଏମସିର ମିଳିତ ଆନୁକୂଲ୍ୟରେ ରବିବାର ଅଷ୍ଟମ ବିଜୁ ମାରାଥନ ଅନୁଷ୍ଠିତ ହୋଇଯାଇଛି । କମୋଡ଼ର ମହେଶ ରହଙ୍ଗଡ଼ାଲେ, ଡ଼େପୁଟୀ ଡ଼ାଇରେକ୍ଟର ଜେନେରାଲ, ଏନ୍.ସି.ସି, ନାଇରେକ୍ଟୋରେଟ୍, ଓଡ଼ିଶା, କର୍ଣ୍ଣଲ୍ ବାଲୁଭରତ, ପ୍ରିନ୍ସିପାଲ, ସୈନିକସ୍କୁଲ ଓ ମଧୁସୂଦନ ପାଢ଼ି…

ବାହାଘର ନେଇ ବଡ ଖୁଲାସା କଲେ ତାପସୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ବାହାଘର ନେଇ ଏକ ବଡ ଖୁଲାସା କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ତଥା ପୂର୍ବତନ ବ୍ୟାଡମିଂଟନ ଖେଳାଳି ମାଥିସ ବୋଏଙ୍କୁ ବିବାହ କରିବା ନେଇ ଚର୍ଚ୍ଚାରେ ରହିଥିଲେ । ଏବେ ସେ କହିଛନ୍ତି, ୨୦୨୩ ଡିସେମ୍ବରରେ…

ସ୍ମିଥ, ହେଡଙ୍କ ଶତକ: ଅଷ୍ଟ୍ରେଲିଆ ୪୦୫/୭

ଆଡିଲେଡ: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦୃଢ଼ ସ୍ଥିତିରେ ରହିଛି । ଟ୍ରେଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ଷ୍ଟମ୍ପସ ଅପସାରଣ ବେଳକୁ ୭ ୱିକେଟ ବିନିମୟରେ ୪୦୫ ରନ ସଂଗ୍ରହ କରିନେଇଛି ।…

୧୭ ମାସ ପରେ ଟେଷ୍ଟରେ ଶତକ ମାରିଲେ ସ୍ମିଥ

ଆଡିଲେଡ: ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭଲ ସ୍ଥିତିରେ ରହିଛି । ଏହି ମ୍ୟାଚରେ ସିନିୟର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ୧୭ ମାସ ପରେ ସେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଟ୍ରେଭିସ ହେଡଙ୍କ ସହ ସେ ଚତୁର୍ଥ…

ବ୍ୟାଡମିଂଟନ ଷ୍ଟାର ସିନ୍ଧୁ-ଭେଙ୍କଟଙ୍କ ନିର୍ବନ୍ଧ ସମ୍ପନ୍ନ

ଉଦୟପୁର: ୨ ଥର ଅଲିମ୍ପିକ ପଦକ ବିଜେତା ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ ଓ ଭେଙ୍କଟ ଦତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଡିସେମ୍ବର ୨୨ରେ ଉଦୟପୁରରେ ଉଭୟ ବିବାହ କରିବେ । ଡିସେମ୍ବର ୨୪ରେ ହାଇଦ୍ରାବାଦରେ ସେମାନେ ରିସେପ୍ସନ ଦେବେ । ସିନ୍ଧୁ ଶନିବାର ସୋସିଆଲ ମିଡିଆରେ ନିର୍ବନ୍ଧ ଫଟୋ…

ଶକୀବ ଉଲ ହାସନଙ୍କୁ ବାସନ୍ଦ କଲା ଇସିବି

ଲଣ୍ଡନ: ଅବୈଧ ବୋଲିଂ ଆକ୍ସନ ନେଇ ଇଂଲଣ୍ଡ ଏବଂ ୱେଲସ କ୍ରିକେଟ ବୋର୍ଡ ବାଂଲାଦେଶୀ ସ୍ପିନର ଶକୀବ ଉଲ ହାସନଙ୍କୁ ବାସନ୍ଦ କରିଛି । ଆଗକୁ ସେ ଇସିବିର କୌଣସି ମୁକାବିଲାରେ ଖେଳି ପାରିବେ ନାହିଁ । କାଂଉଟି ଚାମ୍ପିୟନଶିପ ସରେ ପକ୍ଷରୁ ବୋଲିଂ କରିବା ବେଳେ ଅମ୍ପାୟର ତାଙ୍କ ବୋଲିଂ ଆକ୍ସନ ନେଇ ନୋ…

ଶ୍ରୀଲଙ୍କା ଟି୧୦ ସୁପର ଲିଗ: ଭାରତୀୟ ମାଲିକଙ୍କ ଉପରେ ମ୍ୟାଚ ଫିକ୍ସିଂ ଅଭିଯୋଗ

କଲମ୍ବୋ: କ୍ରିକେଟରେ ମ୍ୟାଚ ଫିକ୍ସିଂ ଶେଷ ହେବାର ନାମ ଧରୁନି । ଶ୍ରୀଲଙ୍କା ଟି୧୦ ସୁପର ଲିଗ କ୍ରିକେଟରେ ପୂନର୍ବାର ମ୍ୟାଚ ଫିକ୍ସିଂ ହୋଇଥିବା ଅଭିଯୋଗ ଆସିଛି । ଗଲ ମାର୍ବଲ୍ସର ମାଲିକ ପ୍ରେମ ଠାକୁରଙ୍କ ନାମରେ ଏହି ଅଭିଯୋଗ ଆସିଛି । ତାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ଜଣେ ବିଦେଶୀ…

କାହା ପାଇଁ ଗାବାରେ ସାରା ତେନ୍ଦୁଲକର

ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଶନିବାରଠାରୁ ଗାବାରେ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ଅଷ୍ଟ୍ରେଲିଆ ଷ୍ଟମ୍ପସ ଅପସାରଣ ବେଳକୁ କୌଣସି ୱିକେଟ ନ ହରାଇ ୨୮ ରନ କରିଛି । ୱାର୍ଲ୍ଡ ଟେଷ୍ଟ…

ବର୍ଡର-ଗାଭାସ୍କର ଟ୍ରଫି: ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ବାଧାପ୍ରାପ୍ତ

ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଗାବାରେ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୩.୨ ଓଭରରେ କୌଣସି ୱିକେଟ ନ ହରାଇ ୨୮ ରନ ସଂଗ୍ରହ କରିଛି । ଉସମାନ ଖ୍ୱାଜା…