Latest Odisha News

BREAKING NEWS

Browsing Category

ଖେଳ

ବ୍ୟାଡମିଂଟନ ଷ୍ଟାର ସିନ୍ଧୁ-ଭେଙ୍କଟଙ୍କ ନିର୍ବନ୍ଧ ସମ୍ପନ୍ନ

ଉଦୟପୁର: ୨ ଥର ଅଲିମ୍ପିକ ପଦକ ବିଜେତା ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ ଓ ଭେଙ୍କଟ ଦତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଡିସେମ୍ବର ୨୨ରେ ଉଦୟପୁରରେ ଉଭୟ ବିବାହ କରିବେ । ଡିସେମ୍ବର ୨୪ରେ ହାଇଦ୍ରାବାଦରେ ସେମାନେ ରିସେପ୍ସନ ଦେବେ । ସିନ୍ଧୁ ଶନିବାର ସୋସିଆଲ ମିଡିଆରେ ନିର୍ବନ୍ଧ ଫଟୋ…

ଶକୀବ ଉଲ ହାସନଙ୍କୁ ବାସନ୍ଦ କଲା ଇସିବି

ଲଣ୍ଡନ: ଅବୈଧ ବୋଲିଂ ଆକ୍ସନ ନେଇ ଇଂଲଣ୍ଡ ଏବଂ ୱେଲସ କ୍ରିକେଟ ବୋର୍ଡ ବାଂଲାଦେଶୀ ସ୍ପିନର ଶକୀବ ଉଲ ହାସନଙ୍କୁ ବାସନ୍ଦ କରିଛି । ଆଗକୁ ସେ ଇସିବିର କୌଣସି ମୁକାବିଲାରେ ଖେଳି ପାରିବେ ନାହିଁ । କାଂଉଟି ଚାମ୍ପିୟନଶିପ ସରେ ପକ୍ଷରୁ ବୋଲିଂ କରିବା ବେଳେ ଅମ୍ପାୟର ତାଙ୍କ ବୋଲିଂ ଆକ୍ସନ ନେଇ ନୋ…

ଶ୍ରୀଲଙ୍କା ଟି୧୦ ସୁପର ଲିଗ: ଭାରତୀୟ ମାଲିକଙ୍କ ଉପରେ ମ୍ୟାଚ ଫିକ୍ସିଂ ଅଭିଯୋଗ

କଲମ୍ବୋ: କ୍ରିକେଟରେ ମ୍ୟାଚ ଫିକ୍ସିଂ ଶେଷ ହେବାର ନାମ ଧରୁନି । ଶ୍ରୀଲଙ୍କା ଟି୧୦ ସୁପର ଲିଗ କ୍ରିକେଟରେ ପୂନର୍ବାର ମ୍ୟାଚ ଫିକ୍ସିଂ ହୋଇଥିବା ଅଭିଯୋଗ ଆସିଛି । ଗଲ ମାର୍ବଲ୍ସର ମାଲିକ ପ୍ରେମ ଠାକୁରଙ୍କ ନାମରେ ଏହି ଅଭିଯୋଗ ଆସିଛି । ତାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ଜଣେ ବିଦେଶୀ…

କାହା ପାଇଁ ଗାବାରେ ସାରା ତେନ୍ଦୁଲକର

ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଶନିବାରଠାରୁ ଗାବାରେ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ଅଷ୍ଟ୍ରେଲିଆ ଷ୍ଟମ୍ପସ ଅପସାରଣ ବେଳକୁ କୌଣସି ୱିକେଟ ନ ହରାଇ ୨୮ ରନ କରିଛି । ୱାର୍ଲ୍ଡ ଟେଷ୍ଟ…

ବର୍ଡର-ଗାଭାସ୍କର ଟ୍ରଫି: ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ବାଧାପ୍ରାପ୍ତ

ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଗାବାରେ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୩.୨ ଓଭରରେ କୌଣସି ୱିକେଟ ନ ହରାଇ ୨୮ ରନ ସଂଗ୍ରହ କରିଛି । ଉସମାନ ଖ୍ୱାଜା…

ହାଇବ୍ରିଡ ମଡେଲରେ ଆୟୋଜିତ ହେବ ଚାମ୍ପିୟନ୍ସ ଟ୍ରଫି

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାଇବ୍ରିଡ ମଡେଲରେ ହେବ ବୋଲି ସ୍ଥ୍‌ିର ହୋଇଛି । ଆଇସିସି ଏଥିନେଇ ମଂଜୁରୀ ପ୍ରଦାନ କରିଛି । ଏବେ ଏହି ଟୁର୍ଣ୍ଣାମେଂଟ ପାକିସ୍ତାନ ଓ ଦୁବାଇରେ ମିଳିତ ଭାବେ ଆୟୋଜିତ ହେବ । ଭାରତ ତାର ମ୍ୟାଚ ଦୁବାଇରେ ଖେଳିବ । ବିସିସିଆଇ ଓ ପିସିବି ମଧ୍ୟରେ ଏ…

ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ମ୍ୟାଚ ଖେଳିବେ କୋହଲି

ବ୍ରିସବେନ: ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ସେ ଦ୍ୱିତୀୟ ଖେଳାଳି ଭାବେ ଅଷ୍ଟ୍ରେଲିଆରେ ୧୦୦ ଟେଷ୍ଟ ଖେଳିବେ । ସଚିନ ତେନ୍ଦୁଲକର ୧୧୦ ମ୍ୟାଚ ଖେଳି ତାଙ୍କଠାରୁ ଆଗରେ ରହିଛନ୍ତି । କୋହଲି ୯୯…

ଡିଙ୍ଗ ଲିରେନ ଜାଣିଶୁଣି ହାରିଛନ୍ତି ବୋଲି ଅଭିଯୋଗ ଆଣିଲେ ପୂର୍ବ ବିଶ୍ୱ ଚାମ୍ପିୟନ

ସିଙ୍ଗାପୁର: ଭାରତର ଡି ଗୁକେଶ ସର୍ବକନିଷ୍ଠ ଚେସ ଖେଳାଳି ଭାବେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଥିବା ବେଳେ ପୂର୍ବତନ ବିଶ୍ୱ ଚାମ୍ପିୟନ ଭ୍ଲାଡିମିର କ୍ରାମନିକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ରୁଷିଆର ଏହି ଚେସ ଖେଳାଳି କହିଛନ୍ତି ଲିରେନ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ରାହାନେଙ୍କ ବିସ୍ଫୋରକ ବ୍ୟାଟିଂ, ଫାଇନାଲରେ ମୁମ୍ବାଇ

ମୁମ୍ବାଇ: ଅଜିଙ୍କ୍ୟ ରାହାନେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ ଟ୍ରଫିର ଫାଇନାଲରେ ମୁମ୍ବାଇ ପ୍ରବେଶ କରିଛି । ବରୋଦାକୁ ୬ ୱିକେଟରେ ହରାଇ ମୁମ୍ବାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ୨୦୨୨ରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ଅପରପକ୍ଷରେ ଷଷ୍ଠ ଥର ପାଇଁ…

ମୁହଁ ଖୋଲିଲେ ବିନୋଦ କାମ୍ବଲୀ, ସବୁ ପାଇଁ ପ୍ରସ୍ତୁତ

ମୁମ୍ବାଇ: ନିକଟରେ ବିନୋଦ କାମ୍ବଲୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସ୍ପଷ୍ଟ ଅନୁମାନ କରି ହେଉଥିଲା । ବାଲ୍ୟବନ୍ଧୁ ସଚିନ ତେନ୍ଦୁଲକରଙ୍କୁ ଦେଖି କାମ୍ବଲୀ ଭାବପ୍ରବଣ ହୋଇ ପଡିଥିଲେ । ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅଧିନାୟକ କପିଳ ଦେବ…