Latest Odisha News

BREAKING NEWS

Browsing Category

ଖେଳ

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ସବୁ ରେକର୍ଡ ଭାଙ୍ଗି ପାରନ୍ତି କୋହଲି

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । ଶେଷ ଲିଗ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଏହି ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି କେତେଗୁଡିଏ ରେକର୍ଡ ଭାଙ୍ଗିବା ପାଇଁ ଉଦ୍ୟମ କରିବେ । କୋହଲି ଏହି…

ପୁରୀରେ ହେବ ଜାତୀୟ ର‌୍ୟାଙ୍କିଙ୍ଗ ତୀରନ୍ଦାଜୀ ଟୁର୍ଣ୍ଣାମେଂଟ: ଅଲିମ୍ପିଆନଙ୍କ ସମେତ ଯୋଗଦେବେ ୧୯୨ ଷ୍ଟାର ତୀରନ୍ଦାଜ

ପୁରୀ: ତୃତୀୟ ଏନଟିପିସି ଜାତୀୟ ର‌୍ୟାଙ୍କିଙ୍ଗ ତୀରନ୍ଦାଜୀ ଟୁର୍ଣ୍ଣାମେଂଟ ପୁରୀର ଜଗନ୍ନାଥ ଷ୍ଟାଡିୟମରେ ଆୟୋଜିତ ହେବ । ଭାରତୀୟ ତୀରନ୍ଦାଜ ଆସୋସିଏଶନ, ଏନଟିପିସି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଓଡିଶା ସରକାର ଏବଂ ରାଜ୍ୟ ଆସୋସିଏଶନ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ମାର୍ଚ୍ଚ…

୨୫ ବର୍ଷରେ ମାତ୍ର ଗୋଟିଏ ଆଇସିିସି ଟ୍ରଫି ଜିତିଛି ପାକିସ୍ତାନ

ଦୁବାଇ: ପାକିସ୍ତାନ କ୍ରିକେଟ ଟିମ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି । ଗତ ସଂସ୍କରଣର ବିଜେତା ଏବଂ ଏଥରର ଆୟୋଜକ ପାକିସ୍ତାନର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଏପରିକି ୨୦୧୭ରେ ଦଳ ଭାଗ୍ୟବଶତଃ ଟାଇଟଲ ହାସଲ କରିଛି ବୋଲି କୁହାଯାଇଛି । ଗତ ୨୫ ବର୍ଷ…

ଅଭିଷେକଙ୍କୁ ଚିହ୍ନ ପାରିଲେନି ଆକ୍ରମ ଆଉ ଚିହ୍ନିଲା ପରେ…

ଦୁବାଇ: ପାକିସ୍ତାନର ମହାନ ପେସ ବୋଲର ୱାସିମ ଆକ୍ରମ ଚଳିତ ଚାମ୍ପିୟନ୍ସ ଟ୍ରଫି ଅବସରରେ ଭାରତର ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମାଙ୍କୁ ଭେଟିଥିଲେ । ଅବଶ୍ୟ ଆକ୍ରମ ପ୍ରଥମ ସାକ୍ଷାତକାରରେ ଅଭିଷେକଙ୍କୁ ଚିହ୍ନି ପାରି ନ ଥିଲେ । ପରେ ଯେତେବେଳେ ଜାଣିଲେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ତୁମେ…

ବର୍ଷା ଧୋଇଦେଲା ସ୍ବପ୍ନ; ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ଆୟୋଜକ ଟିମ୍ ପାକିସ୍ତାନ

ଲାହୋର: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୯ମ ମ୍ୟାଚ୍ ଗୁରୁବାର ଦିନ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଜାରି ରହିବା ଯୋଗୁ ମ୍ୟାଚ୍ ବାତିଲ ହୋଇଯାଇଛି। ଫଳରେ ଏହି ଦୁଇଟି ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି କାରଣ ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି…

୨୦୨୫ ହେବ ଧୋନୀଙ୍କ ଶେଷ ଆଇପିଏଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୨୫ରେ କ୍ୟାରିୟରର ଶେଷ ଆଇପିଏଲ ଖେଳିବାକୁ ଯାଉଥିବା ଅନୁମାନ କରାଯାଉଛି । ଧୋନୀ ଦଳ ସହିତ ଯୋଗ ଦେବାପାଇଁ ଚେନ୍ନାଇ ଯାଇଛନ୍ତି । ସେଠାରେ ସେ ପିନ୍ଧିଥିବା ଟି ସର୍ଟକୁ ନେଇ ଏହି ଆଲୋଚନା ଜୋର ଧରିଛି । ଏଥିରେ କୋଡ…

ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଖେଳି ନ ପାରନ୍ତି ରୋହିତ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । ଟିମ ଇଣ୍ଡିଆ ତାର ଶେଷ ଲିଗ ମ୍ୟାଚ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ନିୟମିତ ଅଧିନାୟକ ରୋହିତ ଏବଂ ଉପ ଅଧିନାୟକ ଶୁଭମନ ଗିଲ ଅଭ୍ୟାସ…

ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ରାଜକୁମାର ରାଓ

ମୁମ୍ବାଇ: ବଲିଉଡରେ ଅନେକ ଖେଳାଳିଙ୍କୁ ନେଇ ବାୟୋପିକ ତିଆରି ହୋଇଛି। ଏବେ ସୌରଭ ଗାଙ୍ଗୁଲିଙ୍କ ଉପରେ ବାୟୋପିକ୍ ତିଆରି ହେବାକୁ ଯାଉଛି। ଏପରିକି ବାୟୋପିକରେ କେଉଁ ଅଭିନେତା ତାଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି ସୌରଭ। ଗଣମାଧ୍ୟମକୁ ସୂଚନା ଦେଇ ସେ…

କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ? ଶିଖର କଲେ ଭବିଷ୍ୟବାଣୀ… 

ନୂଆଦିଲ୍ଲୀ: ରୋହିତ ଶର୍ମା ବର୍ତ୍ତମାନ ନିଜ କ୍ରିକେଟ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି। ଏହିଭଳି ପରିସ୍ଥିତିରେ ଭାରତର ପରବର୍ତ୍ତୀ ଅଧିନାୟକ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) କୌଣସି ଘୋଷଣା…

ଆଇପିଏଲ ଖେଳିବା ସହ ନାଲି ବଲରେ ଅଭ୍ୟାସ କରିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଏବେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଗସ୍ତରେ ଅଛି । ସେଠାରେ ପ୍ରଭାବୀ ପ୍ରଦର୍ଶନ କରି ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି । ଚାମ୍ପିୟନ୍ସ ଟ୍ରଫି ପରେ ଭାରତରେ ଆଇପିଏଲ ଆରମ୍ଭ ହେବ । ଆଗକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳାଯିବାକୁ ଥିବାରୁ…