Latest Odisha News

BREAKING NEWS

Browsing Category

ଖେଳ

ରୋହିତ ସ୍ପଷ୍ଟ କଲେ କେଉଁ ସ୍ଥାନରେ କରିବେ ବ୍ୟାଟିଂ

ଆଡିଲେଡ: ଡିସେମ୍ବର ୬ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଡିଲେଡରେ ଖେଳାଯିବ । ଏହି ଦିବାରାତ୍ର ଟେଷ୍ଟରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । ରୋହିତ କେଉଁ ସ୍ଥାନରେ ବ୍ୟାଟିଂ କରିବେ ସେ ନେଇ ଆଲୋଚନା ଜୋର ଧରିଥିଲା । ଦଳକୁ ମଜଭୁତ କରିବା ପାଇଁ ରୋହିତ…

ଟି୨୦ କ୍ରିକେଟରେ ଇତିହାସ ରଚିଲା ବରୋଦା ଟିମ, ଭାନୁଙ୍କ ବିସ୍ଫୋରକ ଶତକ

ଇନ୍ଦୋର: ଟି୨୦ କ୍ରିକେଟରେ ବରୋଦା ଟିମ ଇତିହାସ ରଚିଛି । ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ବରୋଦା ଟି୨୦ରେ ସର୍ବାଧିକ ଦଳଗତ ସ୍କୋର କରିବାରେ ବିଶ୍ୱ ରେକର୍ଡ କରିଛି । ସିକ୍କିମ ବିପକ୍ଷରେ ବରୋଦା ୫ ୱିକେଟରେ ୩୪୯ ରନର ବିଶାଳ ସ୍କୋର କରିଥିଲା । ଏହା ପୂର୍ବରୁ ଜିମ୍ବାୱେ ଏହି…

ଜୟ ଶାହଙ୍କ ସ୍ଥାନରେ କିଏ ହେବେ ବିସିସିଆଇ ସେକ୍ରେଟାରୀ

ନୂଆଦିଲ୍ଲୀ: ଜୟ ଶାହ ଡିସେମ୍ବର ୧ରୁ ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିସିସିଆଇ ସେକ୍ରେଟାରୀ ପଦ ଖାଲି ପଡିଛି । ଶାହଙ୍କ ସ୍ଥାନରେ ଏହି ଦାୟତ୍ୱ କିଏ ଗ୍ରହଣ କରିବେ ତାହା ସସ୍ପେନ୍ସ ରହିଛି । ଏହି ଦୌଡରେ ଗୁଜରାଟର ଅନୀଲ ପଟେଲ ଏବଂ ବର୍ତମାନର ସଂଯୁକ୍ତ ସଚିବ ଦେବଜିତ…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ସ୍ପିନରଙ୍କୁ ସୁହାଇବ ଆଡିଲେଡ ପିଚ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଡିସେମ୍ବର ୬ରୁ ଆରମ୍ଭ ହେବ । ଏହି ଦିବାରାତ୍ର ଟେଷ୍ଟର ପ୍ରଥମ ଦିବସରେ ବର୍ଷା ହେବା ସମ୍ଭାବନା ରହିଛି । ଆଡିଲେଡ ପିଚ କି ଭଳି ରହିବ ସେ ନେଇ ବୁଧବାର ପିଚ କ୍ୟୁରେଟର ଡେମିୟନ ହାଫ ଖୁଲାସା…

୧୯ ବର୍ଷରୁ କମ ଏସିଆ କପ କ୍ରିିକେଟ: ବୈଭବଙ୍କ ୬ ଛକା

ନୂଆଦିଲ୍ଲୀ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ବୁଧବାର ୟୁଏଇକୁ ୧୦ ୱିକେଟରେ ପରାସ୍ତ କରିଛି । ୟୁଏଇ ପ୍ରଥମେ ବ୍ୟାଟିଂ କରି ୧୩୭ ରନ କରିଥିଲା । ଜବାବରେ ଭାରତ କୌଣସି ୱିକେଟ ନ ହରାଇ ୧୬.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ବୈଭବ ସୂର୍ଯ୍ୟବଂଶୀ ୪୬ ବଲରେ ୭୬ ଓ ଆୟୂଷ…

ହରଭଜନ କହିଲେ ଧୋନୀ ମୋ ବନ୍ଧୁ ନୁହନ୍ତି

ମୁମ୍ବାଇ: ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପର୍କରେ ସାଥୀ ଖେଳାଳିଙ୍କ ବୟାନ ଏବେ ଦିନକୁ ଦିନ ଚର୍ଚ୍ଚାର କାରଣ ସାଜୁଛି । ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଏବେ ହରଭଜନ ସିଂ ମଧ୍ୟ ତାଙ୍କ ସମ୍ପର୍କରେ ବୟାନ ଦେଇଛନ୍ତି । ଧୋନୀଙ୍କ ସହ ସମ୍ପର୍କକୁ ନେଇ ଭାରତୀୟ କ୍ରିକେଟ ଦଳର…

୨୦ ରନ ମଧ୍ୟରେ ଜିମ୍ବାୱେର ୧୦ ୱିକେଟ ନେଇଗଲା ପାକିସ୍ତାନ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ପାକିସ୍ତାନ ଆଗୁଆ ସିରିଜ ବିଜୟୀ ହୋଇଛି । ୪.୨ ଓଭରରେ କୌଣସି ୱିକେଟ ନ ହରାଇ ଜିମ୍ବାୱେ ୩୭ ରନ କରିଥିଲା । ଏହା ପରେ ମାତ୍ର…

ବ୍ରେଟ ଲୀଙ୍କ ସର୍ବକାଳୀନ ଶ୍ରେଷ୍ଠ ୪ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଏହି ଭାରତୀୟ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ମହାନ ବୋଲର ବ୍ରେଟ ଲୀ ପସନ୍ଦର ସର୍ବକାଳୀନ ଶ୍ରେଷ୍ଠ ୪ ଜଣ ଖେଳାଳିଙ୍କ ନାମ ପ୍ରକାଶ କରିଛନ୍ତି । ଏଥିରେ ଜଣେ ଭାରତୀୟଙ୍କ ନାମ ରହିଛି । ଲୀ ତାଙ୍କ ପସନ୍ଦର ଶୀର୍ଷରେ ଦକ୍ଷିଣ ଆଫ୍ରିକାର ପେସ ବୋଲର ଆଲାନ ଡୋନାଲ୍ଡୋ ରଖିଛନ୍ତି । ଡେନିସ ଲିଲିଙ୍କୁ…

ଡବ୍ଲ୍ୟୁଟିସି: ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଦଣ୍ଡିତ ହେବା ପରେ ଫାଇଦାରେ ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଦିବାରାତ୍ର ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟରେ ଧୀମା ବୋଲିଂ ହାର ନେଇ ଉଭୟ ଟିମ ଆଇସିସି ଦ୍ୱାରା ଦଣ୍ଡିତ ହୋଇଛନ୍ତି । ଯାହା ଫଳରେ ଭାରତର ଫାଇନାଲ ପ୍ରବେଶ…

ଆଇପିଏଲରେ ଅଣଦେଖା: ୨୮ ପରେ ଏବେ ୩୬ ବଲରେ ଶତକ ମାରିଲେ ଉର୍ବିଲ

ନୂଆଦିଲ୍ଲୀ: ସୟେଦ ମୁସ୍ତାକ ଅଲି ଟି୨୦ ଟୁର୍ଣ୍ଣାମେଂଟରେ ଗୁଜରାଟର ଉର୍ବିଲ ପଟେଲ ବିସ୍ଫୋରକ ବ୍ୟାଟିଂ ଜାରୀ ରଖିଛନ୍ତି । ଆଇପିଏଲ ମେଗା ନିଲାମରେ ଅଣଦେଖା ହେବା ପରେ ଉର୍ବିଲ ୨୮ ବଲରେ ଶତକ ମାରି ରେକର୍ଡ ସୃଷ୍ଟି କରିଥିଲେ । ଏବେ ପୂନର୍ବାର ୩୬ ବଲରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି…