Latest Odisha News

BREAKING NEWS

Browsing Category

ଖେଳ

ଆଘାତ ସମସ୍ୟା ସତ୍ୱେ ବ୍ୟାଟିଂ କରିବେ ପନ୍ତ

ଲଣ୍ଡନ: ଲର୍ଡସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଘାତ ସମସ୍ୟାରେ ପଡିଛନ୍ତି । କିପିଂ କରୁଥିବା ବେଳ ଯଶପ୍ରୀତ ବୁମରାହ ଇଂଲଣ୍ଡର ଓଲୀ ପୋପଙ୍କ ଗୋଡ ଆଡେ ବୋଲିଂ କରିଥିଲେ । ପୋପ ଏହାକୁ ଖେଳିପାରି ନ ଥିଲେ । ବଲକୁ…

ଇଂଲଣ୍ଡ ୩୮୭ରେ ଅଲଆଉଟ, କପିଳଦେବଙ୍କ ରେକର୍ଡ ଭାଙ୍ଗିଲେ ବୁମରାହ

ଲଣ୍ଡନ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ୩୮୭ ରନରେ ଇଂଲଣ୍ଡକୁ ଅଲଆଉଟ କରିଛି । ପନ୍ତ ୭୪ ରନରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହି ଅବସରରେ ଭାରତର ମହାନ ଅଲରାଉଣ୍ଡର କପିଳ ଦେବଙ୍କ ଏକ ରେକର୍ଡ ପନ୍ତ ଭଙ୍ଗ କରିଛନ୍ତି ।…

ଭାରତ, ଶ୍ରୀଲଙ୍କା ବୋର୍ଡର ପଦକ୍ଷେପ ପରେ ଏସିଆ କପ ଆୟୋଜନ ସଂଶୟରେ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟର ଭବିଷ୍ୟତ ଏବେ ଧୀରେ ଧୀରେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବାରେ ଲାଗୁଛି । ଭାରତ ଓ ଶ୍ରୀଲଙ୍କା ବୋର୍ଡ ଏସୀୟ କ୍ରିକେଟ ପରିଷଦ ବୈଠକରେ ଅଂଶଗ୍ରହଣ କରିବା ପାଇଁ ମନା କରିବା ପରେ ଏହି ସଂଶୟ ସୃଷ୍ଟି ହୋଇଛି । ଅନଲାଇନରେ ଏହି ୨ଟି ଟିମ ଅଂଶଗ୍ରହଣ କରିବା ପାଇଁ…

ସର୍ବାଧିକ ଶତକ ହାସଲରେ ବିଶ୍ୱର ୫ମ ଖେଳାଳି ହେଲେ ରୁଟ

ଲଣ୍ଡନ: ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଆନ୍ତର୍ଜାତୀୟ ଟେଷ୍ଟରେ ସର୍ବାଧିକ ଶତକ ହାସଲରେ ୫ମ ସ୍ଥାନରେ ରହିଛନ୍ତି । ଏହା ତାଙ୍କ କ୍ୟାରିୟରର ୩୭ତମ ଶତକ ରହିଥିଲା । ସେ ଭାରତର ମହାନ ଖେଳାଳି ରାହୁଲ…

ଟି୨୦: ୫ ବଲରେ ୫ ୱିକେଟ ନେଇ ଚହଳ ସୃଷ୍ଟି କଲେ ଏହି ବୋଲର

ନୂଆଦିଲ୍ଲୀ:ଟି୨୦ କ୍ରିକେଟରେ ଆୟର୍ଲାଣ୍ଡର ଅଲରାଉଣ୍ଡର କର୍ଟିଶ କ୍ୟାମ୍ଫର ଚହଳ ସୃଷ୍ଟି କରିଛନ୍ତି । ପୁରୁଷ ଟି୨୦ କ୍ରିକେଟରେ ସେ ପ୍ରଥମ ବୋଲର ଭାବେ ୫ଟି ବଲରେ ୫ଟି ୱିକେଟ ନେଇଛନ୍ତି । ଇଂଟର ପ୍ରୋଭିନ୍ସନାଲ ଟି୨୦ ଟ୍ରଫିରେ ମୁଷ୍ଟର ରେଡ୍ସ ପକ୍ଷରୁ ଖେଳୁଥିବା କ୍ୟାମ୍ଫର ନର୍ଥ ଇଷ୍ଟ…

ୟଶ ଦୟାଲ କହିଲେ ମୋତେ ଷଡଯନ୍ତ୍ର କରି ଫସାଯାଇଛି

ନୂଆଦିଲ୍ଲୀ:ଆରସିବିର ଷ୍ଟାର କ୍ରିକେଟର ୟଶ ଦୟାଲଙ୍କ ବିରୋଧରେ ଜଣେ ମହିଳା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସେ ୟଶଙ୍କ ବିପକ୍ଷରେ ମାମଲା ମଧ୍ୟ ରୁଜୁ କରିଛନ୍ତି । ଗୁରୁବାର ୟଶ ଏବେ ଖୁଲଦବାଦ ଥାନାରେ ସମ୍ପୃକ୍ତ ମହିଳା ଏବଂ ତାଙ୍କ ସାଥୀମାନେ ସୁଚିନ୍ତିତ ଷଡଯନ୍ତ୍ର ରଚି ତାଙ୍କ…

ବ୍ୟାଡମିଂଟନ ଖେଳାଳି ଜ୍ୱାଲା କାହିଁକି କହିଲେ ଅମୀରଙ୍କ ସହଯୋଗ ବିନା ମାଆ ହୋଇପାରି ନ ଥାନ୍ତି

ମାଡ୍ରାସ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଜ୍ୱାଲା ଗୁଟ୍ଟା ଏବଂ ଅଭିନେତା ବିଷ୍ଣୁ ବିଶାଳ ନିକଟରେ ମାଆ, ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଦୀର୍ଘ ଦିନ ହେବ ଉଭୟ ସମସ୍ତ ପ୍ରକାର ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରୁ ନ ଥିଲେ । ଜ୍ୱାଲା ୫ରୁ ୬ଥର ଆଇଭିଏଫ ଟ୍ରିଟମେଂଟ କରି ମଧ୍ୟ…

ଆଇପିଏଲ ଟିକେଟ ହେରଫେରରେ ଗିରଫ ହେଲେ ଏଚସିଏ ସଭାପତି

ହାଇଦ୍ରାବାଦ: ଆଇପିଏଲ ୨୦୨୫ ଟିକେଟ ହେରଫେରରେ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ସଭାପତି ଜଗନମୋହନ ରାଓ ଗିରଫ ହୋଇଛନ୍ତି । ତେଲେଙ୍ଗାନା ପୋଲିସ ରାଓଙ୍କ ସମେତ ଅନ୍ୟ ୪ ସିନିୟର ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି । ସେମାନେ ହେଲେ କୋଷାଧ୍ୟକ୍ଷ ସି.ଶ୍ରୀନିବାସ ରାଓ, ସିଇଓ ସୁନୀଲ କାନ୍ତେ ଓ…

୨୦୨୧ ପରେ ରେଳବାଇ ଚାକିରୀରେ ଯୋଗ ଦେଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ରେସଲର ସୁଶୀଲ କୁମାର ପୂନର୍ବାର ଚାକିରୀରେ ଯୋଗ ଦେଇଛନ୍ତି । ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ତାଙ୍କଚୁ ଜାମିନ ମିଳିବା ପରେ ସେ ରେଲବାଇ ଅଫିସରେ ପଂହଚି ରିପୋର୍ଟ କରିଥିଲେ । ଯୁବ ରେସଲର ସାଗର ଧନଖାଡାଙ୍କ ହତ୍ୟା ମାମଲାରେ ସେ…

ଲର୍ଡସ ଟେଷ୍ଟରେ ବୁମରାହ-ଆର୍ଚ୍ଚରଙ୍କ ମଧ୍ୟରେ କାହା ପଲା ରହିବ ଭାରୀ

ଲର୍ଡସ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ତୃତୀୟ ମୁକାବିଲା ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ । ଏଥର ଉଭୟ ଟିମ ଏକ ଶକ୍ତିଶାଳୀ ବୋଲିଂ ଲାଇନ ଅପ ନେଇ ପଡିଆକୁ ଓହ୍ଲାଇବେ । ତୃତୀୟ ମୁକାବିଲା ଯିଏ ଜିତିବ ଆଗକୁ ସିରିଜ ଜିତିବା ପାଇଁ…