Latest Odisha News

BREAKING NEWS

Browsing Category

ଖେଳ

ଭାରତ-ପାକିସ୍ତାନ ମ୍ୟାଚରେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧିଲେ ପାକ୍ ଦର୍ଶକ

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଗତ ରବିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଇଥିବା ବେଳେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ପାକିସ୍ତାନୀ ପ୍ରଶଂସକ ତାଙ୍କ ଦେଶର ଜର୍ସି ଉପରେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧୁଥିବାର ଦେଖାଯାଉଛି। ମ୍ୟାଚର…

କିଙ୍ଗଙ୍କ ରାଜୁତି ପୂନର୍ବାର ଆରମ୍ଭ

ଦୀର୍ଘ ଦିନ ହେବ ବିରାଟ କୋହଲିଙ୍କ ବ୍ୟାଟ ନୀରବ ରହିଥିଲା । କିଙ୍ଗ କୋହଲି ଭାବେ ପରିଚିତ ବିରାଟ ପ୍ରଶଂସକଙ୍କ ମନ ମୁତାବକ ପ୍ରଦର୍ଶନ କରିପାରୁ ନ ଥିଲେ । ତେବେ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ କୋହଲି ଅପରାଜିତ ଶତକ ହାସଲ କରି ଭାରତ ବିଜୟରେ…

କୋହଲିଙ୍କ ୫୧ତମ ଶତକ, ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ହାଇ ଭୋଲଟେଜ ମୁକାବିଲାରେ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । କୋହଲିଙ୍କ ଏହା ଦିନିକିଆ କ୍ରିକେଟରେ ୫୧ତମ ଶତକ । ଏଥିସହ ଭାରତ ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଥିବା ବେଳେ…

ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ହରାଇଲେ ପାକ୍ ଖେଳାଳିଙ୍କୁ ମିଳିବ ୧ କୋଟି

ଦୁବାଇ: ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏବଂ ଆୟୋଜକ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ମ୍ୟାଚ୍ ଚାଲିଛି। ଏହାରି ମଧ୍ଯରେ ସିନ୍ଧ ପ୍ରଦେଶର ରାଜ୍ୟପାଳ ମହମ୍ମଦ କାମରାନ ଖାନ ଟେସୋରି ପାକିସ୍ତାନୀ କ୍ରିକେଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ…

ପାକିସ୍ତାନ ବିପକ୍ଷରେ ୭ କୋଟି ଟଙ୍କାର ଘଂଟା ପିନ୍ଧି ଖେଳିଲେ ହାର୍ଦ୍ଦିକ

ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ବ୍ଲକବଷ୍ଟର ମୁକାବିଲା ଖେଳାଯାଉଛି । ଏହି ମ୍ୟାଚରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୮ ଓଭରରେ ୩୧ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ତାଙ୍କ ବୋଲିଂ ଅପେକ୍ଷା ପିନ୍ଧିଥିବା ଘଂଟାର ଚର୍ଚ୍ଚା ଏବେ ସୋସିଆଲ…

ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ଓଡ଼ିଶା ହାଇକୋର୍ଟ ବାର୍‌ ବିଜେତା

ଭୁବନେଶ୍ୱର: ଭୁବନେଶ୍ବର ଓକିଲ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜେବି କଲେଜ ଖେଳପଡ଼ିଆରେ ଆୟୋଜିତ ଦଶମ ପ୍ରଶାନ୍ତ ରାଉତରାୟ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ ବିଜେତା ହୋଇଛି । ରବିବାର ଫାଇନାଲ୍‌ରେ ୨୪ ରନ୍‌ରେ ଗତ ଦୁଇ ସଂସ୍କରଣ ବିଜେତା…

ରୋହିତଙ୍କ ନାମରେ ବିଶ୍ୱରେକର୍ଡ

ଦୁବାଇ: ଭାରତର ମହାନ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ରୋହିତ ଶର୍ମା ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ପାକିସ୍ତରାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଅବସରରେ ସେ ଓପନର ଭାବେ ସଚିନ ତେନ୍ଦୁଲକରଙ୍କ ବିଶ୍ୱରେକର୍ଡ ଭଙ୍ଗ କରିଛନ୍ତି । ରୋହିତ ଓପନର ଭାବେ ଦିନିକିଆ କ୍ରିକେଟରେ ଦ୍ରୁତ ୯୦୦୦…

ଭାରତ ପକ୍ଷରୁ ସର୍ବାଧିକ କ୍ୟାଚ ନେଲେ କୋହଲି

ଦୁବାଇ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଅବସରରେ କୋହଲି ଭାରତ ପକ୍ଷରୁ ସର୍ବାଧିକ କ୍ୟାଚ ହାସଲକାରୀ ଖେଳାଳି ସାଜିଛନ୍ତି । ସେ ଭାରତର ମହମ୍ମଦ ଆଝାରୁଦ୍ଦିନଙ୍କୁ…

ଭାରତ ସମ୍ମୁଖରେ ୨୪୨ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ରବିବାର ଖେଳାଯାଉଥିବା ମହା ମୁକାବିଲାରେ ପାକିସ୍ତାନ ୨୪୨ ରନର ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲଆଉଟ ହୋଇ ଯାଇଥିଲା । ପିଚ ଧୀମା ଏବଂ ବଲ ଟର୍ଣ୍ଣ କରୁଥିବାରୁ ପାକିସ୍ତାନ…

ଟିମ ଇଣ୍ଡିଆର ଅଲୋଡା ରେକର୍ଡ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯାଇଛି । ଏହି ମ୍ୟାଚ ଅବସରରେ ଭାରତ ଏକ ଅଲୋଡା ରେକର୍ଡ କରିଛି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ ହାରିଥିଲେ । ପାକିସ୍ତାନର ନେତୃତ୍ୱ ନେଉଥିବା ମହମ୍ମଦ ରିଜୱାନ ପ୍ରଥମେ…