Latest Odisha News

BREAKING NEWS

Browsing Category

ଖେଳ

ନଭେମ୍ବର ୨୪ରେ ଦଳ ସହିତ ଯୋଗ ଦେବେ ରୋହିତ

ପର୍ଥ: ଭାରତୀୟ କ୍ରିକେଟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ନଭେମ୍ବର ୨୪ରେ ଦଳ ସହିତ ଯୋଗ ଦେବେ ବୋଲି ଜଣାପଡିଛି । ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ରୋହିତ ଖେଳିବେନି । ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରାହ ଦଳର ନେତୃତ୍ୱ ନେବେ । ରୋହିତ ନିକଟରେ ଦ୍ୱିତୀୟ…

ମଂଜ୍ରେକରଙ୍କ ଉପରେ ରାଗିଗଲେ ସାମୀ

ମୁମ୍ବାଇ: ପୂର୍ବ କ୍ରିକେଟର ସଞ୍ଜୟ ମଂଜ୍ରେକରଙ୍କ ଉପରେ ମହମ୍ମଦ ସାମୀ ରାଗି ଯାଇଛନ୍ତି । ସେ ମଂଜ୍ରେକରଙ୍କୁ ନେଇ ଇନଷ୍ଟାଗ୍ରାମରେ ଶେୟାର କରିଥିବା ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଆଇପିଏଲ ମେଗା ନିଲାମ ପୂର୍ବରୁ ମଂଜ୍ରେକର କହିଥିଲେ, ଫ୍ରାଂଚାଇଜମାନେ ଏଥର ମୋଟା ଅର୍ଥରେ ସାମୀଙ୍କୁ…

କୋହଲିଙ୍କୁ ଭୂୟସୀ ପ୍ରଶଂସା କଲେ ବୁମରାହ

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଯଶପ୍ରୀତ ବୁମରାହ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । କୋହଲି ନେଟ୍ସରେ ଫର୍ମରେ ଥିବା ଜଣାପଡୁଛି । ତାଙ୍କ ଉପରେ କାହାର ନଜର ନ ପଡୁ ।…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତକୁ ରେକର୍ଡ ତୃତୀୟ ଟାଇଟଲ

ରାଜଗିରି: ଭାରତୀୟ ମହିଳା ଟିମ ପ୍ରଭାବୀ ପ୍ରଦର୍ଶନ କରି ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ୨୦୨୪ ଟାଇଟଲ ହାସଲ କରିଛନ୍ତି । ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତୀୟ ଟିମ ୧-୦ ଗୋଲରେ ଚୀନକୁ ପରାସ୍ତ କରିଥିଲା । ଏହା ଟିମ ଇଣ୍ଡିଆର କ୍ରମାଗତ ଦ୍ୱିତୀୟ ଏବଂ ଓଭରାଲ ତୃତୀୟ ଟାଇଟଲ । ବିଜୟୀ…

ବର୍ଡର-ଗାଭାସ୍କର ଟ୍ରଫିରୁ ଭାରତୀୟ ଟେଷ୍ଟ ଟିମର ଆରମ୍ଭ ହେବ ପରିବର୍ତନର ଧାରା

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ୩-୦ରେ ହାରିବା ପରେ ଭାରତୀୟ କ୍ରିକେଟ ଟିମ ପରିବର୍ତନ ଧାରାରେ ସାମିଲ ହେବାକୁ ବାଧ୍ୟ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରୁ ଭାରତୀୟ କ୍ରିକେଟରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ବିଶେଷ କରି ରୋହିତ ଶର୍ମା, ବିରାଟ…

ବିଶ୍ୱର ଏକ ନମ୍ବର ଟି୨୦ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଟି୨୦ ସିରିଜ ପରେ ଆଇସିସି ପକ୍ଷରୁ ସଦ୍ୟ ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତିଳକ ବର୍ମା କ୍ରମାଗତ ୨ଟି ଶତକ ମାରିବା ଯୋଗୁ ୬୯ ସ୍ଥାନ ଉନ୍ନୀତ ହୋଇ ତୃତୀୟ ସ୍ଥାନରେ ପଂହଚିଛନ୍ତି ।…

ସରିଗଲା ଲାଲ ମାଟିର ବାଦଶାହଙ୍କ କ୍ୟାରିୟର

ମଲାଗା: କ୍ଲେ କିଙ୍ଗ, ଲାଲ ମାଟିର ବାଦଶାହ ଭାବେ ପରିଚିତ ସ୍ପେନର ରାଫେଲ ନାଡାଲଙ୍କ ସ୍ୱର୍ଣ୍ଣିମ କ୍ୟାରିୟରର ଅନ୍ତ ଘଟିଛି । ନାଡାଲ ତାଙ୍କ ହୋମ ଗ୍ରାଉଣ୍ଡ ମଲାଗାରେ ଶେଷ ମୁକାବିଲା ଖେଳିଥିଲେ । ଡେଭିସ କପର ଏହି ମ୍ୟାଚରେ ସେ ନେଦରଲାଣ୍ଡର ଭେଟିକ ଭାନଦ ଜେଡଶୁଲ୍ୟ ପରାସ୍ତ କରିଥିଲେ ।…

ଦିନିକିଆ କ୍ରିକେଟ ମ୍ୟାଚ: କମିଲା ବାରବାଟୀ ଟିକେଟ ଦର

କଟକ : କମିଲା ବାରବାଟୀ ଟିକେଟ ଦର। ପୂର୍ବ ନିର୍ଦ୍ଧାରିତ ଟିକେଟ ଦରକୁ ନେଇ ରାଜ୍ୟବ୍ୟାପୀ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରକାଶ ପାଇଥିଲା ଅସନ୍ତୋଷ। ଶେଷରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ…

ବର୍ଡର-ଗାଭାସ୍କର ଟ୍ରଫିରେ ଏହି ସବୁ ରେକର୍ଡ ଭାଙ୍ଗି ପାରନ୍ତି କୋହଲି

ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କୋହଲି ଏବେ ଚାପରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜରେ କୋହଲିଙ୍କ ନିକଟରେ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି : ଫାଇନାଲରେ ଭାରତ

ରାଜଗୀର: ଭାରତ ଏଠାରେ ଅନୁଷ୍ଠିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଭାରତ ଅନେକ ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡା କରିବା ପରେ ଶେଷରେ ଜାପାନକୁ ୨-୦ ଗୋଲରେ ପରାସ୍ତ କରିଥିଲା । ଫାଇନାଲରେ ଭାରତ ଓ ଚୀନ ମଧ୍ୟରେ…