Latest Odisha News

BREAKING NEWS

Browsing Category

ଖେଳ

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି : ଫାଇନାଲରେ ଭାରତ

ରାଜଗୀର: ଭାରତ ଏଠାରେ ଅନୁଷ୍ଠିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଭାରତ ଅନେକ ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡା କରିବା ପରେ ଶେଷରେ ଜାପାନକୁ ୨-୦ ଗୋଲରେ ପରାସ୍ତ କରିଥିଲା । ଫାଇନାଲରେ ଭାରତ ଓ ଚୀନ ମଧ୍ୟରେ…

ପ୍ରଥମ ଟେଷ୍ଟରେ ଚୂଡାନ୍ତ ଏକାଦଶକୁ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

ପର୍ଥ: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ କ୍ରିକେଟ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ । ଆଶେସ ସିରିଜ ଜରେ ଏହି ସିରିଜ ଉପରେ ସମସ୍ତଙ୍କ ନଜର ରହିଛି । ପର୍ଥ ଟେଷ୍ଟରେ ଭାରତ ୩ ପେସର କିମ୍ବା ୨ ସ୍ପିନର ଖେଳାଇବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି ।…

ଆଇପିଏଲ ମେଗା ନିଲାମ: ୨୫ କୋଟି ଛୁଇଁ ପାରନ୍ତି ପନ୍ତ, ଶ୍ରେୟାଶ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ନିଲାମ ୨୪ ଓ ୨୫ ନଭେମ୍ବରରେ ସାଉଦି ଆରବର ଜେଦାହରେ ଆୟୋଜିତ ହେବ । ଏହା ପୂର୍ବରୁ ଫ୍ରାଂଚାଇଜରମାନେ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରି ସାରିଛନ୍ତି । ରିଷଭ ପନ୍ତ ଓ ଶ୍ରେୟାଶ ଆୟାରଙ୍କ ଏଥର ନିଲାମରେ ବେଶ ଚାହିଦା ରହିବ ବୋଲି ଅନୁମାନ କରାଯାଉଛି ।…

ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆ: ଡ୍ରାଭିଡଙ୍କ ଇନିଂସ ଶ୍ରେଷ୍ଠ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟରଙ୍କ ପ୍ରଦର୍ଶନ ଉପରେ ଏକ ପୋଲ କରାଯାଇଛି । ଆଡିଲେଡରେ ୨୦୦୩ରେ ଖେଳାଯାଇଥିବା ଟେଷ୍ଟରେ ରାହୁଲ ଡ୍ରାଭିଡ ଇନିଂସକୁ ସର୍ବଶ୍ରେଷ୍ଠ ଘୋଷଣା କରାଯାଇଛି । ଏଥିରେ ଡ୍ରାଭିଡ ୨୩୩ ଓ ୭୨ ରନର ଇନିଂସ ଖେଳିଥିଲେ ।…

ଦିଲ୍ଲୀ କ୍ୟାପିଟାଲ୍ସ ଛାଡିବା ନେଇ ମୁହଁ ଖୋଲିଲେ ପନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ୨୦୨୫ ନିଲାମୀରେ ରିଷଭ ପନ୍ତଙ୍କୁ ରିଟେନ କରି ନାହିଁ । ପନ୍ତ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବା ସହ ଅଧିକ ଦିନ ଧରି ଟିମ ସହିତ ଜଡିତ ଥିଲେ । ଏବେ ପନ୍ତ କାହିଁକି ଦଳ ଛାଡିଲେ ସେ ସମ୍ପର୍କରେ ଏବେ ମୁହଁ ଖୋଲିଛନ୍ତି । ସୁନୀଲ ଗାଭାସ୍କର ଅର୍ଥ ନେଇ…

ଜୁନିୟର ଏସିଆ କପ ହକି: ଭାରତୀୟ ଦଳରେ ୩ ଓଡିଆ

ଭୁବନେଶ୍ୱର: ଜୁନିୟର ପୁରୁଷ ଏସିଆ କପ ହକି ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ମସ୍କାଟରେ ନଭେମ୍ବର ୨୬ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ୧୬ଜଣିଆ ଘୋଷିତ ଦଳରେ ୩ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅନମୋଲ ଏକ୍କା, ରୋଶନ କୁଜୁର ଓ ମୁକେଶ ଟପ୍ପୋ । ଅମୀର…

ବର୍ଡର-ଗାଭାସ୍କର ଟ୍ରଫି: ଟିମ ଇଣ୍ଡିଆକୁ ଅସୁବିଧାରେ ପକାଇପାରେ ଏହି ୫ କାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ସିରିଜରେ ସ୍ମରଣୀୟ ପ୍ରଦର୍ଶନ କରିବାକୁ ପଡିବ । ତେବେ ଏହି ୫ଟି କାରଣ ଟିମ ଇଣ୍ଡିଆକୁ…

ନ୍ୟୁଜିଲାଣ୍ଡ ପେସ ବୋଲର ଡଗ ବ୍ରେସୱେଲ ବାସନ୍ଦ

ହାମିଲଟନ: ନ୍ୟୁଜିଲାଣ୍ଡର ପୂର୍ବତନ ପେସ ବୋଲର ଡଗ ବ୍ରେସୱେଲ କୋକେନ ସେବନ କରିଥିବା ନେଇ ଏକ ମାସ ବାସନ୍ଦ ହୋଇଛନ୍ତି । ୩୪ ବର୍ଷୀୟ ଏହି ବୋଲର ଘରୋଇ ଟି୨୦ ମ୍ୟାଚରେ ସେଂଟ୍ରାଲ ଡିଷ୍ଟ୍ରିକ୍ଟ ପକ୍ଷରୁ ଖେଳୁଥିଲେ । ୱେଲିଂଟନ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଏହି ନିଶାଦ୍ରବ୍ୟ ସେବନ କରିଥିବା…

ଟି୨୦ରେ ଟିମ ଇଣ୍ଡିଆର ରାଜୁତି

୨୦୦୭ ପରେ ଭାରତ ୨୦୨୪ରେ ଆଇସିସି ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି । ଏହି ବିଜୟ ପୂନର୍ବାର ଭାରତୀୟ କ୍ରିକେଟକୁ ଏକ ନୂଆ ଦିଗ ପ୍ରଦାନ କରିଛି । ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ପରେ ଏବେ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଯୁବ ବାହିନୀ ଏହି ରାଜୁତିକୁ ଆଗକୁ…

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ: ବୁମରାହ ଅଧିନାୟକ ହେବା ଏକପ୍ରକାର ନିଶ୍ଚିତ

ପର୍ଥ: ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେ ଏବେ ତାଙ୍କ ପତ୍ନୀ ଓ ପୁତ୍ର ସହ ସମୟ କାଟୁଛନ୍ତି । ନଭେମ୍ବର ୨୨ରୁ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବ । ରୋହିତଙ୍କ…