Latest Odisha News

BREAKING NEWS

Browsing Category

ଖେଳ

ଅଷ୍ଟ୍ରେଲିଆ ଗଣମାଧ୍ୟମରେ କିଙ୍ଗ ଇଜ ବ୍ୟାକ

ସିଡନୀ: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ହେବ । ଏଥି ପାଇଁ ଭାରତୀୟ ଟିମରେ ଅଷ୍ଟ୍ରେଲିଆରେ ପଂହଚିଛନ୍ତ । ଏହି ସିରିଜରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କୋହଲି ଏଠାରେ…

ଟି୨୦: ସଞ୍ଜୁଙ୍କ ଅଲୋଡା ରେକର୍ଡ, ତିଳକଙ୍କ କୀର୍ତିମାନ

ସେଂଚୁରିଆନ: ଏଠାରେ ଖେଳାଯାଇଥିବା ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିଛି । ଏଥିସହ ସିରିଜରେ ୨-୧ର ଅଗ୍ରଣୀ ହାସଲ କରିଛି । ତିଳକ ବର୍ମା ୫୬ ବଲରେ ୧୦୭ ରନ କରି ଅପରାଜିତ ରହିବା ସହ ଭାରତୀୟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ୫୧…

ରଣଜୀ ଟ୍ରଫି: ମହାରାଷ୍ଟ୍ର ସ୍କୋରଠାରୁ ୬୩ ରନ ପଛରେ ଓଡିଶା

କଟକ: ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଏକ ମୁକାବିଲାରେ ମହାରାଷ୍ଟ୍ର ବିପକ୍ଷରେ ଓଡିଶା ସୁବିଧାଜନକ ସ୍ଥିତିରେ ରହିଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ମହାରାଷ୍ଟ୍ର ସ୍କୋରଠାରୁ ଓଡିଶା ୬୩ ରନ ପଛରେ ରହିଛି । ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ୧୬୨ ରନରେ ଅଲଆଉଟ ହୋଇ ଯାଇଥିଲା ।…

ଆଜିର ଦିନରେ ଘଟିଥିଲା କ୍ରିକେଟର ଅଦ୍ଭୁତ ୧୧ ସଂଯୋଗ

ନୂଆଦିଲ୍ଲୀ: ନଭେମ୍ବର ୧୨ରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ଏହାର ପୂର୍ବଦିନ(ନଭେମ୍ବର ୧୧) ୨୦୧୧ରେ ଏକ ଅଦ୍ଭୂତ ସଂଯୋଗ ଆଣିଥିଲା । ଯାହା କି ଏବେ କ୍ରିକେଟପ୍ରେମୀଙ୍କ ମନରୁ ଲିଭି ନାହିଁ । ୨୦୧୧ରେ ଏହି ଦିନରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଆଇସିସିକୁ ସ୍ପଷ୍ଟୀକରଣ ମାଗିପାରେ ପିସିବି

ଲାହୋର: ଚାମ୍ପିୟନ୍ସ ଟ୍ରଫି କ୍ରିକେଟକୁ ନେଇ ବିବାଦ ବଢ଼ିବାୋ ଲାଗିଛି । ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଗସ୍ତରେ ଯିବାକୁ ଭାରତ ରାଜି ନ ହେବାରୁ ପିସିବି କ୍ଷୁବ୍ଧ ହୋଇଛି । ଆଇସିସି ପିସିବିକୁ ଜଣାଇଛି ଯେ, ଭାରତ ଏହି ଗସ୍ତରେ ଯିବନି । ପାକିସ୍ତାନ ଏହାର ଆୟୋଜକ ଥିବାରୁ ଭାରତ କାହିଁକି…

କେଏଲ ରାହୁଲ କହିଲେ ମୁଁ କିଛି ମାତ୍ରାରେ ସ୍ୱାଧୀନତା ଚାହୁଁଥିଲି

ଲକ୍ଷ୍ନୌ: ୱିକେଟକିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ରାସ୍ତା ଅଲଗା ହୋଇଯାଇଛି । ଲକ୍ଷ୍ନୌ ୨୦୨୫ ମେଗା ନିଲାମ ପାଇଁ ୫ଜଣ ଖେଳାଳିଙ୍କୁ ରିଟେନ କରିଛି । ଏମାନଙ୍କ ମଧ୍ୟରେ ରାହୁଲଙ୍କ ନାମ ନ ଥିଲା । ରାହୁଲ ଗତ ସଂସ୍କରଣରେ ଅଧିନାୟକ ଥିବାରୁ ତାଙ୍କୁ ରିଟେନ କରାଯାଇ ନ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଡ୍ର ରଖିଲେ ମଧ୍ୟ ଭାରତ ଫାଇନାଲରେ କରିପାରିବ ପ୍ରବେଶ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ୦-୩ରେ ହାରିବା ପରେ ଭାରତୀୟ କ୍ରିକେଟ ଟିମର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ପ୍ରବେଶ କଷ୍ଟକର ହୋଇପଡିଛି । ଏବେ ବର୍ଡର-ଗାଭାସ୍କର ଟ୍ରଫି ସିରିଜ ଭାରତ ପାଇଁ ଜରୁରୀ ହୋଇ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ଟି ମ୍ୟାଚ ଜିତିଲେ ସିଧାସଳଖ…

ଗମ୍ଭୀର ରାଗି କରି କହିଲେ ରିକି ପଂଟିଂ ଅଷ୍ଟ୍ରେଲିଆ କ୍ରିକେଟ କଥା ବୁଝନ୍ତୁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଟିମ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପରେ ଏଥିପ୍ରତି ସମସ୍ତଙ୍କ ନଜର ରହିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଂଟିଂ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଶତକକୁ ନେଇ ପ୍ରଶ୍ନ ଉଠାଇଥିଲେ ।…

ପୁଅରୁ ଝିଅ ହେଲେ ପୂର୍ବତନ କ୍ରିକେଟରଙ୍କ ସନ୍ତାନ… 

ନୂଆଦିଲ୍ଲୀ: ପୁଅରୁ ଝିଅ ହେଲେ ପୂର୍ବତନ କ୍ରିକେଟରଙ୍କ ସନ୍ତାନ। ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବଙ୍ଗରଙ୍କ ପୁଅ ଆର୍ଯ୍ୟନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ତାଙ୍କର ହରମୋନ୍ ପରିବର୍ତ୍ତନର କାହାଣୀ କୁହାଯାଇଛି। ଭିଡିଓରେ ଦର୍ଶାଯାଇଛି ଯେ ୧୦ ମାସ…

କଳିଙ୍ଗ ଷ୍ଟାଡିୟମରେ ଆଇଏସଏଲର ମଜା ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ରବିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫସି ଓ ମୋହନବାଗାନ ସୁପର ଜ୍ୟାଂଟସ ମଧ୍ୟରେ ଏକ ରୋମାଂଚକ ମୁକାବିଲା ଦେଖିବାକୁ ମିଳିଥିଲା । ଏହି ମ୍ୟାଚକୁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଷ୍ଟାଡିୟମରେ ଉପଭୋଗ କରିଥିଲେ । ଆଇଏସଏଲର ଏହି…