Latest Odisha News
Browsing Category

ଖେଳ

ଇତିହାସ ରଚିଲେ ଜାଡେଜା

ନାଗପୁର: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇତିହାସ ରଚିଛନ୍ତି । ଜାଡେଜା ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦିିନିକିଆ ମ୍ୟାଚରେ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ସେ ୨୭ ମ୍ୟାଚରେ ୨୬ ଇନିଂସରେ ୪୨ ୱିକେଟ ହାସଲ…

ପ୍ରଥମ ଦିନିକିଆରୁ ଓହରିଲେ କୋହଲି

ନାଗପୁର: ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନାହାନ୍ତି । କୋହଲି ବୁଧବାରଠାରୁ ଡାହଣ ଆଂଠୁରେ ଯନ୍ତ୍ରଣା ଅନୂଭବ କରୁଥିବାରୁ ପ୍ରଥମ ଦିନିକିଆରୁ ସେ ଓହରି ଯାଇଛନ୍ତି ।…

ଚାମ୍ପିୟନ୍ସ ଟ୍ରଫି ଟିମରେ ଥିଲେ, ହଠାତ ନେଇଗଲେ ଅବସର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିଶ୍ୱ ବିଜେତା ଟିମର ସଦସ୍ୟ ମାର୍କସ ଷ୍ଟୋଇନିସ ହଠାତ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ଘୋଷିତ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ । ୩୫ ବର୍ଷୀୟ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବିଗିଡି ଯାଉଛି ଟିମ କମ୍ବିନେସନ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ । ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ଭାରତ ତାର ସମସ୍ତ ମ୍ୟାଚ, ସୁରକ୍ଷା ଦୃଷ୍ଟିକୋଣରୁ ଦୁବାଇରେ ଖେଳିବ । ଫେବୃୟାର ୨୦ରୁ ଏହା ଆରମ୍ଭ ହେବ । ଟିମ କମ୍ବିନେଶନ ନେଇ ଭାରତୀୟ ଦଳର ମ୍ୟାନେଜମେଂଟ…

ରାଗିଗଲେ ରୋହିତ

ନାଗପୁର: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତି ଶେଷ କରିଛି । ଏ ନେଇ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ କନଫେରେନ୍ସରେ ଟିମ ରଣନୀତି ସମ୍ପର୍କୀତ ପ୍ରଶ୍ନର ଉତର ଦେଉଥିଲେ । ତେବେ ଜଣେ ସାମ୍ବାଦିକ ତାଙ୍କ ଫର୍ମ ସମ୍ପର୍କରେ ପଚାରିବାରୁ ସେ…

ଓଡିଶା ରଣଜୀ ଟିମ ପାଇଁ ନକଆଉଟ ପ୍ରବେଶ ହୋଇଯିବ କି ସ୍ୱପ୍ନ

ଭୁବନେଶ୍ୱର: ଓଡିଶାରେ ଅନେକ ପ୍ରତିଭାବାନ କ୍ରିକେଟର ଥିଲେ ମଧ୍ୟ ରଣଜୀ ଟ୍ରଫିରେ ସେମାନଙ୍କ ପ୍ରଦର୍ଶନ କ୍ରୀଡାପ୍ରେମୀଙ୍କୁ ନିରାଶ କରୁଛି । ୨୦୧୯ ପରଠାରୁ ଓଡିଶା ରଣଜୀ ଟ୍ରଫିର ନକଆଉଟରେ ପ୍ରବେଶ କରିପାରି ନାହିଁ । ଆଗକୁ ଏହା କଣ କ୍ରୀଡାପ୍ରେମୀଙ୍କ ପାଇଁ ସ୍ୱପ୍ନ ସଦୃଶ ହୋଇଯିବ କି ? ଘରୋଇ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବିଗିଡି ଯାଉଛି ଟିମ କମ୍ବିନେଶନ

ଆଇସିସି ଚାମ୍ପିୟନ୍ସ ଟ୍ରଫି ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ । ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ଭାରତ ତାର ସମସ୍ତ ମ୍ୟାଚ ସୁରକ୍ଷା ଦୃଷ୍ଟିକୋଣରୁ ଦୁବାଇରେ ଖେଳିବ । ଫେବୃୟାର ୨୦ରୁ ଏହା ଆରମ୍ଭ ହେବ । ଟିମ କମ୍ବିନେଶନ ନେଇ ଭାରତୀୟ ଦଳର ମ୍ୟାନେଜମେଂଟ ଚିନ୍ତାରେ ପଡି…

ଚାମ୍ପିଅନ୍ସ ଟ୍ରଫି ପରେ କଣ ହେବ ରୋହିତ ଶର୍ମାଙ୍କ ଭବିଷ୍ଯତ? 

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ତଥା ହିଟ୍ ମ୍ୟାନ ରୋହିତ ଶର୍ମା ଦୀର୍ଘ ସମୟ ଧରି ଖରାପ ଫର୍ମରେ ରହିଛନ୍ତି। ନ୍ୟୁଜିଲାଣ୍ଡ ସିରିଜ୍ ପରେ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ସେ ବିଫଳ ହୋଇଥିଲେ। ସେ ଅଷ୍ଟ୍ରେଲିଆରେ ତିନୋଟି ଟେଷ୍ଟରେ ମାତ୍ର ୩୧ ରନ କରିପାରିଥିଲେ। ତେବେ ଖରାପ ପ୍ରଦର୍ଶନ ଯୋଗୁଁ…

ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯାତ୍ରା କରିବେନି ନୀତିନ ମେନନ

ନୂଆଦିଲ୍ଲୀ: ଆଇସିସି ଏଲିଟ ପ୍ୟାନେଲରେ ସାମିଲ ଭାରତୀୟ ଅମ୍ପାୟର ନୀତିନ ମେନନ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯାତ୍ରା କରିବେ ନାହିଁ । ଫେବୃୟାରୀ ୧୯ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ମେନନ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ପାକିସ୍ତାନର କରାଚୀ,…

କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ହାସଲ କଲେ ଅଭିଷେକ

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଏଥିରେ ଭାରତର ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଶତକ ପରେ ସେ ୩୮ ସ୍ଥାନ ଉନ୍ନୀତ ହୋଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତିଳକ ବର୍ମା…