Latest Odisha News

BREAKING NEWS

Browsing Category

ଖେଳ

ରଣଜୀ ଟ୍ରଫି: ମୁମ୍ବାଇ ବିପକ୍ଷରେ ଓଡିଶାର ଇନିଂସ ପରାଜୟ

ମୁମ୍ବାଇ: ଚଳିତ ରଣଜୀ ସିଜନରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଏଠାରେ ଅନୁଷ୍ଠିତ ମୁକାବିଲାରେ ଓଡିଶା ଇନିଂସ ୧୦୩ ରନରେ ମୁମ୍ବାଇ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୪ ୱିକେଟ ବିନିମୟରେ ୬୦୨ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଓଡିଶା ସନ୍ଦୀପ…

ଜାତୀୟ ସିନିୟର ପୁରୁଷ ହକି: ନକଆଉଟର ନିକଟତର ହେଲା ଓଡିଶା

ଚେନ୍ନାଇ: ଚଳିତ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ପୁଲ ବିରେ ସ୍ଥାନ ପାଇଥିବା ଓଡିଶା କ୍ରମାଗତ ୨ଟି ମ୍ୟାଚରେ ବିଜୟ ହାସଲ କରି ନକଆଉଟ ପ୍ରବେଶର ନିକଟତର ହୋଇଛି । ପ୍ରଥମ ମ୍ୟାଚରେ ଓଡିଶା ୧୧-୧ରେ ରାଜସ୍ଥାନକୁ ପରାସ୍ତ କରିଥିଲା ।…

କାନପୁର ଆଉଟଫିଲ୍ଡକୁ ଖରାପ ରେଟିଂ ଦେଲା ଆଇସିସି

ନୂଆଦିଲ୍ଲୀ: ଆଇସିସି କାନପୁର ଗ୍ରୀନ ପାର୍କ ଷ୍ଟାଡିୟମର ଆଉଟ ଫିଲ୍ଡକୁ ଖରାପ ରେଟିଂ ପ୍ରଦାନ କରିଛି । ଏହା ବ୍ୟତୀତ ଡେମିରିଟ ପଂଏଟ ବି ଦିଆଯାଇଛି । ଆଇସିସି ପିଚକୁ କିନ୍ତୁ ସନ୍ତୋଷଜନକ ରିପୋର୍ଟ ଦେଇଛି । ଏଠାରେ ଭାରତ ଓ ବାଂଲାଦେଶ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଖେଳା ଯାଇଥିଲା । ୩ ଦିନ…

ଏମ୨୫ ଆଇଟିଏଫ ୱାର୍ଲ୍ଡ ଟୁର: ଡବଲ୍ସ ଫାଇନାଲରେ ଓଡିଶାର କବୀର ହନ୍ସ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଟେନିସ ସେଂଟରରେ ଏମ୨୫ ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ୨୦୨୪ ଆୟୋଜିତ ହେଉଛି । ଶୁକ୍ରବାର ଓଡିଶାର ଷ୍ଟାର ଖେଳାଳି କବୀର ହନ୍ସ ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । କବୀର ଏବଂ ତାଙ୍କ ପାର୍ଟନର ରିଷଭ ଅଗ୍ରୱାଲ ସେମିଫାଇନାଲରେ ୩ ନମ୍ବର…

ରଣଜୀ ଟ୍ରଫି: ସନ୍ଦୀପଙ୍କ ଶତକ ସତ୍ୱେ ପରାଜୟର ଦ୍ୱାର ଦେଶରେ ଓଡିଶା

ମୁମ୍ବାଇ: ଶରଦ ପାୱାର କ୍ରିକେଟ ଏକାଡେମୀରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଏକ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ଓଡିଶା ସ୍ଥିତି ଖରାପ ରହିଛି । ଫଲୋଅପ ପରେ ଓଡିଶା ଏବେ ପରାଜୟ ଏଡାଇବା ପାଇଁ ସଂଘର୍ଷ କରୁଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଶ୍ରେୟାଶ ଆୟାରଙ୍କ ଦ୍ୱିଶତକ ବଳରେ ୪ ୱିକେଟ…

କୁମ୍ଭୀର ଭର୍ତି ନଦୀରେ ପଡି ଯାଇଥିଲେ ମହାନ ଅଲରାଉଣ୍ଡର ଇଆନ ବୋଥାମ

ଲଣ୍ଡନ: ଇଂଲଣ୍ଡର ମହାନ ଅଲରାଉଣ୍ଡର ଇଆନ ବୋଥାମଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି । ବୋଥାମ କୁମ୍ଭୀର ଭର୍ତି ଥିବା ଏକ ନଦୀରେ ପଡି ଯାଇଥିଲେ । ଭାଗ୍ୟବଶତଃ ପାଣି ଭିତରେ ପଡିବା ସତ୍ୱେ ତାଙ୍କୁ କୁମ୍ଭୀର ଖାଇ ନ ଥିଲା । ସାଥୀ ଖେଳାଳି ମାର୍ଭ ହ୍ୟୁଜସ ଏବଂ ଅନ୍ୟମାନଙ୍କ ସହଯୋଗୁ ସେ ମୃତ୍ୟୁ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ପାକିସ୍ତାନ ଯିବନି ଭାରତୀୟ ଟିମ

ନୂଆଦିଲ୍ଲୀ: ପାକିସ୍ତାନରେ ଆସନ୍ତା ବର୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜିତ ହେବ । ଶୁକ୍ରବାର ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସ୍ପଷ୍ଟ କରିଛି ଟିମ ଇଣ୍ଡିଆ ସୁରକ୍ଷା ଦୃଷ୍ଟିକୋଣରୁ ଏହି ଗସ୍ତରେ ଯିବନି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିସିସିଆଇ ଏ ନେଇ…

ପାକିସ୍ତାନରେ ହୋଇପାରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜନ ହେବ । ଏ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଏହାର ଭେନ୍ୟୁ ଏବଂ କାର୍ଯ୍ୟସୂଚୀ ବିଧିବଦ୍ଧ ଭାବେ ଘୋଷଣା କରି ନାହିଁ । ଦି ଏକ୍ସପ୍ରେସ ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚାମ୍ପିୟନ୍ସ ଟ୍ରଫି…

ରଣଜୀ ଟ୍ରଫି: ଶ୍ରେୟାଶଙ୍କ ବିସ୍ଫୋରକ ଦ୍ୱିଶତକ, ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ

ଭୁବନେଶ୍ୱର: ମୁମ୍ବାଇର ଶରଦ ପାୱାର ଏକାଡେମୀ ଗ୍ରାଉଣ୍ଡରେ ଖେଳାଯାଉଥିବା ମୁମ୍ବାଇ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଶ୍ରେୟାଶ ଆୟାରଙ୍କ ବିସ୍ଫୋରକ ଦ୍ୱିଶତକ( ୨୩୩ ) ଓ ସିଦ୍ଧେଶ ଲାଡ(୧୬୯)ଙ୍କ ଶତକ ବଳରେ ମୁମ୍ବାଇ ୪ ୱିକେଟ ବିନିମୟରେ ୬୦୨…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ: ନୂଆ ଟିମ, ପ୍ରକୃତ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ନଭେମ୍ବର ୮ରୁ ଆରମ୍ଭ ହେବ । ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ପରି ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଟିମ ଇଣ୍ଡିଆଙ୍କ ଏହି ସିରିଜ ବେଶ…