Latest Odisha News
Browsing Category

ଖେଳ

ରୋହିତ-ଗମ୍ଭୀରଙ୍କ ମଧ୍ୟରେ ସୃଷ୍ଟି ହୋଇଛି ମତଭେଦ

ମୁମ୍ବାଇ: ଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ଠିକ ଲୟରେ ଆସି ଯାଇଥିବା ପ୍ରଶଂସକମାନେ ଧରି ନେଇଥିଲେ । ମାତ୍ର ଏହା ପରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଟି୨୦ରେ ଦଳର ପ୍ରଦର୍ଶନ ଠିକଠାକ ଥିଲେ ମଧ୍ୟ ଦିନିକିଆ ଏବଂ ଟେଷ୍ଟରେ ଦଳ ପ୍ରଭାବ ପକାଇ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନ ହରାଇଲେ ବୁମରାହ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଶୀର୍ଷ ସ୍ଥାନ ହରାଇଛନ୍ତି । ଦକ୍ଷିଣ ଆଫ୍ରିକା ପେସ ବୋଲର କାଗିସୋ ରାବାଡା ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବୁମରାହ ୮୪୬ ରେଟିଂ ପଂଏଟ ସହ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ରାବାଡା ୮୬୦ ପଂଏଟ ହାସଲ…

ପୂନର୍ବାର ବେଙ୍ଗାଲୁରର ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି ବିରାଟ କୋହଲି

ବେଙ୍ଗାଲୁର: ଆଇପିଏଲ ୨୦୨୫ ସଂସ୍କରଣରେ ବିରାଟ କୋହଲି ପୂନର୍ବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ୨୦୨୨ରେ କୋହଲି ଅଧିନାୟକ ଦାୟିତ୍ୱରୁ ସ୍ୱତଃ ଓହରି ଯାଇଥିଲେ । ଏହା ପରେ ଫାପ ଡୁ ପ୍ଲେସି ଦଳର ନେତୃତ୍ୱ ନେଇଥିଲେ ।…

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ: ୱାଙ୍ଖେଡରେ ମଧ୍ୟ ପ୍ରଥମ ଦିନରୁ ବଲ କରିବ ଟର୍ଣ୍ଣ

ମୁମ୍ବାଇ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ୩ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ କ୍ରମାଗତ ୨ଟି ଟେଷ୍ଟ ହାରି ସିରିଜ ପରାଜୟବରଣ କରିଛି । ଏବେ ତୃତୀୟ ଟେଷ୍ଟ ମୁମ୍ବାଇର ୱାଙ୍ଖେଡରେ ଖେଳାଯିବ । ପେସ ଏବଂ ସ୍ପିନ ପିଚରେ ଫେଲ ମାରିଥିବା ଟିମ ଇଣ୍ଡିଆ ଏଥର କିପରି ନ୍ୟୁଜିଲାଣ୍ଡକୁ ସାମ୍ନା କରୁଛି ତାହା…

ମାନ୍ଧାନାଙ୍କ ଶତକ, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ସିରିଜ ବିଜୟୀ

ଅହମ୍ମଦାବାଦ: ସ୍ମୃତି ମାନ୍ଧନାଙ୍କ ଶତକ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୧ରେ ସିରିଜ ବିଜୟୀ ହୋଇଛି । ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ୬ ୱିକେଟରେ ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୫୯ ରନରେ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟରେ…

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ: ଭାରତୀୟ ଦଳରେ ସାମିଲ ହେଲେ ହର୍ଷିତ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆ ଯୁବ ପେସ ବୋଲର ହର୍ଷିତ ରାଣାଙ୍କୁ ଚୂଡାନ୍ତ ଦଳରେ ଆଶ୍ଚର୍ଯ୍ୟଜନକ ଭାବେ ସାମିଲ କରିଛି । ପ୍ରଥମ ୨ଟି ଟେଷ୍ଟ ହାରି ଭାରତ ସିରିଜ ହାତଛଡା କରିଛି । ଏବେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ…

ରିଲିଜ ହେଲେ ରୋହିତଙ୍କୁ ନେବା ପାଇଁ ଏହି ୩ ଫ୍ରାଂଚାଇଜଙ୍କ ଉଦ୍ୟମ ଆରମ୍ଭ

ମୁମ୍ବାଇ: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ଦେଇଥିଲା । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା । ଏହା ପରେ ରୋହିତ ଓ ମୁମ୍ବାଇ ଫ୍ରାଂଚାଇଜ ମଧ୍ୟରେ ଅଶାନ୍ତି ଉପୁଜିଥିବା ଅନୁମାନ କରାଯାଉଥିଲା । ଏବେ…

୧୩ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟର ଶେଷ କଲେ ଏହି ୱିକେଟ କିପର

ସିଡନୀ: ଅଷ୍ଟ୍ରେଲିଆର ୱିକେଟକିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱାଡେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ଦୀର୍ଘ ୧୩ ବର୍ଷ କ୍ୟାରିୟରର ଅନ୍ତ ଘଟିଛି । ସେ ତାଙ୍କ କ୍ୟାରିୟରରେ ଅଷ୍ଟ୍ରେଲିଆ ପକ୍ଷରୁ ୨୨୫ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଟି୨୦ ବିଶ୍ୱକପର ୩ଟି ସଂସ୍କରଣରେ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି : ସଲୀମାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳର ଘୋଷଣା

ପାଟନା: ବିହାରର ନବ ନିର୍ମିତ ରାଜଗୀର ହକି ଷ୍ଟାଡିୟମରେ ୧୧ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଏସିଆନ ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେବ । ଏଥିପାଇଁ ସଲୀମା ଟେଟେଙ୍କ ନେତୃତ୍ୱରେ ୧୮ ସଦସ୍ୟା ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ନବନୀତ କୌରଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି ।…

ଏବେ ଟିମ ଇଣ୍ଡିଆର କଣ ରହିବ ରଣନୀତି

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ହାତଛଡା କରିବା ପରେ ଭାରତୀୟ କ୍ରିକେଟ ଟିମ କିପରି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ସେ ନେଇ ଉଦ୍ୟମ ଆରମ୍ଭ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ନଭେମ୍ବର ୧ରୁ ମୁମ୍ବାଇରେ ଖେଳାଯିବ । ଏବେ ଏହି ଟେଷ୍ଟ ପାଇଁ…