Latest Odisha News

BREAKING NEWS

Browsing Category

ଖେଳ

କ୍ଷମା ମାଗିଲେ ମହମ୍ମଦ ସାମୀ

ମୁମ୍ବାଇ: ଆସନ୍ତା ମାସରେ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ଟିମ ଇଣ୍ଡିଆ ତାର ଦଳ ଘୋଷଣା କରିସାରିଛି । ଆଘାତ ସମସ୍ୟା ଯୋଗୁ ପେସ ବୋଲର ମହମ୍ମଦ ସାମୀଙ୍କୁ ଏହି ଗସ୍ତରୁ ବାଦ ଦିଆଯାଇଛି…

କ୍ୟାରିୟରର ଖରାପ ଫର୍ମରେ କିଙ୍ଗ କୋହଲି

ପୁଣେ: ବିରାଟ କୋହଲି ୨୦୦୮ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ତେବେ କିଙ୍ଗ କୋହଲି ଆଖ୍ୟା ପାଇଥିବା ଏହି ମହାନ ବ୍ୟାଟ୍ସମ୍ୟାନ ଏବେ କ୍ୟାରିୟରର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତିଚ ୨୦୦୮ରେ କୋହଲି ୫ଟି ମ୍ୟାଚ ଖେଳି ୩୧.୮୦…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲରେ ପ୍ରବେଶ ପାଇଁ ଭାରତ ନିକଟରେ ଏବେ ବି ରହିଛି ସୁଯୋଗ

ପୁଣେ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବା ଏବେ ଭାରତ ପାଇଁ କିଛି ମାତ୍ରାରେ କଷ୍ଟକର ହୋଇପଡିଛି । ପରାଜୟ ଯୋଗୁ ଭାରତୀୟ ଟିମର ବିଜୟ ପ୍ରତିଶତ ୬୨.୮୨କୁ ଖସି…

ଏହି ୫ କାରଣ ଯୋଗୁ ପୁଣେ ଟେଷ୍ଟରେ ହାରିଲା ଭାରତ

ପୁଣେ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଭାରତୀୟ କ୍ରିକେଟ ଟିମ ପାଇଁ ଏକ ଦୁଃସ୍ୱପ୍ନ ହୋଇ ରହିଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । ଆସନ୍ତୁ ନଜର ପକାଇବା କେଉଁ କାରଣ ଯୋଗୁ ଭାରତ ଭ୍ରମଣକାରୀ ଦଳଠାରୁ ୨ଟି ଯାକ ମ୍ୟାଚରେ…

ରଣଜୀ ଟ୍ରଫି: ଓଡିଶା ୧୯୩ରେ ଅଲଆଉଟ

ଭଦୋଦରା: ଏଲିଟ ଗ୍ରୁପ ଏ ରଣଜୀ ଟ୍ରଫି ମୁକାବିଲାରେ ବରୋଦା ବିପକ୍ଷରେ ଓଡିଶା କ୍ରିକେଟ ଟିମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଓଡିଶା ପ୍ରଥମ ଇନିଂସରେ ୧୯୩ ରନ କରି ଅଲଆଉଟ ହୋଇଯାଇଛି । ଏହାର ଜବାବରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ବରୋଦା ଗୋଟିଏ ୱିକେଟ ହରାଇ ୫୦ ରନ ସଂଗ୍ରହ…

ଇତିହାସ ରଚିଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରେ ସିରିଜ ହାରିଲା ଭାରତ

ପୁଣେ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ପୁଣେ ଟେଷ୍ଟକୁ ୧୧୩ ରନରେ ଜିତିବା ସହ ଭାରତ ମାଟିରେ ପ୍ରଥମ ସିରିଜ ବିଜୟ ହାସଲ କରିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭ୍ରମଣକାରୀ ଦଳ ୨-୦ରେ ଆଗୁଆ ରହିଛି । ଅପରପକ୍ଷରେ ଭାରତ ୧୨ ବର୍ଷ ପରେ ଘରୋଇ ପରିବେଶରେ ସିରିଜ ପରାଜୟବରଣ କରିଛି । ସ୍ପିନ ଜାଲରେ…

ଆଇପିଏଲ ୨୦୨୪ ଖେଳିବା ନେଇ ସୂଚନା ଦେଲେ ଧୋନୀ

ଚେନ୍ନାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚଳିତ ବର୍ଷ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ନେଇ ସୂଚନା ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଆଉ କିଛି ବର୍ଷ କ୍ରିକେଟକୁ ଉପଭୋଗ କରିବାକୁ ଚାହୁଁଛି । ଚେନ୍ନାଇ ସୁପର କିଙ୍ଗସକୁ ଧୋନୀ ଏ…

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଦଳରେ ୧୮ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । କୁଲଦୀପ ଯାଦବଙ୍କ ବିଶ୍ରାମ ଦିଆଯାଇଥିବା ବେଳେ ୱାଶିଂଟନ…

ନ୍ୟୁଜିଲାଣ୍ଡ ୨୫୫ ରନରେ ଅଲଆଉଟ, ଭାରତ ସମ୍ମୁଖରେ ୩୫୯ ରନର ଟାର୍ଗେଟ

ପୁଣେ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ସମ୍ମୁଖରେ ୩୫୯ ରନର ଟାର୍ଗେଟ ରଖିଛି । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୨୫୫ ରନ କରି ଅଲଆଉଟ ହୋଇ ଯାଇଥିଲଶ । ପୂର୍ବରୁ ଭ୍ରମଣକାରୀ ଟିମ ପ୍ରଥମ ଇନିଂସରେ ୨୫୯ ରନ କରିଥିଲା । ଏହାର ଜବାବରେ ଟିମ…

ସେହ୍ୱାଗଙ୍କ ସହ ଘଟିଥିବା ମତଭେଦର ଖୁଲାସା କଲେ ମ୍ୟାକ୍ସୱେଲ

ମୁମ୍ବାଇ: ଆଇପିଏଲର ପ୍ରତ୍ୟେକ ସିଜନରେ କିଛି ନା କିଛି ବିବାଦ ସମ୍ମୁଖକୁ ଆସିଥାଏ । ଏବେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ତାଙ୍କ ଆତ୍ମଜୀବନୀ ୨୦୧୭ରେ ବୀରେନ୍ଦ୍ର ସେହ୍ୱାଗଙ୍କ ସହ ଘଟିଥିବା ବିବାଦର ଖୁଲାସା କରିଛନ୍ତି । ଗ୍ଲେନ ମ୍ୟାକ୍ସୱେଲ ଦି ଶୋ ମ୍ୟାନରେ ସେ ୨୦୧୭…