Latest Odisha News

BREAKING NEWS

Browsing Category

ଖେଳ

ଅବସର ନିଷ୍ପତିରୁ ଓହରିବେ କି ୱାର୍ଣ୍ଣର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଅବସର ନିଷ୍ପତିରୁ ଓହରିବା ନେଇ ସୂଚନା ଦେଇଛନ୍ତି । ଏପରିକି ଯଦି ସମ୍ଭବ ହୁଏ ତେବେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ନେଇ ଆଶା ବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଜାନୁୟାରୀରେ ସେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା…

ଆସନ୍ତୁ ଜାଣିବା ରୋହିତ କାହିଁକି ସଞ୍ଜୁ ସାମସନଙ୍କୁ କହିଲେ ତୁମେ ମୋତେ ମନେ ମନେ ଗାଳି ଦେଉଛ

ବେଙ୍ଗାଲୁର: ନିକଟରେ ଏକ ସାକ୍ଷାତକାରରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଟି୨୦ ବିଶ୍ୱକପ ଫାଇନାଲରେ ସେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲା । ଏପରିକି ତାଙ୍କୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ କୁହାଯାଇଥିଲା । ତେବେ ଶେଷ…

ଦ୍ୱିତୀୟ ଟେଷ୍ଟ ପାଇଁ ଉପଲବ୍ଧ ହେବେ ପନ୍ତ, ଗିଲ

ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯିବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଟିମ ଇଣ୍ଡିଆ ଏହି ମ୍ୟାଚକୁ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିବ । ଷ୍ଟାର ୱିକେଟକିପର ରିଷଭ ପନ୍ତ ଓ ଶୁଭମନ ଗିଲ ଆଘାତ ସମସ୍ୟାରେ ପଡିଥିବାରୁ ସେମାନଙ୍କ ଖେଳିବା ନେଇ ସଂଶୟ…

ବ୍ରିଜ ଭୂଷଣଙ୍କୁ ହଟାଇବା ପାଇଁ ବବିତା ଫୋଗଟ କରିଥିଲେ ଷଡଯନ୍ତ୍ର: ସାକ୍ଷୀ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲିକ ପୂର୍ବତନ କ୍ରୀଡାବିତ୍ ତଥା ଭାରତୀୟ ଜନତା ପାର୍ଟି ନେତା ବବିତା ଫୋଗଟଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର କୁସ୍ତି ଖେଳାଳିଙ୍କୁ ନେଇ ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ସଭାପତି…

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା: କ୍ରିକେଟ, ହକି, ବ୍ୟାଡମିଂଟନ, କୁସ୍ତି ହଟିଲା

ନୂଆଦିଲ୍ଲୀ: ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳାଯିବ । ତେବେ ଏଥିରୁ ଆଶ୍ଚର୍ଯ୍ୟଜନକ ଭାବେ କ୍ରିକେଟ, ହକି, ବ୍ୟାଡମିଂଟନ, କୁସ୍ତି ଓ ଶୁଟିଂ ପରି ଲୋକପ୍ରିୟ ଖେଳକୁ ହଟେଇ ଦିଆଯାଇଛି । ଏପରିକି ଟେନିସ, ସ୍କ୍ୱାଶ ଓ ଟ୍ରାଏଥଲନ ପ୍ରତିଯୋଗିତାକୁ ମଧ୍ୟ ସାମିଲ କରାଯାଇ ନାହିଁ । ବଜେଟକୁ…

ଗାଭାସ୍କରଙ୍କ ଖୁଲାସା, ପାନ ଖାଉଥିବାରୁ ଏହି ଖେଳାଳିଙ୍କୁ ବାଦ ଦିଆ ଯାଇଥିଲା

ମୁମ୍ବାଇ: ସୁନୀଲ ଗାଭାସ୍କର ଏକ ସାକ୍ଷାତକାରରେ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ମୁଁ ଖେଳୁଥିବା ସମୟରେ ମୋର ସାଥୀ କାରସନ ଘାବରୀଙ୍କୁ ବିନା କାରଣରେ ଦଳରୁ ବାଦ ଦିଆଯାଇଥିଲା । ସେ ସମୟରେ ହଠାତ ଆମେ ସେ ବାଦ ପଡିବାର କାରଣ ଜାଣି ପାରି ନ ଥିଲୁ । ପରେ ଜାଣିବାକୁ ପାଇଲୁ ଯେ,…

ପୁଣେ ଟେଷ୍ଟ ପାଇଁ ଧୀମା ଆଉ ଟର୍ଣ୍ଣ କରୁଥିବା ପିଚ !

ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପୁଣେରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ଏହା ଅକ୍ଟୋବର ୨୪ରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଟିମ ଇଣ୍ଡିଆ ଏହି ଟେଷ୍ଟରେ ବିଜୟ ହାସଲ କରିବା ପାଇଁ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରିଛି । ରିପୋର୍ଟ ମୁତାବକ ପୁଣେ ପିଚ ଧୀମା…

ଜମ୍ମୁ-କଶ୍ମୀର ବିପକ୍ଷ ରୋମାଂଚକ ମ୍ୟାଚରେ ଓଡିଶା ହାତେଇଲା ୩ ପଂଏଟ

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଓଡିଶା-ଜମ୍ମୁ ଏବଂ କଶ୍ମୀର ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ୩ ପଂଏଟ ହାସଲ କରିବାରେ ସଫଳ ହୋଇଛି । ଜମ୍ମୁ ଏବଂ କଶ୍ମୀର ପ୍ରଥମେ ବ୍ୟାଟିଂ କରି ୨୭୦ ରନ ସଂଗ୍ରହ କରିଥିଲା । ଏହାର…

ସାଉଦି ଆରବରେ ହୋଇପାରେ ଆଇପିଏଲର ମେଗା ନିଲାମ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ସାଉଦି ଆରବରେ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆସନ୍ତା ମାସ ୨୪ ଓ ୨୫ରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ରିୟାଦ ସହରରେ ଆଇପିଏଲ ନିଲାମ କରିବା ପାଇଁ ବିସିସିଆଇ ବିଚାର କରୁଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଅବଶ୍ୟ ବିଧିବଦ୍ଧ…

ପ୍ରଥମ ଥର ପାଇଁ ମହିଳା ଟି୨୦ ବିଶ୍ୱକପ ଜିତିଲା ନ୍ୟୁଜିଲାଣ୍ଡ

ଦୁବାଇ: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ହରାଇ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ମହିଳା ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୫୮ ରନ କରିଥିଲା । ବ୍ରୁକ ହେଲେଡେ…