Latest Odisha News

BREAKING NEWS

Browsing Category

ଖେଳ

ସର୍ଫରାଜ, ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ ସତ୍ୱେ ପୂନର୍ବାର ବ୍ୟାକଫୁଟରେ ଟିମ ଇଣ୍ଡିଆ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ପୂନର୍ବାର ହରଡଘଣାରେ ଟିମ ଇଣ୍ଡିଆ ପଡିଛି । ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ୪୬୨ ରନ କରି ଅଲଆଉଟ ହୋଇଯିବା ଫଳରେ ଏବେ ଭ୍ରମଣକାରୀ ଦଳ ସମ୍ମୁଖରେ ୧୦୭ ରନର ଟାର୍ଗେଟ ରହିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ଥିବାରୁ…

ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ: ସର୍ଫରାଜଙ୍କ ଆକର୍ଷଣୀୟ ଶତକ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସ ଭାରତ ସୁବିଧାଜନକ ସ୍ଥିତିରେ ପଂହିଚିଛି । ସର୍ଫରାଜ ଖାଁଙ୍କ ଶତକ ଏବଂ ରିଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଟିମ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ସ୍କୋରଠାରୁ ୧୨ ରନ ପଛରେ ରହିଛି । ସର୍ଫରାଜ ୧୨୫ ଓ ପନ୍ତ ୫୩ ରନ କରି…

ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ବିସିସିଆଇକୁ ନୂତନ ପ୍ରସ୍ତାବ ଦେଲା ପିସିବି

ଲାହୋର: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜିତ ହେବ । ପାକିସ୍ତାନ କ୍ରିକେଟ ବୋର୍ଡ ଏହାକୁ ସୂଚାରୁରୂପେ ଆୟୋଜିତ କରିବା ପାଇଁ ବିସିସିଆଇକୁ ଆଉ ଏକ ପ୍ରସ୍ତାବ ଦେଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଭାରତୀୟ ଟିମ ପାକିସ୍ତାନ ଯିବା ସମ୍ଭାବନା କମ ରହିଛି । ଅବଶ୍ୟ…

ମହିଳା ଟି୨୦ ବିଶ୍ୱକପ: ୱେଷ୍ଟଇଣ୍ଡିଜ କ୍ରିକେଟରଙ୍କ ମୁଣ୍ଡରେ ବାଜିଲା ବଲ

ଶାରଜା: ଆଇସିସି ମହିଳା ଟି୨୦ ବିଶ୍ୱକପ ୨୦୨୪ରେ ଏକ ବଡ ଅଘଟଣ ଘଟିଛି । ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ୱେଷ୍ଟଇଣ୍ଡିଜର ଜଣେ ଖେଳାଳିଙ୍କ ମୁଣ୍ଡରେ ବଲ ବାଜିଛି । ନ୍ୟୁଜିଲାଣ୍ଡର ଅମୋଲିଆ କର ଏକ ଶଟ ଖେଳିଥିଲେ, ଏହାକୁ ଫିଲ୍ଡିଂ କରିବା ସମୟରେ ବଲ…

ରଣଜୀ ଟ୍ରଫି: ଜମ୍ମୁ ଏବଂ କଶ୍ମୀରଙ୍କୁ ୨୭୦ରେ ରୋକିଲା ଓଡିଶା

କଟକ: ଏଲିଟ ଗ୍ରୁପ ଏ ରଣଜୀ ଟ୍ରଫି ମୁକାବିଲାରେ ସୁମିତ ଶର୍ମାଙ୍କ ଚମତ୍କାର ବୋଲିଂ ସହାୟତାରେ ଓଡିଶା ୨୭୦ ରନରେ ଜମ୍ମୁ ଏବଂ କଶ୍ମୀରଙ୍କୁ ପ୍ରଥମ ଇନିଂସରେ ଅଲଆଉଟ କରିଛି । ଟସ ଜିତି ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଗୋବିନ୍ଦ ପୋଦ୍ଦାର ନେତୃତ୍ୱାଧୀନ ଓଡିଶା…

ସଚିନ, ଗାଭାସ୍କର, ଡ୍ରାଭିଡଙ୍କ ରେକର୍ଡ ଭାଙ୍ଗି ପାରିଲେନି କୋହଲି

ବେଙ୍ଗାଲୁର: ଟେଷ୍ଟ କ୍ରିକେଟରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୯୦୦୦ ରନ ପୂର୍ଣ୍ଣ କରିଛନ୍ତି । ସେ ୪ର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ରାହୁଲ ଡ୍ରାଭିଡ ୯୦୦୦ ରନ ମାର୍କ ଛୁଇଁଥିଲେ ।…

କୋହଲି, ରୋହିତ, ସର୍ଫରାଜଙ୍କ ଅର୍ଦ୍ଧଶତକ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୩ ୱିକେଟ ହରାଇ ୨୩୧ ରନ ସଂଗ୍ରହ କରିନେଇଛି । ଟିମ ଇଣ୍ଡିଆ ଏବେ ବି ନ୍ୟୁଜିଲାଣ୍ଡଠାରୁ ୧୨୫ ରନ…

ରୋହିତଙ୍କ ବୟାନ ପରେ ସ୍ପଷ୍ଟ ହେଲା ପନ୍ତଙ୍କ ଆଘାତ ସମସ୍ୟା କେତେ ଗୁରୁତର

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତର ୱିକେଟ କିପର ରିଷଭ ପନ୍ତ ଆହତ ହୋଇଛନ୍ତି । ୩୭ତମ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ଏକ ବଲ ତାଙ୍କ ଆଂଠୁରେ ବାଜିଥିଲା । ଏହା ପରେ ପନ୍ତ ପ୍ରବଳ ଯନ୍ତ୍ରଣା ଅନୂଭବ କରିଥିଲେ, ଫିଜିଓ ସହ ସେ ପଡିଆ ଛାଡିଥିଲେ ।…

ଉପ ମହାଦେଶରେ ସର୍ବନିମ୍ନ ସ୍କୋର କଲା ଟିମ ଇଣ୍ଡିଆ

ବେଙ୍ଗାଲୁର: କିଛି ଦିନ ତଳେ କାନପୁରରେ ଚମତ୍କାର ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆ କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ପ୍ରଥମେ ବ୍ୟାଟିଂ କରି ୩୧.୨ ଓଭରରେ ୪୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା…

ଧୋନୀଙ୍କ ରେକର୍ଡ ଭାଙ୍ଗିବେ କୋହଲି

ବେଙ୍ଗାଲୁର: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି । ଏହି ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ମହେନ୍ଦ୍ର ସିଂ ଧୋନୀ…