Latest Odisha News

BREAKING NEWS

Browsing Category

ଖେଳ

ଟି୨୦ରେ ଭାରତ କରିଛି ସର୍ବାଧିକ ଥର ୨୦୦ରୁ ଊର୍ଦ୍ଧ୍ୱ ସ୍କୋର

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ କ୍ଲିନ ସୁଇପ କରିଛିି । ଅନ୍ତିମ ମୁକାବିଲାରେ ଦଳ ୧୩୩ ରନରେ ବିଜୟ ହାସଲ କରିଛି । ଟି୨୦ରେ ଚଳିତ ସିଜନରେ ଭାରତ ୭ମ ଦ୍ୱିପାକ୍ଷିକ ସିରିଜ ବିଜୟ ହାସଲ କରିଛି । ରନ ଦୃଷ୍ଟିକୋଣରୁ ଟି୨୦ରେ ଭାରତର ଏହା ତୃତୀୟ ସବୁଠାରୁ ବଡ…

ଟି-ଟ୍ୱେଣ୍ଟିରେ ଓପନର ଭାବେ ଟିମ୍ ଇଣ୍ଡିଆକୁ ମିଳିଲା କି ରୋହିତ ଶର୍ମାଙ୍କ ବିକଳ୍ପ?

ଭୁବନେଶ୍ୱର: ରୋହିତ ଶର୍ମା ଟି-ଟ୍ୱେଣ୍ଟିରୁ ଅବସର ନେବା ପରେ ଦଳ ପାଇଁ ଏକ ଦୁର୍ଦ୍ଦଶ ଓପନର ଆବଶ୍ୟକ ଥିଲା। କିନ୍ତୁ ଶନିବାର ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟର ସଞ୍ଜୁ ସାମସନଙ୍କ ବ୍ୟାଟିଂ କିଛି ସମୟ ପାଇଁ ପ୍ରଶଂସକଙ୍କୁ ମନେ ପକାଇ ଦେଇଛି ରୋହିତଙ୍କ ଭଳି କେହି ଜଣେ କ୍ରିଜରେ…

ଟି୨୦ରେ ଭାରତର ରେକର୍ଡ ସ୍କୋର

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ରେକର୍ଡ ସ୍କୋର କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୨୯୭ ରନ ସଂଗ୍ରହ କରିଥିଲା…

ଫାଇନାଲରେ ସଦର୍ଣ୍ଣ ସୁପରଷ୍ଟାର୍ସ: କୋଣାର୍କ ସୂର୍ଯ୍ୟାସ ନିକଟରେ ଏବେ ବି ରହିଛି ସୁଯୋଗ

ଶ୍ରୀନଗର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ କ୍ୱାଲିଫାୟରରେ ସଦର୍ଣ୍ଣ ସୁପରଷ୍ଟାର୍ସ ୭ ୱିକେଟରେ କୋଣାର୍କ ସୂର୍ଯ୍ୟାସ ଓଡିଶାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । କୋଣାର୍କ ସୂର୍ଯ୍ୟାସ ସୋମବାର ଦ୍ୱିତୀୟ କ୍ୱାଲିଫାୟରରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ଟୋୟାମ…

ହଂକଂ ସିକ୍ସେସ ପାଇଁ ଭାରତୀୟ ଦଳର ଘୋଷଣା, ଉଥପ୍ପା ଅଧିନାୟକ

ନୂଆଦିଲ୍ଲୀ: ହଂକଂ ସିକ୍ସେସ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ରବିନ ଉଥପ୍ପାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଟିନ କ୍ୱାଙ୍ଗ ରୋଡ କ୍ରିକେଟ ଗ୍ରାଉଣ୍ଡରେ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ନଭେମ୍ବର ୧ରୁ ୩ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ସୂଚନାଯୋଗ୍ୟ,…

ଏସିଆନ ମହିଳା ଚାମ୍ପିୟନ୍ସ ଲିଗ ଫୁଟବଲ: ଓଡିଶା ଏଫସିର ଅଭିଯାନ ଶେଷ

ଭୁବନେଶ୍ୱର: ଏସିଆନ ମହିଳା ଚାମ୍ପିୟନ୍ସ ଲିଗ ଫୁଟବଲରେ ଓଡିଶା ଏଫସିର ଅଭିଯାନ ଶେଷ ହୋଇଛି । ହୋଚମିନ ସିଟିର ଥୋଙ୍ଗ ନାଟ ଷ୍ଟାଡିୟମରେ ଅନୁଷ୍ଠିତ ଚାଇନିଜ ତାଇପେର ଟାଇଚୁଙ୍ଗ ବ୍ଲୁ ହ୍ୱେଲ ୪-୦ ଗୋଲରେ ଓଡିଶା ଏଫସିକୁ ସହଜରେ ପରାସ୍ତ କରିଛି । ପ୍ରଥମାର୍ଦ୍ଧରେ ଟାଇଚୁଙ୍ଗ ଟିମ ଆକ୍ରମଣାତ୍ମକ…

ଚମତ୍କାର ପ୍ରଦର୍ଶନ ପରେ ଫ୍ଲେ-ଅଫରେ କୋଣାର୍କ ସୂର୍ଯ୍ୟସ

ଭୁବନେଶ୍ବର: ଚମକିଲା କୋଣାର୍କ ସୂର୍ଯ୍ୟସ୍ ଓଡିଶା। ଶୁକ୍ରବାର ଶ୍ରୀନଗର ସ୍ଥିତ ବାକ୍ସି ଷ୍ଟେଡିୟମରେ ଗୁଜୁରାଟ ଗ୍ରେଟ୍ସକୁ ୭ ୱିକେଟ୍‌ରେ ହରାଇ କୋଣାର୍କ ସୂର୍ଯ୍ୟସ ଓଡିଶା ଲିଜେଣ୍ଡସ୍ ଲିଗ୍ କ୍ରିକେଟ ୨୦୨୪ରେ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଛି । ତେବେ ଟସ୍ ଜିତି ପ୍ରଥମେ ବୋଲି କରିବାର…

ଜାମନଗର ରାଜ ପରିବାରର ଉତ୍ତରାଧିକାରୀ ହେଲେ ସାହେବ ଅଜୟ ଜାଡେଜା

ଗାନ୍ଧୀ ନଗର: ଗୁଜରାଟ ଜାମନଗର ରାଜପରିବାରର ଉତ୍ତରାଧୀକାରୀ ଘୋଷଣା । ଜାମ ସାହେବ ଶାତ୍ରୁଶଲ୍ୟ ସିଂହ ମହାରାଜ ଆଜି ତାଙ୍କର ଉତ୍ତରାଧିକାରୀ ଭାବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଅଜୟ ଜାଡେଜାଙ୍କ ନାମ ଘୋଷଣା କରିଛନ୍ତି । ଗୁଜୁରାଟର କଚ୍ଛ ଉପକୂଳର ଦକ୍ଷିଣ ଉପକୂଳରେ ଥିବା…

ଟି-ଟ୍ୱେଣ୍ଟି: ହ୍ୟାଟ୍ରିକ୍ ଲକ୍ଷ୍ୟରେ ଭାରତ

ହାଇଦ୍ରାବାଦ: ଆଜି ପୁଣି ମଇଦାନରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ଆଜି ହାଇଦ୍ରାବାଦରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ୍ । ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ୨ ଟିମ୍ ମୁହାଁମୁହିଁ ହେବାକୁ ଥିବା ବେଳେ ବାଂଲାଦେଶ ବିପକ୍ଷରେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତୀୟ ଟିମ୍ ।…

ତେଲେଙ୍ଗାନାର ଡିଏସପି ହେଲେ କ୍ରିକେଟର ମହମ୍ମଦ ସିରାଜ

ହାଇଦ୍ରାବାଦ: ତେଲେଙ୍ଗାନାର ଡିଜିପିଙ୍କ ତତ୍ତ୍ବାବଧାନରେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ଭାବରେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଦିନ ଡିଜିପି କାର୍ଯ୍ୟାଳୟରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ…