Latest Odisha News

BREAKING NEWS

Browsing Category

ଖେଳ

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଖେଳିବେ କି ନାହିଁ ମୁହଁ ଖୋଲିଲେ ସାମୀ

ମୁମ୍ବାଇ: ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ମହମ୍ମଦ ସାମୀ ଖେଳି ନ ପାରନ୍ତି ବୋଲି ଖବରମାନ ପ୍ରକାଶ ପାଇଛି । ଏ ସମ୍ପର୍କରେ ସାମୀ ଆଜି ମୁହଁ ଖୋଲିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯାହା କିଛି ପ୍ରସାରିତ ହେଉଛି ତାହା ସତ୍ୟ ନୁହେଁ । ବିସିସିଆଇ କିମ୍ବା ମୋ ପକ୍ଷରୁ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ଟାଇଟଲ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଶାରଜା: ୟୁଏଇରେ ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଯାଇଛି । ଭଲ ପ୍ରଦର୍ଶନ ସତ୍ୱେ ଟିମଇଣ୍ଡିଆ ଟାଇଟଲ ହାସଲ କରିବା ମରୁଡିକୁ ଶେଷ କରିପାରି ନାହିଁ । ଏଥର କିନ୍ତୁ ଭାରତୀୟ ଦଳ ଚାମ୍ପିୟନ ହେବା ଦୌଡରେ ଆଗରେ ରହିଛନ୍ତି । ୧୦ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆକୁ ଏକମାତ୍ର ଭାରତୀୟ ଟିମ କଡା…

ପୁଣି କ୍ୟାପଟେନସି ଛାଡିଲେ ବାବର : ସୋସିଆଲ ମିଡିଆରେ ପରିହାସର ପାତ୍ର

ନୂଆଦିଲ୍ଲୀ: ପୁଣି ଥରେ ଭୁଲ୍ କାରଣରୁ ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ । ଚର୍ଚ୍ଚା ହେଉଛି ବାବର ଆଜମଙ୍କୁ ନେଇ । ଖରାପ ବ୍ୟାଟିଂ ଫର୍ମ ନେଇ ବାବର ଆଜମ କଡା ସମାଲୋଚନାର ସମ୍ମୁଖୀନ ହୋଇଥିବା ବେଳେ ଏବେ ପାକିସ୍ତାନ ହ୍ୱାଇଟ ବଲ୍ କ୍ରିକେଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଦିନିକିଆ ଓ…

ଚେନ୍ନାଇ ସିଇଓଙ୍କ ବୟାନ ଧୋନୀଙ୍କ ଖେଳିବା ନେଇ ସସ୍ପେନ୍ସ ବଢ଼ାଇଲା

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ତାହା ଏବେ ବି ସସ୍ପେନ୍ସରେ ରହିଛି । ନୂତନ ନିୟମ ଅନୁସାରେ ଜଣେ ଖେଳାଳି ଯଦି ଅବସର ନେଇଛନ୍ତି ଏବଂ ୫ ବର୍ଷ ହେବ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି ତେବେ ତାଙ୍କୁ ଫ୍ରାଂଚାଇଜ ଅନକ୍ୟାପେଡ…

ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ ପାଇଁ ଘୋଷଣା ହେଲା ଓଡିଶା ଦଳ

ଭୁବନେଶ୍ୱର: ଜାତୀୟ ଜୁନିୟର ମହିଳା ଚାମ୍ପିୟନଶିପ ପାଇଁ ମଙ୍ଗଳବାର ଓଡିଶା ହକି ଦଳର ଘୋଷଣା କରାଯାଇଛି । ହକି ଆସୋସିଏଶନ ଅଫ ଓଡିଶା ଦ୍ୱାରା ଘୋଷିତ ୧୮ ଜଣିଆ ଦଳର ନେତୃତ୍ୱ ସୁମି ମୁନ୍ଦରି ନେବେ । ତନୁଜା ଟପ୍ପୋ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ରାଂଚିର ମାରାଙ୍ଗ ଗୋମକେ ଜୈପାଲ ସିଂ…

କୋଣାର୍କ ସୂର୍ଯ୍ୟାସ ଓଡିଶା-ସଦର୍ଣ୍ଣ ସୁପରଷ୍ଟାର୍ସ ମଧ୍ୟରେ ହେବ କଡ଼ା ଟକ୍କର

ସୁରଟ: ଅକ୍ଟୋବର ୨ରେ ସୁରଟର ଲାଲାବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ମୁହାଁମୁହିଁ ହେବେ କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ସଦର୍ଣ୍ଣ ସୁପରଷ୍ଟାର୍ସ।  କୋଣାର୍କ ସୂର୍ଯ୍ୟାସ ଓଡିଶା ଓଡ଼ିଶା ଦଳର ଶେଷ ଦୁଇଟି ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଥିଲା । ଦଳ ବର୍ତ୍ତମାନ ସୁଦ୍ଧା, ୩ଟି ମ୍ୟାଚରୁ ୪ ପଏଣ୍ଟ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ସ୍ଥିତି ମଜଭୁତ କଲା ଭାରତ

କାନପୁର: ଏଠାରେ ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ଏଥିସହ ନିଜ ସ୍ଥିତି ଆହୁରି ମଜଭୁତ କରିଛି । ଟିମ ଇଣ୍ଡିଆ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ…

ଟପ୍ ଗିୟରରେ ଟିମ୍ ଇଣ୍ଡିଆ : ଏକ ଅବିଶ୍ୱସନୀୟ, ସ୍ମରଣୀୟ ବିଜୟ

କାନପୁର: କାନପୁର ଟେଷ୍ଟରେ ଟିମ୍ ଇଣ୍ଡିଆର ସ୍ମରଣୀୟ ବିଜୟ । ବାଂଲାଦେଶ ବିପକ୍ଷରେ ଅବିଶ୍ୱସନୀୟ ବିଜୟ ସହ ଟେଷ୍ଟ ସିରିଜ୍ ୨-୦ରେ ଜିତି ନେଇଛନ୍ତି ରୋହିତ ଶର୍ମା ଆଣ୍ଡ୍ କୋ । ଘରୋଇ ମାଟିରେ ଆଉ ଏକ ଟେଷ୍ଟ୍ ସିରିଜ ବିଜୟ । ବର୍ଷା ଓ ଓଦା ପଡିଆ ଯୋଗୁଁ କାନପୁର ଟେଷ୍ଟର ଅଢେଇ ଦିନର ଖେଳ…

ଟିମ ଇଣ୍ଡିଆର ଅବିଶ୍ୱସନୀୟ, ଅକଳ୍ପନୀୟ ବିଜୟ

କାନପୁର: ଏକ ନିଶ୍ଚିତ ଡ୍ର ଅଭିମୁଖେ ଯାଉଥିବା ଟେଷ୍ଟକୁ ଭାରତୀୟ କ୍ରିକେଟ ଟିମ ନିଜସ୍ୱ ଶୈଳୀରେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଛି । ଏଥିସହ ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ କ୍ଲିନ ସୁଇପ କରିଛି । ବାଂଲାଦେଶ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ନିକଟରେ…

କ୍ରିକେଟ୍ ମୋର ଜୀବନ: ନଟରାଜ ବେହେରା

ସୁରଟ: ନଟରାଜ ବେହେରା, ଏମିତି ଏକ ନାମ, ଯାହାକି ଓଡ଼ିଶାରେ କ୍ରିକେଟର ଜଣେ ଚିହ୍ନା ଚେହେରା। ଏକଦା ରାଜ୍ୟ ପାଇଁ ଟପ୍ ଅର୍ଡରରେ ବ୍ୟାଟିଂ କରୁଥିବା ଏହି ବ୍ୟାଟର ଏବେ ଯୁବ କ୍ରିକେଟରଙ୍କ ପାଇଁ ଏକ ବଡ଼ ପ୍ରେରଣା । ତେବେ ଘରୋଇ ସ୍ତରରେ ଏକ ସଂକ୍ଷିପ୍ତ କ୍ୟାରିୟର ଏବଂ କିଛି ବର୍ଷ ଧରି କୋଚିଂରେ…