Latest Odisha News
Browsing Category

ଖେଳ

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବାଧା ସୃଷ୍ଟି କରିପାରେ ବର୍ଷା

କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ ସେପ୍ଟମ୍ବର ୨୭ରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହେବ । ୨ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ତେବେ କାନପୁରରେ ଖେଳାଯିବାକୁ ଥିବା ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିପାରେ । ମ୍ୟାଚର ପ୍ରଥମ ୨ରୁ ୩ ଦିନ ବର୍ଷା ସମ୍ଭାବନା ଅଧିକ…

ଟେଷ୍ଟ କ୍ରିକେଟରୁ ଅବସର ନେବେ ଶାକିବ ଉଲ ହାସନ

କାନପୁର: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଉଲ ହାସନ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ସବୁ କିଛି ଠିକଠାକ ରୁହେ ତେବେ ଦକ୍ଷିଣ ଆଫିକା ବିପକ୍ଷ ମୀରପୁର ଟେଷ୍ଟ ତାଙ୍କର…

ଇଣ୍ଡିଆନ ଓପନ ୨୩ ବର୍ଷରୁ କମ ଆଥଲେଟିକ୍ସ ପ୍ରତିଯୋଗିତାରେ ଭାଗ ନେବେ ଓଡିଶାର ୧୦ ଆଥଲେଟ

ଭୁବନେଶ୍ୱର: ପାଟନାରେ ୨୮ରୁ ୩୦ ସେପ୍ଟମ୍ବର ପର୍ଯ୍ୟନ୍ତ ୪ର୍ଥ ଇଣ୍ଡିଆନ ଓପନ ୨୩ ବର୍ଷରୁ କମ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ ହେବ । ଓଡିଶାର ୧୦ ପ୍ରତିଭାବାନ ଆଥଲେଟ ଏଥିରେ ଅଂଶଗ୍ରହଣ କରିବା ପାଇଁ ଗସ୍ତ କରିଛନ୍ତି । ସମସ୍ତ ଆଥଲେଟ ଓଡିଶା ଆରଏଫ ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଂଟରରେ…

ଏଲଏଲସି ଯୁବ ଖେଳାଳିଙ୍କୁ ବିଶେଷ ଭାବେ ପ୍ରୋତ୍ସାହିତ କରୁଛି: ୟୁସୁଫ

ସୁରଟ: ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ ପଠାନ ଏବେ ଲିଜେଣ୍ଡସ ଲିଗ କ୍ରିକେଟରେ କୋଣାର୍କ ସୂର୍ଯ୍ୟାସ ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ଚଳିତ ସଂସ୍କରଣରେ କୋଣାର୍କ ସୂର୍ଯ୍ୟାସ ଓଡିଶା ତାର ପ୍ରଥମ ମ୍ୟାଚରେ ମଣିପାଲ ଟାଇଗର୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ।…

ଲିଜେଣ୍ଡସ ଲିଗ କ୍ରିକେଟ: ସଦର୍ଣ୍ଣ ସୁପର ଷ୍ଟାର୍ସର ବିଜୟ ଧାରା ଜାରୀ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ସଦର୍ଣ୍ଣ ସୁପର ଷ୍ଟାର୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ଭଲ ସ୍ଥିତିରେ ରହିଛି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ କ୍ୟାପିଟାଲ୍ସ ୪ ୱିକେଟ ବିନିମୟରେ ୧୭୧ ରନ କରିଥିଲା । ବେନ ଡକ ୬୧ ଓ ଆଶଲେ ନର୍ସ ୪୦ ରନର ଇନିଂସ ଖେଳିଥିଲେ । ସଦର୍ଣ୍ଣ…

ଭିନେଶ ଫୋଗଟଙ୍କୁ ନୋଟିସ ଜାରୀ କଲା ନାଡା

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ବୁଧବାର ମହିଳା ରେସଲର ଭିନେଶ ଫୋଗଟଙ୍କୁ ନୋଟିସ ଜାରୀ କରିଛି । ସେ କେଉଁଠାରେ ରହୁଛନ୍ତି ତାହା ଜଣାଇବା ପାଇଁ ନାଡା ଏହି ନୋଟିସ ପ୍ରଦାନ କରିଛି । ୧୪ ଦିନ ମଧ୍ୟରେ ଭିନେଶଙ୍କୁ ଏ ସମ୍ପର୍କରେ ତଥ୍ୟ ଦେବା ପାଇଁ କୁହାଯାଇଛି । ଡୋପ ଟେଷ୍ଟ ପାଇଁ…

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ୪-୨-୧ ନିୟମ ଅନୁଯାୟୀ ଖେଳାଳିଙ୍କୁ ଦେଉଛି ପୃଷ୍ଟିକର ଆହାର

ସୁରଟ: ଜଣେ କ୍ରୀଡାବିତଙ୍କ ଲାଗି ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସର୍ବଦା ଆହାର ବା ପୋଷଣର ଗୁରୁତ୍ଵ ରହି ଆସିଛି । କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଖେଳାଳିଙ୍କୁ ଫିଟ୍ ରଖିବା ପାଇଁ ୪-୨-୧ ନିୟମ  ପାଳନ କରୁଛି । ମ୍ୟାଚର ୪ ଘଣ୍ଟା ପୂର୍ବରୁ ସମ୍ପୂର୍ଣ ଆହାର: ମ୍ୟାଚ ଆରମ୍ଭ ହେବାର ୪ ଘଣ୍ଟା…

ଲକ୍ଷ୍ମଣଙ୍କ କ୍ୟାଚ ଡ୍ରପ କରିବା ପରେ ଅବସର ନେଇଥିଲେ ଏହି ମହାନ ଖେଳାଳି

ମେଲବୋର୍ଣ୍ଣ: ଭାରତର ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣଙ୍କ କ୍ୟାଚ ଡ୍ରପ କରିବା ପରେ ଅଷ୍ଟ୍ରେଲିଆର ଜଣେ ମହାନ ଖେଳାଳି ଏତେ ମାତ୍ରାରେ ଚାପଗ୍ରସ୍ତ ହୋଇଥିଲେ ଯେ, ସେ ଅବସର ଘୋଷଣା କରିଥିଲେ । ଏହି ମହାନ ଖେଳାଳିଜଣଙ୍କ ହେଲେ ଆଡାମ ଗିଲକ୍ରିଷ୍ଟ । ୨୦୦୮ରେ ଭାରତ ବିପକ୍ଷ ଆଡିଲେଡ…

ରଣଜୀ ଖେଳିପାରନ୍ତି କୋହଲି, ପନ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରିଷଭ ପନ୍ତ ରଣଜୀ ଟ୍ରଫି ୨୦୨୪ରେ କେତେକ ମ୍ୟାଚ ଖେଳିପାରନ୍ତି । ୨୦୧୯ ପରେ ପ୍ରଥମ ଥର ପାଇଁ ଏହି ୨ ଖେଳାଳିଙ୍କ ନାମ ଦିଲ୍ଲୀ ସମ୍ଭାବ୍ୟ ଟିମରେ ରହିଛି । ଡିଡିସିଏ ପକ୍ଷରୁ ଜାରୀ କରାଯାଇଥିବା ସମ୍ଭାବ୍ୟ ୮୪ ଖେଳାଳି…

ଇରାନୀ କପ ପାଇଁ ଅବଶିଷ୍ଟ ଭାରତ ଏକାଦଶ ଘୋଷିତ

ନୂଆଦିଲ୍ଲୀ: ବିସିସିଆଇ ୧ ଅକ୍ଟୋବରରୁ ୫ ପର୍ଯ୍ୟନ୍ତ ଲକ୍ଷ୍ନୌରେ ହେବାକୁ ଥିବା ଈରାନୀ କପ ପାଇଁ ଅବଶିଷ୍ଟ ଭାରତ ଏକାଦଶ ଘୋଷିତ କରିଛି । ରଣଜୀ ଚାମ୍ପିୟନ ମୁମ୍ବାଇ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ରିତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ରିପୋର୍ଟ ମୁତାବକ…