Latest Odisha News

BREAKING NEWS

Browsing Category

ଖେଳ

ଇରାନୀ କପ ପାଇଁ ଅବଶିଷ୍ଟ ଭାରତ ଏକାଦଶ ଘୋଷିତ

ନୂଆଦିଲ୍ଲୀ: ବିସିସିଆଇ ୧ ଅକ୍ଟୋବରରୁ ୫ ପର୍ଯ୍ୟନ୍ତ ଲକ୍ଷ୍ନୌରେ ହେବାକୁ ଥିବା ଈରାନୀ କପ ପାଇଁ ଅବଶିଷ୍ଟ ଭାରତ ଏକାଦଶ ଘୋଷିତ କରିଛି । ରଣଜୀ ଚାମ୍ପିୟନ ମୁମ୍ବାଇ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ରିତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ରିପୋର୍ଟ ମୁତାବକ…

ଲିଜେଣ୍ଡସ ଲିଗ କ୍ରିକେଟ: ମଣିପାଲ ବିପକ୍ଷରେ ପୂନର୍ବାର ବିଜୟ ଲକ୍ଷ୍ୟରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ସୁରଟ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଯୋଧପୁରରେ କୋଣାର୍କ ସୂର୍ଯ୍ୟାସ ଓଡିଶାର ତାର ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ମଣିପାଲ ଟାଇଗର୍ସକୁ ୨ ରନରେ ପରାସ୍ତ କରିଥିଲା । ଇରଫାନ ପଠାନ ନେତୃତ୍ୱାଧୀନ କୋଣାର୍କ ସୂର୍ଯ୍ୟାସ ଓଡିଶା ୨୭ରେ ପୂନର୍ବାର ସୁରଟରେ ମଣିପାଲ ଟାଇଗର୍ସକୁ ଭେଟିବ ।…

ଦ୍ୱିତୀୟ ଟେଷ୍ଟରେ ନୂଆ ରଣନୀତିରେ ଓହ୍ଲାଇବ ଟିମ ଇଣ୍ଡିଆ

କାନପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସେପ୍ଟମ୍ବର ୨୭ରୁ କାନପୁରରେ ଖେଳାଯିବ । ଏହି ମ୍ୟାଚରେ ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ନୂଆ ରଣନୀତିରେ ଓହ୍ଲାଇବ । ଗ୍ରୀନପାର୍କ ପିଚରେ ବଲ ଚେନ୍ନାଇ ପରି ବାଉନ୍ସ କରିବ ନାହିଁ । ପରେ ପିଚ କଳାମାଟିର ବ୍ୟବହାର ଯୋଗୁ ଧୀମା…

ଭିନେଶଙ୍କୁ ଟାର୍ଗେଟ କଲେ ଯୋଗେଶ୍ୱର

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ଯୋଗେଶ୍ୱର ଦତ ମହିଳା ରେସଲର ଭିନେଶ ଫୋଗଟଙ୍କୁ ଟାର୍ଗେଟ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ସେ ଅଯୋଗ୍ୟ ଘୋଷିତ ହେବା ପରେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ । ମୁଁ ତାଙ୍କ ସ୍ଥାନରେ ଥିଲେ ଏହି କାର୍ଯ୍ୟ କରିଥାନ୍ତି ବୋଲି ଯୋଗେଶ୍ୱର କହିଛନ୍ତି । ନିଜ…

ଭାରତୀୟ ଚେସର ସୁନା ଭାଇ-ଭଉଣୀ ଯୋଡି

ନୂଆଦିଲ୍ଲୀ: ଫିଡେ ବିଶ୍ୱକପ ଚେସରେ ଭାରତ ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ବୁଡାପେଷ୍ଟରେ ଅନୁଷ୍ଠିତ ଏହି ମୁକାବିଲାରେ ପୁରୁଷ ଟିମ ୩.୫-୦.୫ରେ ସ୍ଲୋଭେନିଆକୁ ଏବଂ ମହିଳା ଟିମ କାଜକସ୍ତାନକୁ ୩-୦.୫ ପଂଏଟରେ ପରାସ୍ତ କରିଥିଲା । ଭାରତୀୟ ଚେସର ଏହି…

ଓଡିଶା ସିନିୟର ମହିଳା ହକି ଚାମ୍ପିୟନଶିପ ଆରମ୍ଭ

ରାଉରକେଲା: ହକି ଆସୋସିଏଶନ ଓଡିଶା ପକ୍ଷରୁ ସିନିୟର ମହିଳା ଚାମ୍ପିୟନଶିପ ସ୍ଥାନୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଛି । ଏହି ଚାମ୍ପିୟନଶିପରେ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ସୋମବାର ଅନୁଷ୍ଠିତ ମୁକାବିଲାରେ ନୟାଗଡ ୫-୦ ଗୋଲରେ ସମ୍ବଲପୁରକୁ, ସ୍ପୋର୍ଟ୍ସ ହଷ୍ଟେଲ ରାଉରକେଲା…

ରିଲିଜ ହେଲା ଆଇସିସି ମହିଳା ଟି୨୦ ବିଶ୍ୱକପ ୨୦୨୪ର ଥିମ ସଙ୍ଗ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ମହିଳା ଟି୨୦ ବିଶ୍ୱକପ ୨୦୨୪ର ଥିମ ସଙ୍ଗ ରିଲିଜ କରିଛି । ଗୀତର ଶୀର୍ଷକ ହ୍ୱାଟଏଭର ଇଟ ଟେକସ ରହିଥିବା ବେଳେ ଭାରତର ଲୋକପ୍ରିୟ ମହିଳା ପପ ଗ୍ରୁପ ଡବ୍ଲ୍ୟୁଆଇଏସଏଚ ଏହାକୁ ଗାଇଛନ୍ତି । ଏହି ଗୀତରେ ଭାରତୀୟ ଟିମର ଉପଅଧିନାୟିକା ସ୍ମୃତି…

ମୋର୍ଣ୍ଣେଙ୍କ ଶତକ: ଗୁଜରାଟ ଗ୍ରେଟ୍ସ ନିକଟରୁ ଟୋୟାମ ହାଇଦ୍ରାବାଦ ପରାସ୍ତ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ମୋର୍ଣ୍ଣେ ଭ୍ୟାନ ୱିକଙ୍କ ବିସ୍ଫୋରକ ଶତକ ସହାୟତାରେ ଗୁଜରାଟ ଗ୍ରେଟସ ୮ ୱିକେଟରେ ଟୋୟାମ ହାଇଦ୍ରାବାଦକୁ ପରାସ୍ତ କରିଛି । ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା । ହାତରେ ଆଉ ୩ଟି ବଲ ବାକିଥିବା ବେଳେ ଗୁଜରାଟ ମ୍ୟାଚରେ ବିଜୟ ହାସଲ କରିଥିଲା ।…

ଚେନ୍ନାଇରେ ଚମକିଲେ ଅଶ୍ୱିନ ଆନ୍ନା

ଚେନ୍ନାଇ: ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟରେ ୨୮୦ ରନରେ ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଚତୁର୍ଥ ଦିନରେ ହିଁ ବାଂଲାଦେଶକୁ ମାତ୍ ଦେଇ ସିରିଜ ଆଗୁଆ ରହିଛି ଭାରତୀୟ ଦଳ । ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟେବୁଲରେ ମଧ୍ୟ ସ୍ଥିତି ଦୃଢ କରିଛି ଭାରତ । ଚେନ୍ନାଇରେ ଟିମ୍…

ଫିଡେ ଚେସ ଅଲିମ୍ପିଆଡରେ ଭାରତ ଜିତିଲା ଐତିହାସିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ହଙ୍ଗେରୀର ବୁଡାପେଷ୍ଟରେ ଅନୁଷ୍ଠିତ ଫିଡେ ଚେସ ଅଲିମ୍ପିଆଡରେ ଭାରତ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ଭାରତର ଦୁଇ ଷ୍ଟାର ଖେଳାଳି ଡି.ଗୁକେଶ ଓ ଅର୍ଜୁନ ଇରିଗେସି ଚମତ୍କାର ପ୍ରଦର୍ଶନ କରି ଭାରତକୁ ଏହି ଐତିହାସିକ ସଫଳତା ପ୍ରଦାନ କରିଛନ୍ତି ।ଭ୍ଲାଡିମିର ଫେଡୋସିଭଙ୍କୁ ୧୮…