Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲରୁ ବାସନ୍ଦ ହେଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଆରମ୍ଭ ହେବା ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ହ୍ୟାରୀ ବ୍ରୁକ ଏଥିରୁ ଓହରି ଯାଇଥିଲେ । ଇଂଲଣ୍ଡର ଏହି ୨୬ ବର୍ଷୀୟ ଖେଳାଳି ଆଗକୁ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ଏହି ନିଷ୍ପତି ନେଇଥିଲେ । ଦେଶ ପକ୍ଷରୁ ଖେଳିବାକୁ ପ୍ରାଥମିକତା ଦେଇ ସେ…

ଗମ୍ଭୀର କହିଲେ ଏହି ଖେଳାଳି ଦଳ ପାଇଁ ସବୁଠାରୁ ମୂଲ୍ୟବାନ

ନୂଆଦିଲ୍ଲୀ: ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ମୂଖ୍ୟ କୋଚ ଗୌତମ ଗମ୍ଭୀର ଏବେ କିଛି ଦିନ ବିଶ୍ରାମ କରିବେ ବୋଲି ନିଷ୍ପତି ନେଇଛନ୍ତି । ସୀମିତ ଓଭର ବିଶିଷ୍ଟ ମୁକାବିଲାରେ ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ମୂଲ୍ୟବାନ ଖେଳାଳି ବୋଲି ସେ କହିଛନ୍ତି । ଧଳା ବଲ କ୍ରିକେଟରେ ହାର୍ଦ୍ଦିକ ଚାପ…

ଆଶା ବାଡି ଧରି ପ୍ରଶିକ୍ଷଣ ଦେଲେ ଏହି ମହାନ କ୍ରିକେଟର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପାଇଁ ସମସ୍ତ ଟିମ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମାର୍ଚ୍ଚ ୨୨ରୁ ଏହା ଆରମ୍ଭ ହେବ । କୋଲତାକା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଇତି ମଧ୍ୟରେ ରାଜସ୍ଥାନ ରୟାଲ୍ସ କୋଚ ରାହୁଲ…

ଗମ୍ଭୀରଙ୍କ ନଜର ୨୦୨୬ ବିଶ୍ୱକପ ଉପରେ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟ୍ରଫି ହାସଲ କରିଛି । କୋଚ ଗୌତମ ଗମ୍ଭୀରଙ୍କ ପାଇଁ ଏହି ଟୁର୍ଣ୍ଣାମେଂଟ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଟିମ ଇଣ୍ଡିଆର କ୍ରମାଗତ ବିଫଳତା ଯୋଗୁ ଗମ୍ଭୀରଙ୍କ କୋଚ ପଦ ବାଜିରେ ଲାଗିଥିଲା । ଏବେ ଗମ୍ଭୀର ଆଶ୍ୱସ୍ତ ।…

କିଏ ସେ ତାରା? ଯାହାଙ୍କର ଫ୍ୟାନ ପାଲଟିଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଆମେରିକାର ନାଗରିକତ୍ଵ ପାଇବା ପାଇଁ ପ୍ରତିବର୍ଷ ଅନେକ ଲୋକ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଆମେରିକା ନାଗରିକତ୍ୱ ଛାଡି ନିଜ ଦେଶକୁ ଆସିଯାଆନ୍ତ । ଆଜି ଆମେ ଆପଣଙ୍କୁ ଏପରି ଜଣେ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମେରିକାର…

ଟିମ ଇଣ୍ଡିଆକୁ ମିିଳିଲା ନୂଆ କୁଲ ଫିନିଶର

ଦୁବାଇ: କ୍ରିକେଟ ଭାରତରେ ଏକ ଧର୍ମ କହିଲେ ଭୁଲ ହେବନି । ଏଠାରେ କ୍ରିକେଟପ୍ରତି ଏକ ଭିନ୍ନ ଧରଣର ପାଗେଳାମୀ ଦେଖିବାକୁ ମିଳିଥାଏ । ନିକଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଟାଇଟଲ ହାସଲ କରିଛି । ଏହି ଟୁର୍ଣ୍ଣାମେଂଟରେ କେଏଲ ରାହୁଲଙ୍କ ପ୍ରଦର୍ଶନ…

ଏତେ ବଡ ସଫଳତା…ଅଥଚ ହେଲାନି ବିଜୟ ଉତ୍ସବ, କଣ ରହିଛି କାରଣ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଟାଇଟଲ ହାସଲ କରିଛି । ଏହି ବିଜୟ ପରେ ଭାରତୀୟ ଦଳ ଦୁବାଇରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଆଶ୍ଚର୍ଯ୍ୟ କଥା ଖେଳାଳିମାନେ ପଂହଚିବା ପରେ ଯେଉଁ ଢ଼ଙ୍ଗରେ ବିଜୟ…

ଆସନ୍ତୁ ଜାଣିବା କଣ ପାଇଁ ଛକା ମାରିବା ବେଳେ ପନ୍ତଙ୍କ ହାତରୁ ବ୍ୟାଟ ଖସେ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପରେ ଏବେ ଭାରତୀୟ କ୍ରିକେଟପ୍ରେମୀ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଇପିଏଲର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜ୍ୟାଂଟସର ନେତୃତ୍ୱ ନେବେ । ପନ୍ତ…

ଟେଷ୍ଟ କ୍ରିକେଟର ୧୫୦ ତମ ବର୍ଷ ପୂରଣ ଅବସରରେ ଆୟୋଜିତ ହେବ ଦିବାରାତ୍ର ମ୍ୟାଚ

ମେଲବୋର୍ଣ୍ଣ: ବିଶ୍ୱର ଦୁଇ ପୂରାତନ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ କ୍ରିକେଟର ୧୫୦ ପୂର୍ତି ଅବସରରେ ଏକ ଦିବାରାତ୍ର ମ୍ୟାଚ ଖେଳାଯିବ । ୨୦୨୭ରେ ୧୧ରୁ ୧୫ ମାର୍ଚ୍ଚ ମଧ୍ୟରେ ଏହି ଐତିହାସିକ ମ୍ୟାଚ ଗୋଲାପୀ ବଲରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ୧୮୭୭ରେ…

ଜମୁନି କ୍ରିକେଟର-ଅଭିନେତ୍ରୀଙ୍କ ଯୋଡି; ଅଲଗା ହେବେ କି ମନିଷ ପାଣ୍ଡେ ଓ ଆଶ୍ରିତା ସେଟ୍ଟୀ

ନୂଆଦିଲ୍ଲୀ: ଗ୍ଲାମର ଏବଂ କ୍ରିକେଟ୍ ମଧ୍ୟରେ ବହୁ ବର୍ଷର ସମ୍ପର୍କ ରହିଛି। ପୂର୍ବରୁ ଶର୍ମିଲା ଟାଗୋର ଏବଂ ନବାବ ମନସୁର ଅଲ୍ଲୀ ଖାନ ପଟୌଦୀଙ୍କ ବିବାହ ପରେ ଅନେକ କ୍ରିକେଟର ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଅନେକ ସମ୍ପର୍କ ଗଢ଼ି ଉଠିଥିଲେ ମଧ୍ୟ ସେସବୁ ଅଧିକ ଦିନ…