Latest Odisha News

BREAKING NEWS

Browsing Category

ଖେଳ

ଓଡିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ: ବାଜି ମାରିଲା ଟିମ କଟକ

ଭୁବନେଶ୍ୱର: ୭୦ତମ ଓଡିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । କଟକ ଟିମ ୩୧୨ ପଂଏଟ ସହ ଓଭରାଲ ଚାମ୍ପିୟନ ହୋଇଛି । ସୁନ୍ଦରଗଡ ୨୦୦ ପଂଏଟ ସହ ରନର୍ସଅପରେ ସନ୍ତୁଷ୍ଟ ହୋଇଛି । ୨୦ ବର୍ଷରୁ କମ ବାଳିକା ବିଭାଗରେ ସୁନ୍ଦରଗଡ(୮୬ ପଂଏଟ) ଏବଂ…

୪୦୦ ୱିକେଟ ନେବାରେ ଷଷ୍ଠ ଭାରତୀୟ ପେସର ହେଲେ ବୁମରାହ

ଚେନ୍ନାଇ: ଷଷ୍ଠ ଭାରତୀୟ ପେସର ଭାବେ ଯଶପ୍ରୀତ ବୁମରାହ ଆନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବୁମରାହ ୨୨୭ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ କପିଳ…

ସଚିନଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ହାସଲ କଲେ କୋହଲି

ଚେନ୍ନାଇ: ଭାରତୀୟ ଟିମର ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଘରୋଇ ପରିବେଶରେ ୧୨୦୦୦ ରନ…

ଲେଜେଣ୍ଡସ ଲିଗ କ୍ରିକେଟ ପାଇଁ କୋଣାର୍କ ସୂର୍ଯ୍ୟସ ଓଡିଶା ପ୍ରସ୍ତୁତ: ଇରଫାନ ପଠାନ

ଯୋଧପୁର: ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟରେ କୋଣାର୍କ ସୂର୍ଯ୍ୟସ ଓଡିଶା ଟିମ ଭଲ ପ୍ରଦର୍ଶନ କରିବ ବୋଲି ଅଧିନାୟକ ତଥା ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଦୃଢ଼ତା ସହକାରେ କହିଛନ୍ତି । ଓଡିଶାର ଲୋକେ ଖେଳ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ସେ କହିଛନ୍ତି । ଗତ ସଂସ୍କରଣର…

ପୁରୀରେ ଅକ୍ଟୋବର ୧୮ରୁ ହେବ ଜାତୀୟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ

ପୁରୀ: ଜଗନ୍ନାଥ ଷ୍ଟାଡିୟମ ଠାରେ ୪ର୍ଥ ଏନଟିପିସି ଜାତୀୟ ର‌୍ୟାଙ୍କିଂ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୮ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ବାଂଲାଦେଶ ବିପକ୍ଷରେ ଭାରତ ୩୦୮ ରନରେ ଅଗ୍ରଣୀ: କୋହଲି, ରୋହିତ ପୂନର୍ବାର ବିଫଳ

ଚେନ୍ନାଇ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩୦୮ ରନର ଅଗ୍ରଣୀ ହାସଲ କରି ସୁବିଧା ଜନକ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଟିମ ଇଣ୍ଡିଆ ୩ ୱିକେଟ ହରାଇ ୮୧ ରନ ସଂଗ୍ରହ କରିଛି । ଶୁଭମନ ଗିଲ ୩୩ ଓ ରିଷଭ ପନ୍ତ ୧୨ ରନ କରି ଅପରାଜିତ…

ଆଜିଠୁ ଆରମ୍ଭ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ: ଚମକିବ ‘କୋଣାର୍କ ସୂର୍ଯ୍ୟସ ଓଡିଶା’

ଭୁବନେଶ୍ବର: ଆଜିଠୁ ଯୋଧପୁରରେ ଆରମ୍ଭ ହେବ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ୍‌ର ତୃତୀୟ ସଂସ୍କରଣ ।  ଏହି ପ୍ରତିଯୋଗିତରେ ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଛି ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ । ଶୁକ୍ରବାର ଏହି ଦଳ ପ୍ରଭାବଶାଳୀ ଖେଳାଳୀ ଇରଫାନ ପଠାନଙ୍କ ନେତୃତରେ ଗତଥରର ବିଜେତା ତଥା ହରଭଜନ…

ଲିଜେଣ୍ଡସ ଲିଗ କ୍ରିକେଟ: କୋଣାର୍କ ସୂର୍ଯ୍ୟସ ଓଡିଶାର ନେତୃତ୍ୱ ନେବେ ଇରଫାନ

ଭୁବନେଶ୍ୱର: ଓଡିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଲୋକପ୍ରିୟ ଲିଜେଣ୍ଡସ ଲିଗ କ୍ରିକେଟର ତୃତୀୟ ସଂସ୍କରଣରେ ନୂତନ ଭାବେ ଗଠିତ କୋଣାର୍କ ସୂର୍ଯ୍ୟସ ଓଡିଶା ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଏହି ଦଳର ନେତୃତ୍ୱ ନେବେ । ପ୍ରଥମ ମୁକାବିଲାରେ…

ଓଡିଶା ଆଥଲେଟିକ୍ସ ଚାମ୍ପିୟନଶିପ: ୪ ନୂଆ ମିଟ ରେକର୍ଡ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଓଡିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଅନୁଷ୍ଠିତ ହେଉଛି । ଦ୍ୱିତୀୟ ଦିବସରେ ୪ଟି ନୂଆ ମିଟ ରେକର୍ଡ ସ୍ଥାପନ ହୋଇଛି । ଓଡିଶା ଆଥଲେଟିକ୍ସ ଆସୋସିଏଶନ ଏବଂ ରାଜ୍ୟ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଏହାକୁ ମିଳିତ ଭାବେ ଆୟୋଜିତ କରୁଛନ୍ତି । ୩୦ ଜିଲ୍ଲାର…

ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ: ହୃଦାନନ୍ଦଙ୍କୁ ଡବଲ ପଦକ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ହୃଦାନନ୍ଦ ଦାସ ଫିଜିର ସୁଭାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ୨ଟି ପଦକ ଜିତିଛନ୍ତି । ୮୯ କିଗ୍ରା ୟୁଥ ବିଭାଗରେ ସେ ରୌପ୍ୟ ଏବଂ ଜୁନିୟର କାଟାଗୋରୀରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସ୍ନାଚରେ ୧୨୯, କ୍ଲିନ ଆଣ୍ଡ ଜର୍କରେ ୧୭୦ କେଜି ସହ…