Latest Odisha News
Browsing Category

ଖେଳ

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ: ସ୍ପିନ ଯୁଦ୍ଧ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ

ଚେନ୍ନାଇ: ବାଂଲାଦେଶ ବିପକ୍ଷ କ୍ରିକେଟ ସିରିଜର ପ୍ରଥମ ଟେଷ୍ଟ ଚେନ୍ନାଇରେ ଗୁରୁବାରଠାରୁ ଖେଳାଯିବ । ଏଠାରେ ଉଭୟ ଟିମ ମଧ୍ୟରେ ଏକ ସ୍ପିନ ଯୁଦ୍ଧ ଦେଖିବାକୁ ମିଳି । ଯେଉଁ ଦଳ ଏଥିରେ ସିଦ୍ଧହସ୍ତ ହେବ ସେହି ଦଳ ବାଜି ମାରିବ ବୋଲି ବିଶ୍ୱାସ କରାଯାଉଛି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ…

ହାତ ଭାଙ୍ଗିବା ସତ୍ୱେ ଡାଇମଣ୍ଡ ଲିଗ ଖେଳିଥିଲେ ନୀରଜ

ନୂଆଦିଲ୍ଲୀ: ଭାରତ ପାଇଁ ୨ ଥର ଅଲିମ୍ପିକ ପଦକ ଜିତିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ମାତ୍ର ୧ ସେଂଟିମିଟର ପାଇଁ ସେ ଚାମ୍ପିୟନ ହୋଇପାରି ନ ଥିଲେ । ରବିବାର ନୀରଜ ଏକ ଏକ୍ସ ରେ ଶେୟାର କରିଛନ୍ତି । ଏଥିରେ ତାଙ୍କ ବାମ ହାତରେ ଫ୍ରାକଚର…

ମୁଖ୍ୟମନ୍ତ୍ରୀଙ୍କ ସହ ଓସ୍‌ଜା ପ୍ରତିନିଧିଙ୍କ ଆଲୋଚନା

ଭୁବନେଶ୍ବର : ଓଡ଼ିଶାରେ କାର‌୍ୟ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଦାବି ବିଷୟରେ ଆଲୋଚନା…

ବାଂଲାଦେଶ ବିପକ୍ଷ ଟି୨୦ ସିରିଜରୁ ଓହରି ପାରନ୍ତି ଗିଲ

ନୂଆଦିଲ୍ଲୀ: ଭାରତର ଉପ ଅଧିନାୟକ ଶୁଭମନ ଗିଲ ବାଂଲାଦେଶ ବିପକ୍ଷ ଟି୨୦ ସିରିଜରୁ ଓହରି ପାରନ୍ତି । ବିସିସିଆଇ ତାଙ୍କୁ ବିଶ୍ରାମ ଦେବାକୁ ଚାହୁଁଛି । ଏହି ସିରିଜ ଅକ୍ଟୋବର ୭ରୁ ଆରମ୍ଭ ହେବ । ୱାର୍ଲ୍ଡ ଟେଷ୍ଟ ସିରିଜ ଉପରେ ଏବେ ଟିମ ଇଣ୍ଡିଆ ବିଶେଷ ଭାବେ ଫୋକସ କରୁଛି । ରୋହିତ ଶର୍ମା, ବିରାଟ…

ଗୋଟିଏ ସେଂଟିମିଟର ପାଇଁ ଡାଇମଣ୍ଡ ଲିଗ ଜିତିପାରିଲେନି ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ଡାଇମଣ୍ଡ ଲିଗ ଫାଇନାଲରେ ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି । ମାତ୍ର ୧ ସେଂଟିମିଟର ପାଇଁ ତାଙ୍କର ଏଥର ଡାଇମଣ୍ଡ ଲିଗ ଜିତିବା ସ୍ୱପ୍ନ ସାକାର ହୋଇ ପାରିନି । ସେ ୮୭.୮୬ ମିଟର ଦୂରତାକୁ ଥ୍ରୋ କରିଥିବା ବେଳେ ଗ୍ରେନେଡାର ଆଣ୍ଡରସନ…

ଆସନ୍ତୁ ଜାଣିବା କିଏ କହିଲେ କୋହଲିଙ୍କଠାରୁ ମୁଁ ଫିଟ

ଚେନ୍ନାଇ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ । ଏଥିପାଇଁ ଟିମ ଇଣ୍ଡିଆର ଖେଳାଳିମାନେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଦଳର ସବୁଠାରୁ କିଏ ଫିଟ ଖେଳାଳିଙ୍କ ସମ୍ପର୍କରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି…

ଫ୍ରେଣ୍ଡଶିପ କପ ଫୁଟବଲ ଟୁର୍ଣ୍ଣାମେଂଟ ଜିତିଲା ଲିଡର୍ସ ଏକାଦଶ

ଭୁବନେଶ୍ୱର: ଓଡିଶା ଫୁଟବଲ ଏକାଡେମୀରେ ଅନୁଷ୍ଠିତ ଟାଟା ଷ୍ଟିଲ ଫ୍ରେଣ୍ଡଶିପ କପ ଟୁର୍ଣ୍ଣାମେଂଟରେ ଲିଡର୍ସ ଏକାଦଶ ପେନାଲ୍ଟି ଶୁଟ ଆଉଟ(୩-୦)ରେ ଅଫିସର୍ସ ଏକାଦଶକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ଏହି ଟୁର୍ଣ୍ଣାମେଂଟରେ ୪ଟି ଟିମ ଅଂଶଗ୍ରହଣ କରିଥିଲେ । ନାଭାଲ ଟାଟା ହକି ଏକାଡେମୀର…

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍: ଭାରତ ପାଇଁ ବାଂଲାଦେଶ ଚ୍ୟାଲେଂଜ

ନୂଆଦିଲ୍ଲୀ: ବେଶ୍ କିଛି ମାସ ପରେ ପୁଣି ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ହେଉଛି ଟିମ୍ ଇଣ୍ଡିଆ । ବାଂଲାଦେଶ, ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ପରେ ହାଇପ୍ରୋଫାଇଲ୍ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ । ମାନେ ଟିମ୍ ଇଣ୍ଡିଆ ପାଇଁ ବ୍ୟସ୍ତବହୁଳ ଟେଷ୍ଟ ସିରିଜ୍ । ପ୍ରଥମେ…

ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇ ଅପରାଜେୟ ଭାବେ ସେମିରେ ପ୍ରବେଶ କଲା ଭାରତ

ହୁଲୁନବୁଇର: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ କ୍ରମାଗତ ୫ମ ବିଜୟ ସହ ଅପରାଜେୟ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନର ଏହା ପ୍ରଥମ ପରାଜୟ । ୮ମ ମିନିଟରେ ଅହମ୍ମଦ…

ସିଏଏସର ଶୁଣାଣୀ ବିରୋଧରେ ଆବେଦନ କରିବାକୁ ମନା କରିଥିଲେ ଭିନେଶ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ମହିଳା ରେସଲର ଅଧିକ ଓଜନ ଯୋଗୁ ଫାଇନାଲରେ ଖେଳିପାରି ନ ଥିଲେ । ଭିନେଶ ଏ ନେଇ କୋର୍ଟ ଅଫ ଆର୍ବିଟ୍ରେଶନ ଫର ସ୍ପୋଟ୍ସ ନିକଟରେ ଆବେଦନ କରିଥିଲେ । ସିଏଏସ ମଧ୍ୟ ତାଙ୍କ ବିପକ୍ଷରେ ଶୁଣାଣୀ କରିଥିଲେ । ଭିନେଶ କେସ ଲଢ଼ୁଥିବା ଭାରତର ପ୍ରତିଷ୍ଠିତ…