Latest Odisha News

BREAKING NEWS

Browsing Category

ଖେଳ

ଓଡ଼ିଶାର ବିକାଶ ସ୍ୱରୂପ ପତି ହେଲେ ବିସିସିଆଇ ମ୍ୟାଚ୍ ରେଫରି

ଭୁବନେଶ୍ୱର: ଓଡ଼ିଶା ରଣଜୀ ଟ୍ରଫିର ପୂର୍ବତନ ଖେଳାଳି ବିକାଶ ସ୍ୱରୂପ ପତି ବିସିସିଆଇ ମ୍ୟାଚ୍ ରେଫରି ଭାବେ ମନୋନୀତ ହୋଇଛନ୍ତି। ୩୭ ବର୍ଷୀୟ ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଏହି ସଫଳତା ସହିତ ଓଡ଼ିଶାର ପଞ୍ଚମ ମ୍ୟାଚ୍ ରେଫରି ହୋଇଛନ୍ତି। ବିସିସିଆଇ ମ୍ୟାଚ୍ ରେଫରୀଙ୍କ ପ୍ୟାନେଲରେ…

ଡେଭିଡ ମିଲରଙ୍କ ଉପରେ ଖସିଲା ଦୁଃଖର ପାହାଡ଼: କ୍ୟାନସର ପୀଡ଼ିତା ଝିଅ ଆରପାରିରେ

ନୂଆଦିଲ୍ଲୀ: ରାଞ୍ଚି ମ୍ୟାଚ ପୂର୍ବରୁ ଭାରତକୁ କ୍ରିକେଟ ଖେଳିବାକୁ ଆସିଥିବା ସାଉଥ ଆଫ୍ରିକା ଷ୍ଟାର ବ୍ୟାଟସମ୍ୟାନ ଡେଭିଡ ମିଲରଙ୍କ ଉପରେ ଦୁଃଖର ପାହାଡ଼ ଖସିଛି । ଆଉ ସେ ଦୁଃଖ ହେଲା ତାଙ୍କ ଝିଅର ଅକାଳ ବିୟୋଗ ଘଟିଛି । କ୍ୟାନସର ପୀଡିତା ଝିଅ ତାଙ୍କୁ ଛାଡି ଚାଲିଯାଇଥିବାରୁ ସେ ଦୁଃଖଭରା…

ଆଉ ତିନି ଦିନ ପରେ ଅଣ୍ଡର-୧୭ ପିଫା ମହିଳା ବିଶ୍ବକପ୍

ଭୁବନେଶ୍ବର: ଫୁଟବଲ୍ ବିଶ୍ବକପ ପାଇଁ ବିଶ୍ୱର ଶ୍ରେଷ୍ଠ ଟିମଗୁଡ଼ିକ ରାଜଧାନୀରେ ପହଁଚିଥିବା ବେଳେ ଭୁବନେଶ୍ବରରେ ଖେଳାଳିଙ୍କ ପ୍ରାକ୍ଟିସ ପାଇଁ ନୂଆ ଷ୍ଟାଡିୟମ ମଧ୍ୟ ପ୍ରସ୍ତୁତି ସରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟୁଇଟ କରି ଖୁସି ପ୍ରକଟ କରିଛନ୍ତି । ଏହି ବିଶ୍ବସ୍ତରୀୟ…

ଟିମ ଇଣ୍ଡିଆ ପାଇଁ ରାହୁ ସାଜିଛି ବିଶ୍ରାମ

ପୁରୀ: ୨୦୦୭ ପ୍ରାରମ୍ଭିକ ସଂସ୍କରଣ ପରେ ୧୫ ବର୍ଷ ହେବ କ୍ରିକେଟପ୍ରେମୀ ଭାରତର ଟି୨୦ ବିଶ୍ୱକପ ବିଜୟକୁ ଚାତକ ପରିି ଚାହିଁ ବସିଛନ୍ତିି । ପଦ୍ମ ଘୁଂଚି ଘୁଂଚି ଯାଉଛି.... ଅଥଚ କପ ହାତକୁ ଆସୁନି । ଅଧିନାୟକ ବଦଳଠାରୁ ଆରମ୍ଭ କରି ଖେଳାଳିଙ୍କୁ ଏଥିପାଇଁ ଯଥେଷ୍ଟ ବିଶ୍ରାମ ଦିଆଯାଇଛି । ତଥାପି…

ପ୍ରଥମ ଦିନିକିଆରେ ଭାରତକୁ ୯ ରନ୍‌ରେ ହରାଇଲା ସାଉଥ ଆଫ୍ରିକା

ଲକ୍ଷ୍ନୈା: ପ୍ରଥମ ଦିନିକିଆରେ ବିଜୟ ହାସଲ କରିଛି ସାଉଥ ଆଫ୍ରିକା । ଟିମ୍ ଇଣ୍ଡିଆକୁ ୯ ରନ୍‌ରେ ହରାଇଛି ସାଉଥ ଆଫ୍ରିକା । ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡ଼ିୟମରେ ବର୍ଷା କାରଣରୁ ଆଜିର ମ୍ୟାଚ ୪୦ ଓଭର ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୦ ଓଭରରେ ୪…

ଭାରତକୁ ୨୫୦ ରନର ଟାର୍ଗେଟ ଦେଲା ସାଉଥ ଆଫ୍ରିକା

ଲକ୍ଷ୍ନୌ: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୨୫୦ ରନର ଟାର୍ଗେଟ ଦେଇଛି ସାଉଥ୍ ଆଫ୍ରିକା।  ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ୨୪୯ ରନ କରିବାକୁ ସକ୍ଷମ ହୋଇଛି ସାଉଥ ଆଫ୍ରିକା। ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବର୍ଷା ପାଇଁ ବିଳମ୍ଭରେ ଖେଳ ଆରମ୍ଭ ହୋଇଥିଲା । ବର୍ଷାବାଧିତ…

ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ବାହିନୀ

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି । ମୁମ୍ବାଇରୁ ଟିମ ମ୍ୟାନେଜମେଂଟଙ୍କ ସହ ସମସ୍ତ ଖେଳାଳି ବିଳମ୍ଭିତ ରାତିରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ଜିତିଛି।…

ପୁନର୍ବାର ବାପା ହେଲେ କ୍ରିକେଟର ରାହାଣେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ପୁନର୍ବାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାହାଣେଙ୍କ ପତ୍ନୀ ରାଧିକା ବୁଧବାର ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସୋସିଆଲ ମିଡିଆରେ ରାହାଣେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସେ ଏ ନେଇ ଏକ…

ଡାକ୍ତରଖାନାରେ ଭର୍ତି ହେଲେ ଗାଙ୍ଗୁଲିଙ୍କ ପତ୍ନୀ ଡୋନା

କୋଲକାତା: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଅସୁସ୍ଥତା କାରଣରୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରାରମ୍ଭିକ ଚିକିତ୍ସାରେ ତାଙ୍କୁ ଚିକନଗୁନିଆ ହୋଇଥିବା ଅନୁମାନ କରାଯାଉଛି । ସାମାନ୍ୟ ଜ୍ୱର ରହିଥିଲେ ମଧ୍ୟ ତାଙ୍କ…

ଏଫଆଇଏଚ ପୁରସ୍କାର: ବର୍ଷର ଶ୍ରେଷ୍ଠ ଗୋଲକିପର ହେଲେ ଭାରତର ଶ୍ରୀଜେଶ, ପୁନିଆ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ) ବୁଧବାର ଭାରତର ଅଭିଜ୍ଞ ଖେଳାଳି ପିଆର ଶ୍ରୀଜେଶ ଓ ସବିତା ପୁନିଆଙ୍କୁ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଗୋଲକିପର ଭାବେ ଚୟନ କରିଛି । ଭୋଟିଂ ପ୍ରକ୍ରିୟାରେ ୩୧ ବର୍ଷୀୟ ଶ୍ରୀଜେଶଙ୍କୁ ୩୯.୯ ଅଙ୍କ ମିଳିଥିଲା । ସେ କ୍ରମାଗତ…