Latest Odisha News

BREAKING NEWS

Browsing Category

ଖେଳ

ସଚିନଙ୍କ ଏହି ରେକର୍ଡ ଭଙ୍ଗ କରିବାକୁ କୋହଲିଙ୍କୁ ଆବଶ୍ୟକ ୫୮ ରନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ପରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାକୁ ଯାଉଛନ୍ତି । ଏହି ସିରିଜ ୧୯ ଡିସେମ୍ବରରୁ ଆରମ୍ଭ ହେବ । କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୭୦୦୦ ରନ ପୂର୍ଣ୍ଣ କରିବାଠାରୁ ଆଉ ୫୮ ରନ ଦୂରରେ…

ବିଶ୍ୱକପ ୨୦୨୩: ଭାରତୀୟ ଅର୍ଥବ୍ୟବସ୍ଥାରେ ୧୧ ହଜାର ୬୩୭ କୋଟିର ଯୋଗଦାନ

ନୂଆଦିଲ୍ଲୀ: ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆୟୋଜନ କରିବା ଭାରତକୁ ଫାଇଦାରେ ରଖିଛି । ଆର୍ଥୀକ ରୂପରେ ଏହି ଦିିନକିଆ ବିଶ୍ୱକପ କ୍ରିକେଟର ସବୁଠାରୁ ବଡ ଆୟୋଜନ ଭାବେ ସାବ୍ୟସ୍ତ ହୋଇଛି । ଏହି ବିଶ୍ୱକପ ଭାରତକୁ ୧୧ ହଜାର ୬୩୭ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛି । ଗତ ବର୍ଷ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସେମିରେ ଭାରତ

ନୂଆଦିଲ୍ଲୀ: ମିଡଫିଲ୍ଡର ରାଜକୁମାର ପାଲଙ୍କ ହ୍ୟାଟ୍ରିକ ଗୋଲ ସହାୟତାରେ ଚୀନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ୮-୧ ଗୋଲରେ ମାଲେସିଆକୁ ପରାସ୍ତ କରିଛି । ଏଥିସହ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ସମ୍ପୂର୍ଣ୍ଣ ଏକତରଫା ମୁକାବିଲାରେ ରାଜକୁମାର…

ଡାଇମଣ୍ଡ ଲିଗ: ନୀରଜ, ଅବିନାଶଙ୍କ ଉପରେ ରହିବ ନଜର

ବ୍ରୁସେଲ୍ସ: ଏଠାରେ ହେବାକୁ ଥିବା ଡାଇମଣ୍ଡ ଲିଗ ଫାଇନାଲରେ ଭାରତର ୨ ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଓ ଅବିନାଶ ସାବଲେ ଅଂଶଗ୍ରହଣ କରିବେ । ଜାଭେଲିନ ଥ୍ରୋରେ ନୀରଜ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଥିବା ବେଳେ ୨୯ ବର୍ଷୀୟ ସାବଲେ ପ୍ରଥମ ଥର ପାଇଁ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସାବଲେ ୩୦୦୦ ମିଟର…

ପୂମସି ଇଭେଣ୍ଟରେ ଓଡିଶା ଟାଏକୋଣ୍ଡୋ ଟିମ ଚାମ୍ପିୟନ

ଭୁବନେଶ୍ୱର: ଉତ୍ତର ପ୍ରଦେଶ ଆଗ୍ରା ଠାରେ ସେପ୍ଟେମ୍ବର ମାସ ୮ ରୁ ୧୦ ତାରିଖ ପର‌୍ୟନ୍ତ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ୪୧ତମ ଜୁନିଅର ଓ ୩୮ତମ ସବ ଜୁନିଅର ଜାତୀୟ କିରୋଗୀ ଓ ୧୪ତମ ଜୁନିଅର ଓ ୧୨ତମ ସବ ଜୁନିଅର ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି…

ପଦକ ଜିତି ଇତିହାସ ରଚିଲେ ଓଡିଶାର ମହିଳା ସନ୍ତରଣକାରୀ ଟିମ, ପ୍ରତ୍ୟୁଷାଙ୍କୁ ରୌପ୍ୟ

ଭୁବନେଶ୍ୱର: ଓଡିଶାର ମହିଳା ସନ୍ତରଣକାରୀ ଟିମ ଇତିହାସ ରଚିଛନ୍ତି । ମାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ସେମାନେ ରାଜ୍ୟ ପାଇଁ ପ୍ରଥମ ପଦକ ଜିତିଛନ୍ତି । ୪ ଗୁଣନ ୨୦୦ ଫ୍ରିଷ୍ଟାଇଲ ବିଭାଗରେ ଓଡିଶା ଟିମ ବ୍ରୋଞ୍ଜ ପଦକ ହାସଲ କରିଛି । ପ୍ରତ୍ୟୁଷା ରାୟ, ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଫଆଇଏଚ ସଭାପତି: ହକିର ବିକାଶ ପାଇଁ ଓଡିଶାର ଅବଦାନକୁ କଲେ ପ୍ରଶଂସା

ଭୁବନେଶ୍ୱର: ଆନ୍ତର୍ଜାତୀୟ ହକି ଫେଡେରେଶନ ସଭାପତି ଟାୟବ ଇକ୍ରାମ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଏହି ଅବସରରେ ଆନ୍ତର୍ଜାତୀୟ ହକି ପ୍ରତି ଓଡିଶାର ଅବଦାନକୁ ସେ ପ୍ରଶଂସା କରିଥିଲେ । ଆଗକୁ ମଧ୍ୟ ହକିର ବିକାଶ ଏକତ୍ର କାମ କରିବୁ ବୋଲି ସେ କହିଛନ୍ତି । ଆଗକୁ…

ଆସନ୍ତୁ ଜାଣିବା ଭାରତ କିପରି କାଟିବ ଡବ୍ଲ୍ୟୁଟିସି ଫାଇନାଲ ଟିକେଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଘରୋଇ ପରିବେଶରେ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇ ସାରିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ନିମନ୍ତେ ଭାରତ ପାଇଁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ । ରୋହିତ ଶର୍ମା…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବାଦ ପଡିଲେ ୨ ବିଶ୍ୱବିଜେତା ଟିମ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି । ପାକିସ୍ତାନ ଏହାର ଆୟୋଜକ ରହିଛି । ଚାମ୍ପିୟନ୍ସ ଟ୍ରଫିରେ ଓଭରାଲ ୮ଟି ଟିମ ଅଂଶଗ୍ରହଣ କରିବେ । ଏଥର ୨ ବିଶ୍ୱବିଜେତା ଟିମ ଏଥିପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ୬ଟି…

ଦୁଲୀପ ଟ୍ରଫି: ଦ୍ୱିତୀୟ ରାଉଣ୍ଡ ପାଇଁ ଘୋଷଣା ହେଲା ଟିମ

ନୂଆଦିଲ୍ଲୀ: ଦୁଲୀପ ଟ୍ରଫି ୨୦୨୪ ଖେଳୁଥିବା ଟିମଗୁଡିକ ମଧ୍ୟରୁ କେତେଜଣ ଖେଳାଳି ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଫଳରେ ଦ୍ୱିତୀୟ ରାଉଣ୍ଡ ପାଇଁ ମଙ୍ଗଳବାର ୪ଟି ଟିମରେ କେତେକ ପରିବର୍ତନ କରାଯାଇଛି । ୧୨ ସେପ୍ଟମ୍ବରରୁ ଅନନ୍ତପୁରରେ ଏହି ପର୍ଯ୍ୟାୟର…