Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ ୨୦୨୫: ପ୍ଲେ ଅଫରେ ପ୍ରବେଶ କଲେ ଏହି ୪ଟି ଟିମ

ମୁମ୍ବାଇ: ଆଇପିଏଲ ୨୦୨୫ରେ ୪ଟି ଟିମ ଟିମ ପ୍ଲେ ଅଫରେ ପ୍ରବେଶ କରିଛନ୍ତି । ଏହି ଟିମଗୁଡିକ ହେଲା ଗୁଜରାଟ ଟାଇଟାନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଏଥର ପଂଏଟ ଟେବୁଲର ଶେଷ ସ୍ଥାନରେ ରହିଛି । ଗୁଜରାଟ…

ଟି୨୦ରେ ସୂର୍ଯ୍ୟକୁମାରଙ୍କ ଆଉ ଏକ ସଫଳତା

ମୁମ୍ବାଇ: ସୂର୍ଯ୍ୟକୁମାର ଯାଦବ ଚଳିତ ଆଇପିଏଲରେ ନିଜ ନାମରେ ଆଉ କୀର୍ତିମାନ ଯୋଡିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ସେ ଟି୨୦ କ୍ରିକେଟରେ କ୍ରମାଗତ ୨୫ରୁ ଊର୍ଦ୍ଧ୍ୱ ରନ କରିବାରେ ଟେମ୍ବା ବାଭୁମାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଏହି…

ଆଇପିଏଲରେ ସର୍ବାଧିକ ମ୍ୟାଚ ହାରିଲେ ଧୋନୀ

ଚେନ୍ନାଇ: ଆଇପିଏଲ ଇତିହାସରେ ଶ୍ରେଷ୍ଠ ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଟାଇଟଲ ହାସଲ କରିଛି । ତେବେ ଏହା ସତ୍ୱେ ଧୋନୀଙ୍କ ନାମରେ ଏକ ଅଲୋଡା ରେକର୍ଡ ମଧ୍ୟ ରହିଛି । ସେ ଆଇପିଏଲ ଇତିହାସରେ ସର୍ବାଧିକ…

ଏଥର ତାହା ହେଲେ ଧୋନୀ ନେବେ ନାହିଁ ଅବସର….ସୂଚନା ଦେଲେ

ଚେନ୍ନାଇ: ଆଇପିଏଲ ୨୦୨୫ରେ ୫ ଥର ବିଜେତା ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଧୋନୀ ଏଥର ଆଇପିଏଲରୁ ଅବସର ନେବେ ବୋଲି ଆଲୋଚନା ଜୋର ଧରିଥିଲା । ନିୟମିତ ଅଧିନାୟକ ରିତୁରାଜ ଗାଏକ୍ୱାଡଙ୍କ ଅନୁପସ୍ଥିତିରେ ସେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ । ପ୍ଲେ ଅଫରୁ ବାଦ ପଡିବା ପରେ…

ଟି୨୦ରେ ଧୋନୀ ମାରିଲେ ୩୫୦ ଛକା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ମହେନ୍ଦ୍ର ସିଂ ଧୋନୀ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଟି୨୦ କ୍ରିକେଟରେ ୩୫୦ ଛକା ପୂରଣ କରିଛନ୍ତି । ଏଥିସହ ସେ ୪ର୍ଥ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ…

୨୭ କୋଟିର ପନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରଶଂସକଙ୍କୁ କଲେ ନିରାଶ

ଲକ୍ଷ୍ନୌ: ଆଇପିଏଲ ୨୦୨୫ ମେଗା ନିଲାମରେ ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ୨୭ କୋଟି ଟଙ୍କାରେ ଟିମରେ ନେଇଥିଲା । ତେବେ ପନ୍ତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ଉଭୟ ପ୍ରଶଂସକ ଓ ଫ୍ରାଂଚାଇଜରଙ୍କୁ ନିରାଶ କରିଛନ୍ତି । ପନ୍ତ ୧୧ ଇନିଂସରେ ୧୨…

ଏହି ସ୍ଥାନରେ ହେବ ଆଇପିଏଲ୍ ୨୦୨୫ର ଫାଇନାଲ ମ୍ୟାଚ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ଫାଇନାଲ୍ ପାଇଁ ସ୍ଥାନ ଚୂଡ଼ାନ୍ତ ହୋଇଛି। ଆଇପିଏଲର ୧୮ତମ ସିଜିନର ଟାଇଟଲ ମୁକାବିଲା ଆସନ୍ତା ଜୁନ୍ ୩ ତାରିଖରେ ଅନୁଷ୍ଠିତ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଆଇପିଏଲ୍ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା। ଏହି…

ବିଶୃଙ୍ଖଳିତ ଆଚରଣ ଯୋଗୁ ଆଇପିଏଲର ଗୋଟିଏ ମ୍ୟାଚରୁ ସସପେଣ୍ଡ ହେଲେ ଦିଗଭେଶ

ଲକ୍ଷ୍ନୌ: ବିଶୃଙ୍ଖଳିତ ଆଚରଣ ଯୋଗୁ ଲକ୍ଷ୍ନୌ ସୁପର ଜ୍ୟାଂଟସର ଦିଗଭେଶ ରାଠୀଙ୍କୁ ଗୋଟିଏ ମ୍ୟାଚରୁ ସସପେଣ୍ଡ କରାଯାଇଛି । ଏହା ବ୍ୟତୀତ ମ୍ୟାଚ ଫିର ୫୦ ପ୍ରତିଶତ ଅର୍ଥ ଜରିମାନା ବାବଦକୁ କଟାଯାଇଛି । ମେ ୧୯ରେ ଲକ୍ଷ୍ନୌ ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ଅବସରରେ ଦିଗଭେଶ ଓ…

ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ଆଶାକୁ ଚୂରମାର କଲା ହାଇଦ୍ରାବାଦ

ଲକ୍ଷ୍ନୌ: ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ଆଶାକୁ ଚୂରମାର କରି ଦେଇଛି। ଆଇପିଏଲ ୨୦୨୫ରେ ଲକ୍ଷ୍ନୌର ଏହା ସପ୍ତମ ପରାଜୟ ଥିଲା, ଯାହା ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରି ଦେଇଛି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ…

କୋହଲି କ୍ରିକେଟଠାରୁ ଦୂରକୁ ଚାଲିଯିବେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଗତ ବର୍ଷ ସେ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଥିଲେ । ଏବେ ସେ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବେ । ଇତି ମଧ୍ୟରେ ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଏକ ଚିନ୍ତାଜନକ ବୟାନ…