Latest Odisha News

BREAKING NEWS

Browsing Category

ଖେଳ

ରୋହିତଙ୍କ ପରେ ଟିମ ଇଣ୍ଡିଆର ଅଧିନାୟକ ଦୌଡରେ ପନ୍ତ, ଗିଲ ଆଗରେ

ମୁମ୍ବାଇ: ଟି୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ରୋହିତ ଏବେ ଟେଷ୍ଟ ଏବଂ ଦିନିକିଆ କ୍ରିକେଟରେ ଦଳର ନେତୃତ୍ୱ ନେଉଛନ୍ତି । ରୋହିତଙ୍କ ପରେ ଟିମ ଇଣ୍ଡିଆର ନିୟମିତ ଅଧିନାୟକ କିଏ ହେବ…

ନାଡାକୁ କୋର୍ଟକୁ ଭିଡିଲେ ବଜରଙ୍ଗ ପୂନିଆ

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଓ ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୂନିଆ ତାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧ ନେଇ ନାଡାକୁ କୋର୍ଟକୁ ଭିଡିଛନ୍ତି । ତାଙ୍କୁ ଅସ୍ଥାୟୀ ଭାବେ କରାଯାଇଥିବା ନିଲମ୍ବନ ଆଦେଶ ଉପରେ ନାଡା ପୂର୍ନବିଚାର କରୁ ବୋଲି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି ।…

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଏହି ୩ ରେକର୍ଡ ଉପରେ କୋହଲିଙ୍କ ନଜର

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି । ଏହି ସିରିଜ ପାଇଁ ସିନିୟର ଖେଳାଳିଙ୍କ ଜାତୀୟ ଦଳକୁ ପ୍ରତ୍ୟାବର୍ତନ ହୋଇଛି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ସିରିଜରେ ୩ଟି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିବେ । କୋହଲି ଏବେ…

୧୦ ବର୍ଷ ପରେ ଇଂଲଣ୍ଡକୁ ତାର ମାଟିରେ ହରାଇଲା ଶ୍ରୀଲଙ୍କା

ଦି ଓଭାଲ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ଐତିହାସିକ ବିଜୟ ହାସଲ କରିଛି । ୧୦ ବର୍ଷ ପରେ ଇଂଲଣ୍ଡକୁ ତାର ମାଟିରେ ଶ୍ରୀଲଙ୍କା ହରାଇଛି । ଏହା ପୂର୍ବରୁ ୨୦୧୪ରେ ଲିଡ୍ସ ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିଜୟୀ ହୋଇଥିଲା । ପାଥୁନ ନିଶାଙ୍କଙ୍କ ଆକର୍ଷଣୀୟ…

ଜ୍ୟାକ୍ସ କାଲିସ ହୋଇପାରନ୍ତି କେକେଆର ମେଂଟର

କୋଲକାତା: ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଜ୍ୟାକ୍ସ କାଲିସ ଆଇପିଏଲର ଆଗାମୀ ସଂସ୍କରଣରେ କୋଲକାତା ନାଇଟର୍ସର ମେଂଟର ହୋଇପାରନ୍ତି । ଏକ ବେଙ୍ଗଲ ଖବରକାଗଜରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଗୌତମ ଗମ୍ଭୀର ଭାରତୀୟ ଦଳର କୋଚ ହେବା ପରେ ଏବେ ଏହି ସ୍ଥାନ ଖାଲି ପଡିଛି । କାଲିସ…

ଏସିଆନ ଚାମ୍ପିୟନ୍ସ ଟ୍ରଫି: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ବେଜିଂ: ଭାରତୀୟ ହକି ଟିମ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ସୋମବାର ହୁଲୁନବୁଝୁରରେ ଅନୁଷ୍ଠିତ ଜାପାନ ବିପକ୍ଷ ମୁକାବିଲାକୁ ଭାରତ ୫-୧ରୋ ଜିତି ନେଇଛି । ଏହା ପୂର୍ବରୁ ଉଦଘାଟନୀ ମୁକାବିଲାରେ ଭାରତ ଆୟୋଜେକ ଚୀନକୁ ୩-୦ରେ…

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ପନ୍ତ ଫେରିଲେ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ରୋହିତ ଶର୍ମା ନେତୃତ୍ୱାଧୀନ ୧୬ ଜଣିଆ ଦଳରେ ରିଷଭ ପନ୍ତ ଦୀର୍ଘ ଦିନ ପରେ ଟେଷ୍ଟ ଟିମକୁ ଫେରିଛନ୍ତି । ଦୁଲୀପ ଟ୍ରଫିର ପ୍ରଦର୍ଶନକୁ ଭିତି କରି ଏହି ଦଳ ଚୟନ କରାଯାଇଛି । ବାଂଲାଦେଶ…

ଐତିହାସିକ ପ୍ରଦର୍ଶନ ସହ ଭାରତ ଶେଷ କଲା ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ଅଭିଯାନ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ ଶେଷ ହୋଇଯାଇଛି । ଭାରତ ଏହି ସଂସ୍କରଣରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଛି । ଟିମ ଇଣ୍ଡିଆ ଓଭରାଲ ୨୯ ପଦକ ହାସଲ କରିଛି । ଏଥିରେ ୭ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୩ ବ୍ରୋଞ୍ଜ ପଦକ ସାମିଲ । ଭାରତ ପଦକ ତାଲିକାରେ ୧୮ତମ ସ୍ଥାନରେ ରହି…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚୀନ ବିପକ୍ଷରେ ଭାରତର ସହଜ ବିଜୟ

ବେଜିଂ: ଚୀନରେ ଆୟୋଜିତ ହେଉଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତ ୩-୦ ଗୋଲରେ ଆୟୋଜକ ଦେଶକୁ ପରାସ୍ତ କରିଛି । ଭାରତ ସୋମବାର ଜାପାନକୁ ଭେଟିବ । ଚାମ୍ପିୟନ ଟିମ ଇଣ୍ଡିଆ…

ହଠାତ ଅବସର ଘୋଷଣା କଲେ ମୋଇନ ଅଲୀ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ ହଠାତ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିବାରୁ ସେ ମନ ଦୁଃଖରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଟି୨୦ ବିଶ୍ୱକପ ସେମିଫାଇନାଲରେ ସେ…