Latest Odisha News

BREAKING NEWS

Browsing Category

ଖେଳ

ନିର୍ଦ୍ୱନ୍ଦ୍ୱରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେଲେ ଦିଲୀପ ତିର୍କୀ

ଭୁବନେଶ୍ୱର: ହକି ଇଣ୍ଡିଆର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଦିଲୀପ ତିର୍କୀ । ହକି ଇଣ୍ଡିଆର ସଭାପତି ପଦ ପାଇଁ ଦିଲୀପ ତିର୍କୀଙ୍କ ସହ ଉତ୍ତରପ୍ରଦେଶ ହକି ମୁଖ୍ୟ ରାକେଶ କଟ୍ୟାଲ ଓ ଝାଡ଼ଖଣ୍ଡର ଭୋଳା ନାଥ ସିଂହ ନାମାଙ୍କନ କରିଥିଲେ । ଆଜି ଥିଲା ନାମାଙ୍କନ ପ୍ରତ୍ୟାହାରର…

ଟି୨୦ରେ ବାବର-ରିଜୱାନଙ୍କ ବିଶ୍ୱରେକର୍ଡ

ଲାହୋର: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ପାକିସ୍ତାନର ଦୁଇ ଓପନର ବାବର ଆଜମ ଓ ମହମ୍ମଦ ରିଜୱାନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ମୁକାବିଲାରେ ଉଭୟ ଓପନିଂ ପାର୍ଟନରଶିପରେ ୧୧୭ ବଲରେ ଅପରାଜିତ ୨୦୩ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଛନ୍ତି । ୨୦୦ରୁ ଊର୍ଦ୍ଧ୍ୱ…

ବିଶ୍ୱକପ୍ ହକି ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ୮୭୫କୋଟିକୁ ଟପିଲା

ଭୁବନେଶ୍ବର: ଆଜି କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଅନୁମୋଦନ କରିଛନ୍ତି ସରକାର । ତେବେ ୨୦୨୩ ବିଶ୍ୱକପ୍ ହକି ନିମନ୍ତେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ଗତ ବର୍ଷ ଯେତିକି ଆକଳନ କରାଯାଇଥିଲା ତାହା  ବର୍ଷକ ମଧ୍ୟରେ ୨ଗୁଣ ବୃଦ୍ଧି ପାଇଛି ।  କଳିଙ୍ଗ…

ଓଡିଶା ଜୁନିୟର ପୁରୁଷ ହକି ଚାମ୍ପିୟନଶିପ: ସୁନ୍ଦରଗଡ-ଦେଓଗଡ ଫାଇନାଲ

ଭୁବନେଶ୍ୱର: ଓଡିଶା ରାଜ୍ୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପର ଫାଇନାଲ ମ୍ୟାଚ ସୁନ୍ଦରଗଡ ଓ ଦେଓଗଡ ମଧ୍ୟରେ ଖେଳାଯିବ । ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାର ପ୍ରଥମ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏଥିରେ ସୁନ୍ଦରଗଡ ୨-୧ ଗୋଲରେ ସମ୍ବଲପୁରକୁ ପରାସ୍ତ କରିଥିଲା । ସେହିପରି…

ରାହୁଲ, ରୋହିତଙ୍କ ଅତ୍ୟଧିକ ପରୀକ୍ଷଣ ଯୋଗୁ ହାତଛଡା ହୋଇଯିବ କି ଟି୨୦ ବିଶ୍ୱକପ

ପୁରୀ: ଟି୨୦ ବିଶ୍ୱକପ ଆଉ ଅଳ୍ପ ଦିନ ଥିବା ବେଳେ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟସ୍ତ ବିବ୍ରତ କରାଇ ସାରିଲେଣି । ଟି୨୦ କ୍ରିକେଟର ଏକ ନମ୍ବର ଟିମ ଶେଷ ୪ଟି ମୁକାବିଲାରେ ୩ଟିରେ ପରାଜିତ ହୋଇଛି । ତେବେ ଭୁଲ କେଉଁଠାରେ ରହୁଛି ? ବିସିସିଆଇ କୋଚ, ଅଧିନାୟକଠାରୁ ଆରମ୍ଭ କରି…

ଓଡିଶାରେ ଏଆଇଏଫଏଫ ସଭାପତି ଓ ସମ୍ପାଦକ , ଫାଓ ପକ୍ଷରୁ ସମ୍ବର୍ଦ୍ଧନା

କଟକ: ଓଡିଶା ଗସ୍ତରେ ଆସିଛନ୍ତି  ସର୍ବ ଭାରତୀୟ ଫୁଟବଲ ମହାସଂଘର ନବ ନିର୍ବାଚିତ ସଭାପତି ଓ ସମ୍ପାଦକ । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟ ରେ କିପରି ଫୁଟବଲ କ୍ରୀଡ଼ାର ବିକାଶ ହେବ ସେନେଇ ଆଲୋଚନା କରିଥିଲେ  । ଏହା ପରେ କଳିଙ୍ଗ ଷ୍ଟାଡିୟମ ବୁଲିବା ସହ  କ୍ରୀଡା ସଚିବ…

ଇଂଲଣ୍ଡ ଗସ୍ତରେ ଭାରତୀୟ ମହିଳା କ୍ରିକେଟ ଟିମ୍ ର ଦମଦାର ବିଜୟ

ଇଂଲଣ୍ଡ : ଦ୍ୱିତୀୟ ଦିନିକିଆରେ ହର୍ମନପ୍ରୀତ କୌରଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତୀୟ ମହିଳା ଟିମ୍ ଇଂଲଣ୍ଡକୁ ତ ୮୮ ରନରେ ପରାସ୍ତ କରିଛି । ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ କ୍ୟାପଟେନ ହର୍ମନପ୍ରୀତ କୈାରଙ୍କ ବିସ୍ଫୋରକ…

ଦିନିକିଆ କ୍ରିକେଟରେ ଦ୍ରୁତତମ ୩୦୦୦ ରନ୍ ପୂରଣ କଲେ ସ୍ମୃତି ମନ୍ଧାନା

ଇଂଲଣ୍ଡ: ଆଜି ଭାରତୀୟ ମହିଳା କ୍ରିକେଟ ଖେଳାଳି ସ୍ମୃତି ମନ୍ଧାନା ନିଜର ୭୬ ତମ ଇନିଂସରେ  ୩୦୦୦ ରନ୍ କରି  ଭାରତ ପାଇଁ ରେକର୍ଡ କରିଛନ୍ତି । ଓପନର ବ୍ୟାଟ୍ସମ୍ୟାନ୍ ସ୍ମୃତି ଦିନିକିଆ ଆନ୍ତର୍ଜାତୀୟ ଫର୍ମାଟରେ ୩୦୦୦ ରନ୍ ମାଇଲଖୁଣ୍ଟ ଅତିକ୍ରମ କରି ମହିଳା ଭାରତୀୟ ଭାବେ ତୃତୀୟ ଭାରତୀୟ ଖେଳାଳି…

ଆସନ୍ତୁ ଜାଣିବା ୨୦୨୩, ୨୫ରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ କେଉଁଠାରେ ଖେଳାଯିବ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୁଧବାର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ କେଉଁଠାରେ ଖେଳାଯିବ ତାହା ସ୍ପଷ୍ଟ କରିଛି । ଆସନ୍ତା ବର୍ଷ ଫାଇନାଲ ମ୍ୟାଚ ଲଣ୍ଡନର ଦି ଓଭାଲରେ ଏବଂ ୨୦୨୫ ସଂସ୍କରଣ ଲର୍ଡସରେ ଖେଳାଯିବ । ଆଇସିସି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟେଫ ଏଲର୍ଡିସ ଏହା…

ଆପଣ ଜାଣନ୍ତି କି ଏହି କ୍ରିକେଟରଙ୍କୁ, ଯାହାଙ୍କର ରହିଛି ୫୦୦ରୁ ଅଧିକ ଗର୍ଲଫ୍ରେଣ୍ଡ

ଭୁବନେଶ୍ୱର: ବିଶ୍ୱ କ୍ରିକେଟରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ କି ସେମାନଙ୍କ ପ୍ରଦର୍ଶନ ବଳରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ କିଣିଛନ୍ତି । ଏହା ବ୍ୟତୀତ ଆହୁରି କେତେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କ ଷ୍ଟାରଡମକୁ ବ୍ୟଳସପୂର୍ଣ୍ଣ ଢ଼ଙ୍ଗରେ କାଟିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ…