Latest Odisha News

BREAKING NEWS

Browsing Category

ଖେଳ

ୱିଜଡେନ ବାଛିଲା ଶ୍ରେଷ୍ଠ ଟେଷ୍ଟ ଏକାଦଶ: ବୁମରାହ ଅଧିନାୟକ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ପତ୍ରିକା ୱିଜଡେନ ୨୦୨୪ର ଶ୍ରେଷ୍ଠ ଟେଷ୍ଟ ଏକାଦଶ ଚୟନ କରିଛି । ଏହି ଏକାଦଶରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ଅଧିନାୟକ ଭାବେ ଚୟନ କରାଯାଇଛି । ଏହି ଦଳରେ ଓଭରାଲ ୩ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ସେମାନେ ହେଲେ ବୁମରାହ, ଯଶସ୍ୱୀ…

ପନ୍ତ ହେଲେ ଲକ୍ଷ୍ନୌ ସୁପର ଜ୍ୟାଂଟସର ଅଧିନାୟକ

ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ପାଇଁ ଲକ୍ଷ୍ନୌ ସୁପର ଜ୍ୟାଂଟସ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଧିନାୟକ ରିଷଭ ପନ୍ତଙ୍କୁ ଏବେ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଫ୍ରାଂଚାଇଜର ମାଲିକ ସଞ୍ଜୀବ ଗୋୟନକା ଏହି ଘୋଷଣା କରିଛନ୍ତି ।…

ଟିମ ଇଣ୍ଡିଆ ସହ ଯୋଗ ଦେଲେ ସାମୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଟିମର ଅଭ୍ୟାସ ସେଶନ ଆରମ୍ଭ ହୋଇଛି । ଆଘାତରୁ ମୁକୁଳିଥିବା ମହମ୍ମଦ ସାମୀ ୧୪ ମାସ ପରେ ଟିମ ଇଣ୍ଡିଆ ସହିତ ଜଡିତ ହୋଇଛନ୍ତି । ସାମୀ ବାମ ଗୋଡରେ ବ୍ୟାଣ୍ଡେଜ ବାନ୍ଧି ଅଭ୍ୟାସ କରିଥିଲେ । ବୋଲିଂ କୋଚ ମୋର୍ଣ୍ଣେ ମୋର୍କେଲ ଦୀର୍ଘ ସମୟ ସାମୀଙ୍କ…

ବିବାହ କଲେ ନୀରଜ ଚୋପ୍ରା, ଗୋଲ୍ଡେନ୍ ବୟଙ୍କ ହୃଦୟ ଜିତିଥିବା ହିମାନୀ କିଏ?

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଜାଭଲିନର ଗୋଲ୍ଡେନ ବୟ ନୀରଜ ଚୋପ୍ରା। ହିମାନୀ ମୋରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି ନୀରଜ। ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଖେଳାଳି। ଫଟୋ ପୋଷ୍ଟ କରିବା ପରେ ସେ କ୍ୟାପସନରେ ଲେଖିଛନ୍ତି- ‘ମୋ ପରିବାର ସହିତ ଜୀବନର ଏକ ନୂତନ…

ଭାରତୀୟ ମହିଳା ଟିମ ଜିତିଲା ଖୋ ଖୋ ବିଶ୍ୱକପ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଖୋ ଖୋ ମହିଳା ବିଶ୍ୱକପରେ ଭାରତ ଚାମ୍ପିୟନ ହୋଇଛି । ଭାରତର ଏହା ପ୍ରଥମ ଟାଇଟଲ ରବିବାର ଖେଳା ଯାଇଥିବା ଫାଇନାଲରେ ଭାରତ ୭୮-୪୦ରେ ନେପାଳକୁ ପରାସ୍ତ କରିଥିଲା । ଟର୍ଣ୍ଣ ୧ ସୁଦ୍ଧା ଭାରତ ୩୪-୦ର ଅଗ୍ରଣୀ ରହି ବିପକ୍ଷ ଟିମକୁ…

ସହିଦ ଜବାର, ପ୍ରତ୍ୟାଶା ପାଇଲେ ଓସଜା ବାର୍ଷିକ ପୁରସ୍କାର

ଭୁବନେଶ୍ବର: ‘ବିଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ନିର୍ମ।ଣ କ୍ଷେତ୍ରରେ ବହୁ ଆଗକୁ ଯାଇଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣା ଉପରେ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି। ଓଡ଼ିଶା ସହ ମୋର ସଂପର୍କ ବହୁ ପୁରୁଣା । କଟକରେ ଆୟୋଜିତ ଜୁନିୟର ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ…

୨୬ ବଲ ଖେଳି ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: କୁଆଲଲୁମ୍ପୁରରେ ଚାଲିଥିବା ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଭାରତ ତାର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଟିମ ୧୩.୨ ଓଭରରେ ୪୪ ରନ କରି ଅଲଆଉଟ…

୩୮ତମ ଜାତୀୟ କ୍ରୀଡା ପ୍ରତିଯୋଗିତା: ଅଂଶଗ୍ରହଣ କରିବେ ଓଡିଶାରୁ ୩୦୧ ଆଥଲେଟ୍

ଭୁବନେଶ୍ବର: ୩୮ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଆସନ୍ତା ୨୮ରେ ଡେରାଡୁନର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଦଘାଟନ ହେବ । ଉଦଯାପନୀ ଉତ୍ସବ ଫେବୃଆରୀ ୧୪ରେ ଆୟୋଜନ ହେବ । ତେବେ ଏହି ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶାରୁ ୩୦୧ କ୍ରୀଡାବିତ୍ ଅଂଶଗ୍ରହଣ କରିବେ ଓ ୭୫ଜଣ ସପୋର୍ଟ…

ଖୋଖୋ ବିଶ୍ବକପ :ଆଜି ଟାଇଟଲ ଲଢେଇ, ଉଭୟ ବର୍ଗରେ ଭାରତ-ନେପାଳ ମୁହାଁମୁହିଁ

ନୂଆଦିଲ୍ଲୀ:ଖୋଖୋ ବିଶ୍ବକପର ପ୍ରଥମ ସଂସ୍କରଣର ଆଜି ଟାଇଟଲ ଲଢେଇ । ଆୟୋଜକ ଦଳ ଭାରତ, ଉଭୟ ବର୍ଗରେ ନିଜର ଆଧିପତ୍ୟ ଜାରି ରଖି ଫାଇନାଲରେ ପ୍ରବେଶ କରିଛି । ସ୍ଥାନୀୟ ଇନ୍ଦିରାଗାନ୍ଧୀ ଏରୋନରେ ଚାଲିଛି ଖୋଖୋ ବିଶ୍ବକପ୍ ର ପ୍ରଥମ ସଂସ୍କରଣ ଖେଳ । ଭାରତର ଉଭୟ ମହିଳା,ପୁରୁଷ ଦଳ ନିଜର ଦମଦାର୍…

କର୍ଣ୍ଣାଟକ ୫ମ ଥର ପାଇଁ ଜିତିଲା ବିଜୟ ହଜାରେ ଟ୍ରଫି

ଭଦୋଦରା: ଏଠାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ କର୍ଣ୍ଣାଟକ ୩୬ ରନରେ ବିଦର୍ଭକୁ ହରାଇ ଚାମ୍ପିୟନ ହୋଇଛି । କର୍ଣ୍ଣାଟକର ଏହା ୫ମ ବିଜୟ ହଜାରେ ଟ୍ରଫି । ପ୍ରଥମେ ବ୍ୟାଟିଂ କରି କର୍ଣ୍ଣାଟକ ୬ ୱିକେଟ ବିନିମୟରେ ୩୪୮ ରନ କରିଥିଲା । ଜବାବରେ ବିଦର୍ଭ କଡା ସଂଘର୍ଷ କରି…