Latest Odisha News

BREAKING NEWS

Browsing Category

ଖେଳ

ହଠାତ ଅବସର ଘୋଷଣା କଲେ ମୋଇନ ଅଲୀ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ ହଠାତ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିବାରୁ ସେ ମନ ଦୁଃଖରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଟି୨୦ ବିଶ୍ୱକପ ସେମିଫାଇନାଲରେ ସେ…

ଏସୀୟ ଅଲିମ୍ପିକ କାଉନ୍ସିଲ ପରିଷଦର ଅଧ୍ୟକ୍ଷ ହେଲେ ରଣଧୀର ସିଂ

ନୂଆଦିଲ୍ଲୀ: ଅଭିଜ୍ଞ କ୍ରୀଡା ପ୍ରଶାସକ ରଣଧୀର ସିଂ ପ୍ରଥମ ଭାରତୀୟ ଭାବେ ଏସୀୟ ଅଲିମ୍ପିକ ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଏହି ଭାରତୀୟ ଶୁଟରଙ୍କୁ ସମସ୍ତ ୪୫ ଦେଶର ଅଧିକାରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ତାଙ୍କୁ ଚୟନ କରାଯାଇଥିଲା । ୪ଟି ଏସୀୟ କ୍ରୀଡାର ଭାଗ ନେଇଥିବା…

ଜାତୀୟ ଶୁଟିଂ ଚୟନରେ ଶ୍ରୀୟଙ୍କାଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ: ଓଡିଶାର ଷ୍ଟାର ଶୁଟର ଶ୍ରୀୟଙ୍କା ଷଡଙ୍ଗୀ ଜାତୀୟ ଚୟନ ଶିବିରରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ମହିଳା ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ ଟ୍ରାଏଲ ୬ରେ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ନୂଆଦିଲ୍ଲୀର କରନି ସିଂ ଶୁଟିଂ ରେଂଜରେ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ ଇଣ୍ଡିଆ ପକ୍ଷରୁ…

ୟୁଏସ ଓପନ: ପୁରୁଷ, ମହିଳା ସିଙ୍ଗଲ୍ସ ଲାଇନଅପ ଚୂଡାନ୍ତ

ନ୍ୟୁୟର୍କ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଓ ମହିଳା ସିଙ୍ଗଲ୍ସ ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ଫାଇନାଲ ମ୍ୟାଚ ରବିବାର ଖେଳାଯିବ । ୨ଟି ଯାକ ବିଭାଗରେ ଏଥର ନୂଆ ଚାମ୍ପିୟନ ମିଳିବ । ୧୮ ବର୍ଷ ପରେ ପ୍ରଥମ ଆମେରିକୀୟ ଭାବେ ଟେଲର ଫ୍ରିଟଜ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ…

ଟେଷ୍ଟ କ୍ରିକେଟରେ ବିଶ୍ୱରେକର୍ଡ କଲେ ଓଲୀ ପୋପ

ଲଣ୍ଡନ: ଶ୍ରୀଲଙ୍କା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଓଲୀ ପୋପ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ କ୍ରିକେଟ ଇତିହାସର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ କ୍ୟାରିୟରର ପ୍ରଥମ ୭ଟି ଶତକ ଭିନ୍ନ ଭିନ୍ନ ଦେଶ ବିପକ୍ଷରେ ମାରିଛନ୍ତି । ଏହା ପୂର୍ବରୁ ଏ ଭଳି ପ୍ରଦର୍ଶନ କୌଣସି…

ଖେଲୋ ଇଣ୍ଡିଆ ସାଇକ୍ଲିଂ ଲିଗ: ଟ୍ରାକ ଇଭେଂଟରେ ସ୍ୱସ୍ତି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ପଞ୍ଜାବର ଅମ୍ରିତସରରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗରେ ଓଡିଶାର ସ୍ୱସ୍ତି ସିଂ ଟ୍ରାକ ଇଭେଂଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଉତରାଂଚଳ ଟ୍ରାକ ଇଭେଂଟର ୫୦୦ ମିଟର ବ୍ୟକ୍ତିଗତ ଇଭେଂଟରେ ସେ ୪୦.୦୯୬ ସେକେଣ୍ଡ ସମୟ ନେଇ ରେସ ସମ୍ପୂର୍ଣ୍ଣ କରି ସ୍ୱର୍ଣ୍ଣ…

ପାରାଅଲିମ୍ପିକ୍ସ: ହରଭିନ୍ଦର, ପ୍ରୀତି ହେବେ ଭାରତର ଧ୍ୱଜବାହକ

ପ୍ୟାରିସ: ସ୍ୱର୍ଣ୍ଣ ପଦକ ବିଜେତା ତୀରନ୍ଦାଜ ହରଭିନ୍ଦର ସିଂ ଓ ପାରାଅଲିମ୍ପିକ୍ସରେ ୨ଟି ପଦକ ଜିିତିଥିବା ଧାବିକା ପ୍ରୀତି ପାଲଙ୍କୁ ଉଦଯାପନୀ ଉତ୍ସବରେ ସମ୍ମାନଜନକ ଦାୟିତ୍ୱ ପ୍ରଦାନ କରାଯାଇଛି । ଉଭୟ ଉଦଯାପନୀ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ହରଭିନ୍ଦର ୨୦୨୧ ଟୋକିଓ ଗେମ୍ସରେ ବ୍ରୋଞ୍ଜ…

ଦୁଲୀପ ଟ୍ରଫିରେ ସଚିନଙ୍କ ରେକର୍ଡ ଭାଙ୍ଗିଲେ ମୂଶୀର ଖାଁ

ନୂଆଦିଲ୍ଲୀ : ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ମୂଶୀର ଖାଁ ପ୍ରଭାବିତ ପ୍ରଦର୍ଶନ କରିବା ପରେ ଏବେ ଦୁଲୀପ ଟ୍ରଫି ପଦାର୍ପଣରେ କମାଲ କରୁଛନ୍ତି । ସେ ଦୁଲୀପ ଟ୍ରଫି ପଦାର୍ପଣ ମ୍ୟାଚରେ କମ ବୟସରେ ସର୍ବାଧିକ ରନ ସଂଗ୍ରହ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୩୩ ବର୍ଷ ତଳର ରେକର୍ଡ…

ପାରା ଅଲିମ୍ପିକ୍ସ: ହାଇଜମ୍ପରେ ସ୍ୱର୍ଣ୍ଣ ଜିତିଲେ ପ୍ରବୀଣ କୁମାର

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଶୁକ୍ରବାର ପ୍ରବୀଣ କୁମାର ପୁରୁଷ ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଟି୬୪ ବିଭାଗରେ ଏହି ସଫଳତା ହାସଲ କରିଛନ୍ତି । ୨.୦୮ ମିଟର ଦୂରତାକୁ ଜମ୍ପ କରି ସେ ନୂତନ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି । ଚଳିତ ସଂସ୍କରଣରେ ଭାରତର ଏହା ଷଷ୍ଠ…

୨୭୪ଟି ବ୍ଲକରେ ସରିଛି ଷ୍ଟାଡିୟମ୍, ଷ୍ଟାଡିୟମ୍ ପାଇଁ ଆବଶ୍ୟକ ଅଧିକ ଅର୍ଥ – ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ମୋଟ୍ ୩୧୪ରୁ ୨୭୪ ବ୍ଲକରେ ଷ୍ଟାଡିୟମ୍ କାମ ଶେଷ ହୋଇଛି। ଆଜି ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏନେଇ ମନ୍ତ୍ରୀ କହିଛନ୍ତି, ୩୦ଟି ଷ୍ଟାଡିୟମ୍ କାମ ଚାଲିଛି, ୧୦ଟିର ଆଦୌ କାମ ଆରମ୍ଭ ହୋଇନି।…