Latest Odisha News

BREAKING NEWS

Browsing Category

ଖେଳ

ସପୋର୍ଟିଂ ଷ୍ଟାଫରେ ବିସିସିଆଇ କରିପାରେ ପରିବର୍ତନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେଂଟ୍ରାଲ କଂଟ୍ରାକ୍ଟ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇପାରେ । ମାର୍ଚ୍ଚ ୨୯ରେ ଗୌହାଟୀରେ ବିସିସିଆଇ ସେକ୍ରେଟାରୀ, କୋଚ ଏବଂ ଚୟନ କମିଟି ମୂଖ୍ୟଙ୍କୁ ନେଇ ବୈଠକ ଆୟୋଜିତ ହେବାକୁ ଅଛି । ରୋହିତ ଶର୍ମା, ବିରାଟ କୋହଲି ଓ…

ଚେନ୍ନାଇ -ମଦୁରାଇରେ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପ୍‌

ଚେନ୍ନାଇ: ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପକୁ ନେଇ ଆସିଲା ବଡ ଅପଡେଟ୍ । ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଖେଳାଯିବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଆଜି (ଶୁକ୍ରବାର ଦିନ) ସୂଚନା ଦେଇଛନ୍ତି ।…

ଆଇଟା-ଓଟିଏ ଟ୍ୟାଲେଂଟ ସିରିଜ: ସୂର୍ଯ୍ୟାଂଶ, ସାଇରାଂଶ ମାରିଲେ ବାଜି

ଭୁବନେଶ୍ୱର: ଓଡିଶା ଟେନିସ ଆସୋସିଏଶନ ଓ ଓଡିଶା ସରକାର ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପେ୍ଲକ୍ସରେ ଆଇଟା ଓ ଓଟିଏ ଟ୍ୟାଲେଂଟ ସିରିଜ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୨୪ରୁ ୧୨ ଓ ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବିଭାଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପଶ୍ଚିମବଙ୍ଗ,…

ଆଇପିଏଲ ଆୟରୁ କୋହଲିଙ୍କ କଟିଯିବ ୮ କୋଟି ଟଙ୍କା

ବେଙ୍ଗାଲୁର: ଆଇପିଏଲ ୨୦୨୫ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୧ କୋଟି ଟଙ୍କାରେ ବିରାଟ କୋହଲିଙ୍କୁ ରିଟେନ କରିଥିଲା । ତେବେ କୋହଲିଙ୍କ ସ୍ୟାଲେରୀରୁ ୮ କୋଟି ଟଙ୍କା କଟିଯିବ । ତେବେ ଏହି ଅର୍ଥ କାହିଁକି କଟିବ ଆସନ୍ତୁ ଜାଣିବେ । ଆୟକର ବିଭାଗର ୧୯୬୧ ନିୟମ ଅନୁସାରେ ବ୍ୟବସାୟ କିମ୍ବା…

ତୁର୍କୀ ଫିଲ୍ମରେ ଏଣ୍ଟ୍ରି କଲେ କି ବିରାଟ କୋହଲି, ଭିଡିଓ ଭାଇରାଲ… 

ନୂଆଦିଲ୍ଲୀ: ତୁର୍କୀ ଫିଲ୍ମରେ ଏଣ୍ଟ୍ରି କଲେ କି ବିରାଟ କୋହଲି। ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଏଭଳି ଜଣେ ଅଭିନେତା। ଯାହାଙ୍କ ଚେହେରା ଅବିକଳ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ମୁହଁ ଭଳି ଲାଗୁଛି। ତେବେ ସେ ହେଉଛନ୍ତି ତୁର୍କୀ ଧାରାବାହିକ 'ଦିରିଲିସ୍: ଏର୍ତୁଗ୍ରୁଲ୍'ରେ ଅଭିନୟ…

୨୪ ଘଂଟାରେ ୩ଟି ୯୭ ନଟଆଉଟର ଅଜବ ସଂଯୋଗ

ନୂଆଦିଲ୍ଲୀ: ୨୪ ଘଂଟା ମଧ୍ୟରେ କ୍ରିକେଟରେ ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଛି । ଏହି ସଂଯୋଗଟି ହେଲା ୩ ଜଣ ବ୍ୟାଟ୍ସମ୍ୟାନ ୯୭ ରନ କରି ଅପରାଜିତ ରହିଛନ୍ତି ଏବଂ ତାଙ୍କ ଦଳ ସେହି ମ୍ୟାଚରେ ବିଜୟ ହାସଲ କରିଛି । ଏହି ୩ଜଣ ବ୍ୟାଟ୍ସମ୍ୟାନ ହେଲେ ଶ୍ରେୟାଶ ଆୟାର, ଟିମ ସିଫର୍ଟ ଓ କ୍ୱିଂଟନ…

ଟି୨୦ରେ ନୂତନ ରେକର୍ଡ ପାଇଁ କୋହଲିଙ୍କୁ ଆବଶ୍ୟକ ୫୫ ରନ

ବେଙ୍ଗାଲୁର: ଚଳିତ ଆଇପିଏଲରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ନିକଟରେ ନୂତନ କୀର୍ତିମାନ ସ୍ଥାପନ କରିବା ସୁଯୋଗ ରହିଛି । ସେ ଯଦି ଏହି ମ୍ୟାଚରେ ସେ ୫୫ ରନରୁ ଊର୍ଦ୍ଧ୍ୱ କରିବେ ତାହାହେଲେ…

ଇଂଲଣ୍ଡ ବିପକ୍ଷ ସିରିଜ ଖେଳି ନ ପାରନ୍ତି ରୋହିତ: ରିପୋର୍ଟ

ନୂଆଦିଲ୍ଲୀ: ବର୍ଷକ ମଧ୍ୟରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ୨ଟି ଆଇସିସି ଟ୍ରଫି ଜିତିଛି । ଏବେ ଏକ ରିପୋର୍ଟ ଅନୁସାରେ ରୋହିତ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ପାରନ୍ତି । ସେ ବ୍ୟକ୍ତିଗତ ଭାବେ ବୋର୍ଡକୁ ଏ ନେଇ ମନା କରିଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।…

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତକୁ ଖର୍ଚ୍ଚ କରିବାକୁ ପଡିପାରେ ୬୪୦୦୦ କୋଟି

ନୂଆଦିଲ୍ଲୀ: ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଭାରତୀୟ ଅଲିମ୍ପିକ ସଂଘ ଔପଚାରିକ ଭାବେ ଆନ୍ତର୍ଜାତୀୟ ଅଲିମ୍ପିକ ସମିତିକୁ ପତ୍ର ମଧ୍ୟ ପଠାଇଛି । ଏଥିରେ ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଗ୍ରହୀ ବୋଲି ଉଲ୍ଲେଖ କରାଯାଇଛି । ଏବେ ଏକ ରିପୋର୍ଟ ଅନୁସାରେ…

୧୬୨୮ ଦିନ ପରେ କେକେଆର ପକ୍ଷରୁ ଖେଳିଲେ ନାହିଁ ଏହି ଷ୍ଟାର ଖେଳାଳି

ଗୌହାଟୀ: ଇଣ୍ଡିଆନ ପ୍ରିମିୟର ଲିଗରେ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ ରାଇର୍ଡସର ଷ୍ଟାର ଅଲରାଉଣ୍ଡର ସୁନୀଲ ନାରିନ ଖେଳି ନାହାନ୍ତି । ଏହା ପୂର୍ବରୁ ସୁନୀଲ କ୍ରମାଗତ ଭାବେ କେକେଆର ପକ୍ଷରୁ ଖେଳି ଆସିଛନ୍ତି । ୧୬୨୮ ଦିନ ପରେ ସେ ଆଇପିଏଲରେ କେକେଆର ପାଇଁ…