Latest Odisha News

BREAKING NEWS

Browsing Category

ଖେଳ

ଗୁରୁତର ରୋଗରେ ପୀଡିତ ସାଇନା ନେହୱାଲ!

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ କ୍ୟାରିୟର ବର୍ତ୍ତମାନ ଅସୁବିଧାରେ ପଡିଛି। ସେ ଗୁରୁତର ରୋଗ (ଆର୍ଥ୍ରାଇଟିସ୍) ରେ ପୀଡିତ ଅଛନ୍ତି। ତାଙ୍କ ଆଣ୍ଠୁଗଣ୍ଠି ସମସ୍ୟା ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏହି କାରଣରୁ ସେ ଆଗକୁ ବ୍ୟାଡମିଣ୍ଟନ କ୍ୟାରିୟର ଜାରି…

ଶଟପୁଟରେ ରୌପ୍ୟ ଜିତିଲେ ସଚିନ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତର ସଚିନ ସରେଜେରାଓ ଶଟପୁଟରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୧୬.୩୨ ମିଟର ଦୂରତାକୁ ଥ୍ରୋ କରି ଏସିଆନ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ଏଫ୪୬ କାଟାଗୋରୀରେ ସେ ଏହି ସଫଳତା ହାସଲ କରିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୨୧ରେ ପଂହଚିଛି ।…

ରାଜସ୍ଥାନ ରୟାଲ୍ସର କୋଚ ହେବେ ଡ୍ରାଭିଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କୋଚ ରାହୁଲ ଡ୍ରାଭିଡ ଆଇପିଏଲର ଆଗାମୀ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର କୋଚ ହେବେ ବୋଲି ଖବର ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ରାଜସ୍ଥାନର ଜନୈକ ଅଧିକାରୀ ନିତଜ ନାମ ପ୍ରକାଶ ନ କରି ଏହି ସୂଚନା ଦେଇଛନ୍ତି । ଚୁକ୍ତି ସ୍ୱାକ୍ଷର କରିବା ଆଲୋଚନା ଏବେ ଶେଷ…

କଂଗ୍ରେସରୁ ନିର୍ବାଚନ ଲଢିବେ କି ଭିନେଶ ଓ ବଜରଙ୍ଗ

ନୂଆଦିଲ୍ଲୀ: କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ରାହୁଲଙ୍କ ସହ ଦୁହିଁଙ୍କ ଫଟୋ ମଧ୍ଯ ଭାଇରାଲ ହେବାରେ ଲାଗିଛି। ଯାହା ପରେ ଯେ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଟିକେଟରୁ ହରିୟାଣା ବିଧାନସଭା…

ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ରେକର୍ଡ ପ୍ରଦର୍ଶନ ଜାରୀ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ବୁଧବାର ଟିମଇଣ୍ଡିଆ ଟୋକିଓ ଅଲିମ୍ପିକ୍ସର ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛି । ଟୋକିଓ ଗେମ୍ସରେ ଭାରତ ୧୯ ପଦକ ଜିତିଥିଲା । ଏବେ ପ୍ୟାରିସରେ ଏହା ଖବର ଲେଖା ହେବା ପର୍ଯ୍ୟନ୍ତ ୨୦ରେ ପଂହଚି ସାରିଛି ।…

ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ: ସ୍ୱସ୍ତି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ରୋଡ ସାଇକ୍ଲିଂ ଲିଗରେ ଓଡିଶାର ସ୍ୱସ୍ତି ସିଂ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି । ପଞ୍ଜାବର ଅଟ୍ଟାରୀରେ ଏହି ଲିଗ ଆୟୋଜିତ ହେଉଛି । ଉତରାଂଚଳ ବିଭାଗ ମୁକାବିଲାରେ ସେ ୨୭ ମିିନଟ ୧୧.୧୯୮ ସେକେଣ୍ଡ ସମୟ ନେଇ ୨୦କିମି ବ୍ୟକ୍ତିଗତ ଟାଇମ ଟ୍ରାଏଲ ଇଭେଂଟରେ…

ମ୍ୟାକକୁଲାମ ହେଲେ ଇଂଲଣ୍ଡ କ୍ରିକେଟ ଟିମର ମୂଖ୍ୟ କୋଚ

ଲଣ୍ଡନ: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ନ୍ୟୁଜିଲାଣ୍ଡର ମହାନ ଖେଳାଳି ବ୍ରେଣ୍ଡନ ମ୍ୟାକକୁଲାମଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ମଙ୍ଗଳବାର ଇସିବି ମ୍ୟାକକୁଲାମଙ୍କୁ ହ୍ୱାଇଟ ବଲ ଟିମର ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ଆସନ୍ତା ବର୍ଷ ଜାନୁୟାରୀରୁ ସେ ଏହି ଦାୟିତ୍ୱ ତୁଲାଇବେ ।…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ଲର୍ଡସରେ ୧୧ ଜୁନରୁ ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩-୨୫ର ଫାଇନାଲ ମ୍ୟାଚ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ । ଆସନ୍ତା ବର୍ଷ ଜୁନ ୧୧ରୁ ୧୫ ପର୍ଯ୍ୟନ୍ତ ଏହା ଖେଳାଯିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ୧୬ ଜୁନକୁ ରିଜର୍ଭ ଡେ ଭାବେ ରଖାଯାଇଛି । ଏହା ଡବ୍ଲ୍ୟୁଟିସିର ତୃତୀୟ ଫାଇନାଲ…

ବିବାଦୀୟ ଖେଳାଳି ସୁଆରେଜଙ୍କ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା

ନୂଆଦିଲ୍ଲୀ: ଉରୁଗୁଏର ଷ୍ଟାର ଷ୍ଟ୍ରାଇକର ଲୁଇସ ସୁଆରେଜ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ଡିସେମ୍ବର ୬ରେ ସେ ପାରାଗୁଏ ବିପକ୍ଷରେ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ । ତେବେ ସେ କ୍ଲବ ଫୁଟବଲ ଖେଳିବା ଜାରୀ ରଖିବେ । ପ୍ରଦର୍ଶନ ଅପେକ୍ଷା ସୁଆରେଜ ସର୍ବଦା ତାଙ୍କ ବିବାଦୀୟ ଘଟଣା…

ପାରାଅଲିମ୍ପିକ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ସୁମିତ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ଜାଭେଲିନ ଥ୍ରୋୟର ସୁମିନ ଅନ୍ତିଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ପାରା ଅଲିମ୍ପିକ ରେକର୍ଡ ସହ ଏହି ସଫଳତା ହାସଲ କରିଛନ୍ତି । ସେ ୭୦.୫୯ ମିଟର ଦୂରତାକୁ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ଏହା ପୂର୍ବରୁ ନୀତେଶ କୁମାର…