Latest Odisha News

BREAKING NEWS

Browsing Category

ଖେଳ

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଚୀନରେ ହେବାକୁ ଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପାଇଁ ବୁଧବାର ୧୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ହରମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଟିମର ୧୦ଜଣ ଖେଳାଳିଙ୍କୁ ସୁଯୋଗ ଦିଆ ଯାଇଥିବା ବେଳେ ୫ଜଣଙ୍କୁ…

ଲକ୍ଷ୍ନୌ ଟିମର ମେଂଟର ହେଲେ ଜାହୀର

କୋଲକାତା: ଲକ୍ଷ୍ନୌ ସୁପର ଜ୍ୟାଂଟସ ଭାରତର ପୂର୍ବ ପେସ ବୋଲର ଜାହୀର ଖାଁଙ୍କୁ ମେଗା ନିଲାମ ପୂର୍ବରୁ ମେଂଟର କରିଛି । ୪୫ ବର୍ଷୀୟ ଜାହୀର ଏଥିସହ ୨ ବର୍ଷ ପରେ ଆଇପିଏଲକୁ ପ୍ରତ୍ୟାବର୍ତନ କରିବେ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସେ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହିତ ଜଡିତ ଥିଲେ ।…

ଜୟ ଶାହ ହେଲେ ଆଇସିସିର ନୂତନ ଚେୟାରମ୍ୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସେକ୍ରେଟାରୀ ଜୟ ଶାହ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲର ନୂତନ ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏବେ ଗ୍ରେଗ ବାର୍କଲେଙ୍କ ସ୍ଥାନରେ ଏହି ଦାୟିତ୍ୱ ଗ୍ରହଣ କରିବେ । ଆଇସିସି ଚେୟାରମ୍ୟାନ ପାଇଁ ସେ ଏକମାତ୍ର ଆବେଦନକାରୀ ରହିଥିଲେ ।…

ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପାକିସ୍ତାନକୁ ଖେଳିବାକୁ ପଡିବ କ୍ୱାଲିଫାୟର

ନୂଆଦିଲ୍ଲୀ: ୨୦୨୫ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ଭାରତୀୟ ଟିମ ଏଥିପାଇଁ ପୂର୍ବରୁ ଯୋଗ୍ୟତା ହାସଲ କରି ସାରିଛନ୍ତି । ତେବେ ପାକିସ୍ତାନ ଟିମକୁ ଏଥିପାଇଁ ଯୋଗ୍ୟତା ହାସଲ କରିବା ପାଇଁ କ୍ୱାଲିଫାୟର ମୁକାବିଲା ଖେଳିବାକୁ ପଡିବ । ମହିଳା ଦିନିକିଆ ବିଶ୍ୱକପ ପାଇଁ…

ମହିଳା ଟି୨୦ ବିଶ୍ୱକପ: ଘୋଷଣା ହେଲା ଭାରତୀୟ ଟିମ

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପର ଆଗାମୀ ସଂସ୍କରଣ ୟୁଏଇରେ ଆୟୋଜିତ ହେବ । ମଙ୍ଗଳବାର ବିସିସିଆଇ ଏ ନେଇ ଭାରତୀୟ ଦଳ ଘୋଷଣା କରିଛି । ୧୫ ଜଣିଆ ଦଳର ନେତୃତ୍ୱ ହରମନପ୍ରୀତ କୌର ନେବେ । ଏହି ଟୁର୍ଣ୍ଣାମେଂଟ ବାଂଲାଦେଶରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ଆୟୋଜିତ ହେବ । ଭାରତ ଗ୍ରୁପ ଏରେ…

ମାତ୍ର ୩୦ ବର୍ଷରେ ଟେନିସକୁ ଅଲବିଦା କହିଲେ ଥିଏମ

ନ୍ୟୁୟର୍କ: ଅଷ୍ଟ୍ରିଆର ଡୋମିନିକ ଥିଏମ ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଏଥିସହ ଏହି ୩୦ ବର୍ଷୀୟ ଟେନିସ ଖେଳାଳିଙ୍କ ଏହା ଶେଷ ବଡ ଟୁର୍ଣ୍ଣାମେଂଟ ଦୁଃଖଦ ଢ଼ଙ୍ଗରେ ଶେଷ ହୋଇଛି । ଅକ୍ଟୋବରରେ ସେ ଭିଏନା ଏଟିପି ୫୦୦ ଖେଳିବେ ଏବଂ ଏହା ପରେ ଆନ୍ତର୍ଜାତୀୟ…

ମହିଳା ଟି୨୦ ବିଶ୍ୱକପ: ଅକ୍ଟୋବର ୬ରେ ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ: ଅକ୍ଟୋବର ୩ରୁ ଆଇସିିସି ମହିଳା ଟି୨୦ ବିଶ୍ୱକପ ୟୁଏଇରେ ଆରମ୍ଭ ହେବ । ଏହା ପ୍ରଥମେ ବାଂଲାଦେଶରେ ଆୟୋଜିତ ହେବାକୁ ଥିଲା । ସେଠାକାର ଅଶାନ୍ତି ପରିବେଶ ପରେ ଏବେ ଏହାକୁ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର…

ବଡ ଘୋଷଣା: ଘରୋଇ କ୍ରିକେଟରେ ମିଳିବ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର

ନୂଆଦିଲ୍ଲୀ: ବିସିସିଆଇ ସେକ୍ରେଟାରୀ ଜୟ ଶାହ ସୋମବାର ଏକ ବଡ ଘୋଷଣା କରିଛନ୍ତି । ଘରୋଇ କ୍ରିକେଟରେ ଆଗକୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯିବ । ଜୁନିୟର ଓ ମହିଳା କ୍ରିକେଟରେ ବି ଏହାକୁ ଲାଗୁ କରାଯିବ । ରଣଜୀ ଟ୍ରଫିରେ କେବଳ ଏହି ପୁରସ୍କାର ପ୍ରଦାନ କରାଯାଉଥିଲା । ଏବେ ବିଜୟ…

ଦକ୍ଷିଣ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଫଟୋ ଉଠାଇ ହରଡଘଣାରେ ପଡିଲେ ଉତର କୋରିଆର ଟିଟି ଖେଳାଳି

ପ୍ୟାରିସ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜଙ୍ଗ ଉନଙ୍କ ବର୍ବରତା ବିଷୟରେ କିଏ ବା ନ ଜାଣେ । ନିକଟରେ ସମ୍ପନ୍ନ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ଉତର କୋରିଆର କିମ କୁମ ୟୋଙ୍ଗ ଓ ଜୋଙ୍ଗ ସିକ ପେରିସ ପଦକ ଜିତିବା ପରେ ଔପଚାରିକ ଦୃଷ୍ଟି କୋଣରୁ ପୋଡିୟମରେ ଥିବା ଚୀନ ଓ ଦକ୍ଷିଣ କୋରିଆର…

କ୍ଷତି ସହୁଛି ଷ୍ଟାର, ୮୩୦ କୋଟି ଟଙ୍କା ଛାଡ ପାଇଁ ଦାବି

ନୂଆଦିଲ୍ଲୀ: ଷ୍ଟାର ସ୍ପୋର୍ଟସ ପାଇଁ ଟି-୨୦ ବିଶ୍ୱକପ ୨୦୨୪ ଆଦୌ ଭଲ ନଥିଲା। ଆଇସିସି ଏବଂ ଷ୍ଟାର ମଧ୍ୟରେ ୩ ବିଲିୟନ ଡଲାରର ଚୁକ୍ତି ହୋଇଥିବା ବେଳେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ଯୋଗୁ କ୍ଷତି ସହିଥିଲା। 'କ୍ରିକବଜ୍'ର ଏକ ରିପୋର୍ଟ ଅନୁଯାୟୀ, ଷ୍ଟାର ଏବେ…