Latest Odisha News

BREAKING NEWS

Browsing Category

ଖେଳ

ବିସିସିଆଇ ସେକ୍ରେଟାରୀ ଦୌଡରେ ଆଗରେ ଅଛନ୍ତି ରୋହନ ଜେଟଲୀ

ନୂଆଦିଲ୍ଲୀ: ଆଇସିସି ଚେୟାରମ୍ୟାନ ଦୌଡରେ ଜୟ ଶାହ ଆଗରେ ଅଛନ୍ତି । ଯଦି ସେ ଚେୟାରମ୍ୟାନ ହେବେ ତେବେ ବିସିସିଆଇ ସେକ୍ରେଟାରୀ କିଏ ହେବ ସେ ନେଇ ଆକଳନ ଆରମ୍ଭ ହୋଇଛି । ଜୟ ଶାହ ଏ ପର୍ଯ୍ୟନ୍ତ ଅବଶ୍ୟ ସ୍ପଷ୍ଟ କରି ନାହାନ୍ତି ଯେ, ଆଇସିସି ଚେୟାରମ୍ୟାନ ନିର୍ବାଚନ ଲଢ଼ିବେ କି ନାହିଁ । ଆଇସିସିର…

ପାରାଅଲିମ୍ପିକ୍ସ : ଟୋକିଓ ସଫଳତା ଟପିବା ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପରେ ଏବେ ପାରାଅଲିମ୍ପିକ୍ସ ନେଇ କ୍ରୀଡା ଜଗତରେ ଚର୍ଚ୍ଚା । ଅଗଷ୍ଟ ୨୮ରୁ ପ୍ୟାରିସରେ ଆରମ୍ଭ ହେବ ପାରାଅଲିମ୍ପିକ କ୍ରୀଡାର ସପ୍ତଦଶ ସଂସ୍କରଣ । ୧୭୦ ଦେଶର ପାରା ଆଥଲେଟମାନେ ପ୍ୟାରିସ ଅଲିମ୍ପିକ କ୍ରୀଡାରେ ଭାଗ ନେବେ ।  ଭାରତ ମଧ୍ୟ ଏଥର ପାରାଅଲିମ୍ପିକ କ୍ରୀଡାରେ…

ଧାୱନଙ୍କ ପରେ ଏମାନେ ବି ନେଇପାରନ୍ତି ଅବସର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନର ଶିଖର ଧାୱନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଜାତୀୟ ଦଳକୁ ଫେରିବା ସମ୍ଭାବନା କ୍ଷୀଣ ହେବାରୁ ସେ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ପରେ ଆହୁରି ଅନେକ କ୍ରିକେଟର ଏହି ରାସ୍ତା ଆପଣାଇବେ ବୋଲି ଆଶା କରାଯାଉଛି । ଆସନ୍ତୁ ନଜର ପକାଇବା…

ଆନ୍ତର୍ଜାତୀୟ ଜୁନିୟର ବ୍ୟାଡମିଂଟନ ସିରିଜ: ପ୍ରଗତିଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ହାଇଦ୍ରାବାଦ କୋଟାକ ଜୁନିୟର ଆନ୍ତର୍ଜାତୀୟ ବ୍ୟାଡମିଂଟନ ସିରିଜରେ ଓଡିଶାର ଉଦୀୟମାନ ଖେଳାଳି ପ୍ରଗତି ପରିଡା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ତାଙ୍କର ଦ୍ୱିତୀୟ ଆନ୍ତର୍ଜାତୀୟ ପଦକ । ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଏହି ସିରିଜ ଅନୁଷ୍ଠିତ ହୋଇଥିଲା । ପ୍ରଗତି ୧୯ ବର୍ଷରୁ…

ଦିଲ୍ଲୀ କ୍ୟାପିଟାଲ୍ସ କୋଚ ହୋଇ ପାରନ୍ତି ଯୁବରାଜ

ନୂଆଦିଲ୍ଲୀ: ଭାରତର ପୂର୍ବ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂ ୫ ବର୍ଷ ପରେ ଆଇପିଏଲକୁ ଭିନ୍ନ ଭୂମିକାରେ ଫେରି ପାରନ୍ତି । ରିପୋର୍ଟ ମୁତାବକ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କୋଚ କରିବା ପାଇଁ ବିଶେଷ ଭାବେ ଆଗ୍ରହ ପ୍ରକାଶ କରିଛି । ରିକି ପଂଟିଂ ଦିଲ୍ଲୀ କୋଚ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ସେ…

ପାରାଅଲିମ୍ପିକ ପାଇଁ ଭାରତୀୟ ଦଳର ପ୍ୟାରିସ ଗସ୍ତ

ନୂଆଦିଲ୍ଲୀ: ଭାରତୀୟ ପାରା ଅଲିମ୍ପିକ କମିଟି ଅଧ୍ୟକ୍ଷ ଦେବେନ୍ଦ୍ର ଝଝାରିଆ ଓ ମିଶନ ପ୍ରମୁଖ ସତ୍ୟପ୍ରକାଶ ସାଙ୍ଗୱାନଙ୍କ ସହ ରବିବାର ଟିମ ଇଣ୍ଡିଆ ପ୍ୟାରିସ ଗସ୍ତରେ ଯାଇଛି । ସମସ୍ତ ଖେଳାଳିଙ୍କ ଉପରେ ନଜର ରଖିବା ପାଇଁ ଦେବେନ୍ଦ୍ର ପ୍ୟାରିସ ବାହାରେ ରହିବେ । ଟୋକିଓ ଗେମ୍ସରେ ୯ଟି ବିଭାଗରେ…

୧୫ ବର୍ଷରୁ କମ ଏସିଆନ ବ୍ୟାଡମିଂଟନ: ତନଭୀ ଜିତିଲେ ସିଙ୍ଗଲ୍ସ ଟାଇଟଲ

ନୂଆଦିଲ୍ଲୀ: ୧୫ ବର୍ଷରୁ କମ ଏସିଆନ ମହିଳା ବ୍ୟାଡମିଂଟନ ଚାମ୍ପିୟନଶିପରେ ଓଡିଶାର ତନଭୀ ପତ୍ରୀ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଚୀନର ଚେଙ୍ଗଡୁରେ ୧୫ ଓ ୧୭ ବର୍ଷରୁ କମ ଏସିଆନ ଚାମ୍ପିୟନଶିପ ଆୟୋଜିତ ହେଉଛି । ୧୫ ବର୍ଷରୁ କମ ବାଳିକା ବିଭାଗ ଫାଇନାଲରେ ତନଭୀ ଭିଏତନାମର ନୁଗୁୟେ ଥୀ ଥୁ…

ଡ୍ରାଭିଡ, ବର୍ଡର, ପଂଟିଂଙ୍କ ରେକର୍ଡ ଭାଙ୍ଗିଲେ ରୁଟ

ଲଣ୍ଡନ: ଇଂଲଣ୍ଡ-ଶ୍ରୀଲଙ୍କା ମ୍ୟାଚେଂଷ୍ଟର ଟେଷ୍ଟରେ ଜୋ ରୁଟ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ୬୪ ଅର୍ଦ୍ଧଶତକ ହାସଲ କରି ସେ ରାହୁଲ ଡ୍ରାଭିଡ, ଆଲାନ ବର୍ଡର ଓ ରିକି ପଂଟିଂଙ୍କୁ ପଛରେ ପକାଇ ଦେଇଛନ୍ତି । ଓଭରାଲ ସେ ତୃତୀୟ ସ୍ଥାନରେ ରହିଛନ୍ତି ।…

ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୬ ଦିନିକିଆ ଟେଷ୍ଟ ମ୍ୟାଚ

କଲମ୍ବୋ: ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଏବେ ଟେଷ୍ଟ ସିରିଜ ଚାଲିଛି । ଏହା ପରେ ନ୍ୟୁଜିଲାଣ୍ଡ ଟିମ ଶ୍ରୀଲଙ୍କା ଗସ୍ତରେ ଆସିବ । ସେପ୍ଟମ୍ବର ୧୮ରୁ ଗାଲେରୁ ଏହି ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ପାଇଁ ୬ ଦିନର ସମୟ ରଖାଯାଇଛି । ସେପ୍ଟମ୍ବର ୨୧କୁ ବିଶ୍ରାମ ଦିବସ…

୫୦ କୋଟିରେ ବିକ୍ରୀ ହେବେ ରୋହିତ !

ନୂଆଦିଲ୍ଲୀ:ଆଇପିଏଲର ଆଗାମୀ ସଂସ୍କରଣରେ ମେଗା ନିଲାମ ହେବ । କେଉଁ ଖେଳାଳିଙ୍କ ଉପରେ ଫ୍ରାଂଚାଇଜରମାନେ ବାଜି ଲଗାଇବେ ସେ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଗତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ପ୍ରଦାନ…