Latest Odisha News

BREAKING NEWS

Browsing Category

ଖେଳ

୫୦ କୋଟିରେ ବିକ୍ରୀ ହେବେ ରୋହିତ !

ନୂଆଦିଲ୍ଲୀ:ଆଇପିଏଲର ଆଗାମୀ ସଂସ୍କରଣରେ ମେଗା ନିଲାମ ହେବ । କେଉଁ ଖେଳାଳିଙ୍କ ଉପରେ ଫ୍ରାଂଚାଇଜରମାନେ ବାଜି ଲଗାଇବେ ସେ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଗତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ପ୍ରଦାନ…

ଏସିଆନ କରାଟେ କ୍ୟାଡେଟରେ ପଦକ ଜିତି ଇତିହାସ ରଚିଲେ ଆଲିଷା

ଭୁବନେଶ୍ୱର: ଓଡିଶାର କରାଟେ ଗର୍ଲ ଭାବେ ପରିଚିତ ଆଲିଷା ସୁବୁଦ୍ଧି ଏସିଆନ କ୍ୟାଡେଟ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଫିଲିପାଇନ୍ସର ଅନୁଷ୍ଠିତ ଏହି ଚାମ୍ପିୟନଶିପର ଜୁନିୟର ଓ ୨୧ ବର୍ଷରୁ କମ କ୍ୟାଡେଟ କାଟା ଚାମ୍ପିୟନଶିପରେ ସେ ଏହି କମାଲ କରିଛନ୍ତି । ୧୪ ବର୍ଷୀୟା ଆଲିଷା…

କ୍ରିକେଟକୁ ଗୁଡବାୟ କହିଲେ ଗବର

ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷର ସଫଳ କ୍ରିକେଟ କ୍ୟାରିଅରରେ ଯବନିକା ଟାଣିଛନ୍ତି ଶିଖର ଧାୱନ । ଗବର ଭାବେ ଲୋକପ୍ରିୟ ଧାୱନ ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବେଶ୍ ଭାବବିହ୍ୱଳତାର ସହ ଅବସର ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆ…

କ୍ରିକେଟରୁ ଅବସର ନେଲେ ଶିଖର ଧାୱନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଓପନର ଶିଖର ଧାୱନ ଶନିବାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏକ ଭାବପ୍ରବଣ ଭିଡିଓ ଶେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ୨୦୧୦ରେ ଶିଖର ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ରିକେଟ ଆରମ୍ଭ କରିଥିଲେ । ୨୦୨୨ରେ ବାଂଲାଦେଶ ବିପକ୍ଷ…

୨୪ ବର୍ଷରେ ଅବସର ଘୋଷଣା କଲେ ଅଲିମ୍ପିଆନ ଟିଟି ଖେଳାଳି ଅର୍ଚ୍ଚନା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତି ନ ଥିଲେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ମନ ଜିଣିଥିବା ମହିଳା ଟେବୁଲ ଟେନିସ ଖେଳାଳି ଅର୍ଚ୍ଚନା କାମଥ ହଠାତ ଅବସର ଘୋଷଣା କରିଛନ୍ତି । ୨୪ ବର୍ଷ ବୟସରେ ସେ ଏହି ନିଷ୍ପତି ନେବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଉଚ୍ଚ ଶିକ୍ଷା ପାଇଁ ସେ…

ଇଂଲଣ୍ଡ ଗସ୍ତରେ ଭାରତ ଖେଳିବ ୫ ଟେଷ୍ଟ, କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆସନ୍ତା ବର୍ଷ ଜୁନରେ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଆୟୋଜକ ଟିମ ବିପକ୍ଷରେ ଭାରତ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ଗୁରୁବାର ବିସିସିଆଇ ଓ ଇସିବି ପକ୍ଷରୁ ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ହେଡିଙ୍ଗଲେ ୨୦ରୁ ୨୪ ଜୁନ ପର୍ଯ୍ୟନ୍ତ ପ୍ରଥମ ଟେଷ୍ଟ ଖେଳାଯିବ…

ଅଭିନୟ ଜଗତରେ ଏଣ୍ଟ୍ରି କରିବେ କି ରାହୁଲ ଦ୍ରାବିଡ଼? 

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ଦି ୱାଲ୍ ଭାବେ ଜଣାଶୁଣା କ୍ରିକେଟର ରାହୁଲ ଦ୍ରାବିଡ଼ ଏବେ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଦ୍ରାବିଡ଼ ନିଜେ ଏନେଇ ହିଣ୍ଟସ ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ଯେଉଁ ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛନ୍ତି ସେ ବିଷୟରେ ମଧ୍ୟ…

ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକି ହିରୋଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବୀନ ନିବାସରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳ ପହଞ୍ଚିଛନ୍ତି। ଏହି ଅବସରରେ ହକି ହିରୋଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ନବୀନ ପଟ୍ଟନାୟକ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନେତୃତ୍ୱରେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ…

ରୋନାଲ୍ଡୋଙ୍କ ରେକର୍ଡ; ୟୁଟ୍ୟୁବରେ ଏଣ୍ଟ୍ରି ପରେ ୯୦ ମିନିଟରେ ୧୦ ଲକ୍ଷ ସବସ୍କ୍ରାଇବର

ନୂଆଦିଲ୍ଲୀ: ବିଶ୍ୱର ଖ୍ୟାତନାମା ଫୁଟବଲ ତାଲିକାରେ ରହିଥାନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ଏବେ ସେ ଡିଜିଟାଲ ଦୁନିଆରେ ପ୍ରବେଶ କରିଛନ୍ତି। ଏହି ଫୁଟବଲ୍ ଖେଳାଳି ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି। ଚ୍ୟାନେଲ୍ ଲଞ୍ଚ କରୁକରୁ ପ୍ରଥମ ୯୦ ମିନିଟରେ ଏକ ମିଲିୟନରୁ ଅଧିକ ଲୋକେ ତାଙ୍କ…

ରୋହିତ ବିଶ୍ୱକପ ବିଜୟର ଶ୍ରେୟ ଏହି ୩ଜଣଙ୍କୁ ଦେଲେ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ୨୦୨୪ରେ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିଥିଲା । ୨୦୦୭ ପରେ ଏହା ଟିମ ଇଣ୍ଡିଆର ଏହି ଫର୍ମାଟରେ ଦ୍ୱିତୀୟ ଟାଇଟଲ । ଅଧିନାୟକ ରୋହିତ ଏବେ ଏହି ୩ଜଣଙ୍କୁ ବିଜୟର…