Latest Odisha News

BREAKING NEWS

Browsing Category

ଖେଳ

୩ ମାସ ବ୍ରେକ ନେବେ ମନୁ ଭାକର, ଶୁଟିଂ ବିଶ୍ୱକପରେ ଖେଳି ନ ପାରନ୍ତି

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ମନୁ ଭାକର ଶୁଟିଂରେ ୨ଟି ବ୍ରୋଞ୍ଜ ପଦକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିିତିଛନ୍ତି । ଅଲିମ୍ପିକ୍ସ ପରେ ମନୁ ୩ ମାସ ଶୁଟିଂରୁ ବ୍ରେକ ନେବା ପାଇଁ ନିଷ୍ପତି…

ବାଂଲାଦେଶ, ଇଂଲଣ୍ଡ ବିପକ୍ଷ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଆଗାମୀ ବାଂଲାଦେଶ ଓ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ କରିଛି । ବୋର୍ଡ ପକ୍ଷରୁ ଜାରୀ ଅପଡେଟ କାର୍ଯ୍ୟସୂଚୀରେ ବାଂଲାଦେଶ ବିପକ୍ଷ ଗୋଟିଏ ଟି୨୦ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷ ୨ଟି ମ୍ୟାଚରେ ପରିବର୍ତନ କରାଯାଇଛି…

ଅବସର ନିଷ୍ପତି ବଦଳାଇବେ କି ଆଣ୍ଡରସନ

ଲଣ୍ଡନ: ଇଂଲଣ୍ଡର ମହାନ ପେସ ବୋଲର ଜେମ୍ସ ଆଣ୍ଡରସନ ଗତ ମାସରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ୪୨ ବର୍ଷୀୟ ଆଣ୍ଡରସନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଖବର ପ୍ରକାଶ ପାଇଥିଲା । ଏବେ ଆଣ୍ଡରସନ ତାଙ୍କ ନିଷ୍ପତିରେ ୟୁ ଟର୍ଣ୍ଣ ନେବାକୁ ବସିଛନ୍ତି । ବିଧିବଦ୍ଧ ଭାବେ…

ଘରୋଇ କ୍ରିକେଟ ଖେଳିବେ ଈଶାନ, ଶ୍ରେୟାଶ

ନୂଆଦିଲ୍ଲୀ: ୱିକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶାନ ଦୀର୍ଘ ଦିନ ହେବ ଭାରତୀୟ ଟିମରେ ସ୍ଥାନ ପାଇ ପାରୁ ନାହାନ୍ତି । ରିପୋର୍ଟ ମୁତାବକ ଈଶାନ ଏବଂ ଶ୍ରେୟାଶ ଆୟାର ଘରୋଇ କ୍ରିକେଟରେ ଅଧିକରୁ ଅଧିକ ସମୟ ଦେବା ପାଇଁ ନିଷ୍ପତି ନେଇଛନ୍ତି । ଆଗକୁ ଭାରତୀୟ ଟିମ କେତେଗୁଡିଏ ଆନ୍ତର୍ଜାତୀୟ ଟେଷ୍ଟ…

ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଲେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ

ନୂଆଦିଲ୍ଲୀ: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦ ଭଗତ୍‌ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହେବା ପରେ ସେ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ…

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ସସପେଣ୍ଡ

ନୂଆଦିଲ୍ଲୀ: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ସସପେଣ୍ଡ। ୧୮ ମାସ ପାଇଁ ସସପେଣ୍ଡ କଲା ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦ ଭଗତ୍‌ଙ୍କୁ ନିଲମ୍ବିତ କରାଯାଇଛି । ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭାଗ ନେଇପାରିବେନି।…

ନତାସାଙ୍କୁ ଧୋକା ଦେଇଥିଲେ କି ହାର୍ଦ୍ଦିକ? 

ନୂଆଦିଲ୍ଲୀ: ନତାସା ଷ୍ଟାନକୋଭିକ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗତ ମାସରେ ନିଜର ପରସ୍ପରଠୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ଦୁହେଁ ମେ ୨୦୨୦ରେ ବିବାହ କରିଥିବା ବେଳେ ଏହି ଦମ୍ପତି ଜୁଲାଇ ୨୦୨୪ରେ ପରସ୍ପରଠୁ ଅଲଗା ହେବା ନେଇ ସ୍ପଷ୍ଟ କରିଥିଲେ। ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ…

ପ୍ୟାରିସ ଅଲମ୍ପିକ୍ସ ୨୦୨୪: ପ୍ୟାରିସର ପରିସଂଖ୍ୟାନ

ପ୍ୟାରିସ: ସିଟି ଅଫ୍ ଲଭ୍ ଆଣ୍ଡ୍ ଲାଇଟ୍ସ ପ୍ୟାରିସରେ ୩୩ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ କ୍ରୀଡାର ହୋଇଛି ଭବ୍ୟ ଉଦଯାପନୀ । ଏବେ ଆଉ ଚାରିବର୍ଷ ଅପେକ୍ଷା । ୨୦୨୮ରେ ଲସଆଞ୍ଜେଲସ ଆୟୋଜନ କରିବ ବିଶ୍ୱକ୍ରୀଡାର ମହାକୁମ୍ଭ । ପ୍ୟାରିସରେ ଏଥର ଅନେକ କିିଛି ନୂଆ ଦେଖିବାକୁ ମିଳିଥିଲା । ସୃଷ୍ଟି…

ଛୋଟ ଦେଶ, ବଡ ସଫଳତା

ନୂଆଦିଲ୍ଲୀ: ଅନେକ ଦୃଷ୍ଟିରୁ ବେଶ୍ ସ୍ମରଣୀୟ ହୋଇ ରହିବ ପ୍ୟାରିସ ଅଲିମ୍ପିକ୍ସ । ଏଥର ଅଲିମ୍ପିକ୍ସରେ କିଛି ଘଟଣା ପ୍ରଥମ ଥର ପାଇଁ ଘଟିଛି । କିଛି ଆଥଲେଟ ପ୍ରଥମ ଥର ପାଇଁ ପଦକ ଜିତ ନିଜ ନିଜ ଦେଶ ପାଇଁ ଐତିହାସିକ ସଫଳତା ହାସଲ କରିଛନ୍ତି । ବିଶେଷକରି ଏଥର ବିଶ୍ୱର କିଛି ଛୋଟ ଛୋଟ ଓ କମ୍…

ନୀରଜଙ୍କୁ ଭେଟିଲେ ମନୁ ଭାକରଙ୍କ ମା’; ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଦେଶ ପାଇଁ ଦୁଇଟି ପଦକ ଆଣି ଇତିହାସ ସୃଷ୍ଟି କରିଥିବା ମନୁ ଭାକରଙ୍କ ମାତା ଏବଂ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛି। ଏହି…