Latest Odisha News

BREAKING NEWS

Browsing Category

ଖେଳ

ଚାମ୍ପିୟନ୍ସ ଟ୍ରଫି ଲଢେଇ: ବୋଲିଂ କରୁଛି ଭାରତ, ଲଗାତାର ହାରିଲା ୧୫ତମ ଟସ୍

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଐତିହାସିକ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଲଢେଇ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଟସ୍ ଜିତି ବ୍ୟାଟି ଆରମ୍ଭ କରିଦେଇଛି ନ୍ୟୁଜିଲାଣ୍ଡ । ସେହିପରି ଟସ୍ ହାରି ଏବେ ବୋଲିଂ କରୁଛି ଭାରତ । ଏଥର କାହା…

ଟିମ ଇଣ୍ଡିଆକୁ ୨୫ ନୁହେଁ ୩୭ ବର୍ଷର ଭୟ ଘାରିଛି

ଦୁବାଇ:ଆଇସିସି ମୁକାବିଲାରେ ଭାରତକୁ ନ୍ୟୁଜିଲାଣ୍ଡ ସର୍ବଦା ଅସୁବିଧାରେ ପକାଇଛି । ୧୯୮୮ ପରଠାରୁ ଆନ୍ତର୍ଜାତୀୟ କ୍ରିକେଟର କୌଣସି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭାରତ ହରାଇ ପାରି ନାହିଁ । ୧୯୮୮ରେ ଭାରତ ଶେଷ ଥର ନ୍ୟୁଜିଲାଣ୍ଡକୁ ଶାରଜା କପ ଫାଇନାଲରେ ପରାସ୍ତ କରିଥିଲା । ଏହା ପରେ…

ସୁପର ସଣ୍ଡେରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଟକ୍କର, ଟାଇଟଲ ଲକ୍ଷ୍ୟରେ ଭାରତ

ଦୁବାଇ: ସୁପର ସନ୍‌ଡେରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଫାଇଟ୍। ଆଇସିସି ଟୁର୍ଣ୍ଣାମେଣ୍ଟର ଦୁଇ ସଫଳ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ଟାଇଟଲ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇବେ। ଭାରତ ଗତ ୨୦୦୦ ମସିହା ସଂସ୍କରଣ ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଆଜି ଭାରତ-ନ୍ୟୁଜିଲାଣ୍ଡ…

କଳାହାଣ୍ଡି କପ କ୍ରିକେଟ ମାର୍ଚ୍ଚ ୧୮ରୁ

ଭୁବନେଶ୍ୱର: ପୁରୁଷ ସିନିୟର ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଂଟ କଳାହାଣ୍ଡି କପ ମାର୍ଚ୍ଚ ୧୮ରୁ ଆରମ୍ଭ ହେବ । ଏହି ଲୋକପ୍ରିୟ ଟୁର୍ଣ୍ଣାମେଂଟରେ ଏଥର ୩୮ଟି ଟିମ ଅଂଶଗ୍ରହଣ କରିବେ ବୋଲି ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ କୁହାଯାଇଛି । ୬ଟି ଗ୍ରୁପରେ ଦଳଗୁଡିକ ଭାଗ କରାଯାଇଛି । ଗତ…

କୋହଲି ଆଘାତପ୍ରାପ୍ତ

ଦୁବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲ ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଘାତପ୍ରାପ୍ତ ହୋଇଛନ୍ତି । ସେଥିପାଇଁ ସେ ଅଭ୍ୟାସ ସେଶନରେ ଯୋଗ ଦେଇ ନ ଥିଲେ । ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଆଘାତ ସମସ୍ୟା ଯୋଗୁ ଖେଳି ନ ଥିଲେ । ତେବେ ସେ…

ରୋହିତଙ୍କ ଅବସର ସମ୍ପର୍କରେ ଏହା କହିଲେ ଗିଲ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲ ପୂର୍ବରୁ ଭାରତର ଉପ ଅଧିନାୟକ ଶୁଭମନ ଗିଲ ଅଧିନାୟକ ରୋହିତ ଶର୍ମାଙ୍କ ଅବସର ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିଛନ୍ତି । ରୋହିତ କଣ ଫାଇନାଲ ମ୍ୟାଚ ପରେ ଅବସର ନେବେ କି ପ୍ରଶ୍ନର ଉତରରେ ସେ କହିଥିଲେ, ଏହି ବିଷୟ ନେଇ କୌଣସି ଆଲୋଚନା ହୋଇନି । ଆମେ…

ମେଘୁଆ ପାଗରେ ଖେଳାଯିବ ଫାଇନାଲ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମହାମୁକାବିଲା ଖେଳାଯିବ । ଉଭୟ ଦଳ ଭଲ ଫର୍ମରେ ଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ ଏହି ମ୍ୟାଚ ଅବସରରେ ପାଗ ମେଘୁଆ ରହିବ ବୋଲି…

ଚାମ୍ପିୟନ୍ସ ଟ୍ରଫି ଫାଇନାଲ: କୋହଲି, ୱିଲିୟମସନ ହେବେ ଗେମ ଚେଞ୍ଜର

ଦୁବାଇ: ଆଉ କିଛି ଘଂଟା ପରେ ଦୁବାଇରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଉଭୟ ଟିମ ଶକ୍ତିଶାଳୀ ଥିବାରୁ କିଏ ଚାମ୍ପିୟନ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର । ତେବେ ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀ କହିଛନ୍ତି ଭାରତ ପାଇଁ…

ଫାଇନାଲ ପୂର୍ବରୁ ଏହି ମହାନ ସ୍ପିନର କହିଲେ..ମୋତେ ନ୍ୟୁଜିଲାଣ୍ଡ ଭୟ ଘାରିଛି

ଦୁବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ୨୫ ବର୍ଷ ପରେ ଭାରତ ଚାମ୍ପିୟନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେବାକୁ…

Champions Trophy: ବଦଳିଗଲା କି ଫାଇନାଲର ସମୟ ? ଜାଣନ୍ତୁ ଦୁବାଇରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍

ନୂଆଦିଲ୍ଲୀ: ବିଗ୍‌ ଫାଇଟ୍‌ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଦୁଇ ଟିମ୍ ପ୍ରସ୍ତୁତି ଜୋରଦାର୍ କରୁଛନ୍ତି । ଏହି ମ୍ୟାଚ ଦୁବାଇ ଇଣ୍ଟରନେସନାଲ ଷ୍ଚାଡିୟମରେ…