Latest Odisha News

BREAKING NEWS

Browsing Category

ଖେଳ

ଜୁନିୟର ସନ୍ତରଣ ଚାମ୍ପିୟନଶିପରେ ଇତିହାସ ରଚିଲେ ମନ୍ନତ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ମହିଳା ସନ୍ତରଣକାରୀ ମନ୍ନତ ମିଶ୍ର ଇତିହାସ ରଚିଛନ୍ତି । ସେ ଓଡିଶାର ପ୍ରଥମ ସନ୍ତରଣକାରୀ ଭାବେ ଜାତୀୟ ଜୁନିୟର ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଗ୍ରୁପ ୧ ବାଳିକା ବ୍ରେଷ୍ଟଷ୍ଟ୍ରୋକରେ ଏହି ସଫଳତା ହାସଲ କରିଛନ୍ତି । ଓଡିଶା ଆଇଆଇଏସ ସନ୍ତରଣ…

ଚମତ୍କାର ପ୍ରଦର୍ଶନ ସତ୍ୱେ ଅଳ୍ପକେ ହାତଛଡା ହୋଇଯାଇଥିଲା ପଦକ

ପ୍ୟାରିସ: ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୬ ପଦକ ହାସଲ କରିଥିଲେ ମଧ୍ୟ ଅଳ୍ପକେ ଆଉ କେତେକ ସୁଯୋଗ ହାତଛଡା କରିଥିଲା । ଆସନ୍ତୁ ନଜର ପକାଇବା କେଉଁ ଇଭେଂଟରେ ପଦକ ହାତଛଡା ହୋଇଥିଲା । ରେସଲିଂରେ ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଥିଲେ ମଧ୍ୟ ମୁକାବିଲା ପୂର୍ବରୁ…

ରେଡକାର୍ଡ ପାଇବା ପରେ ରାତି ଯାକ ଶୋଇପାରି ନ ଥିଲେ ଅମିତ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ତେବେ ହକିରେ ପଦକ ଧାରା ବଜାୟ ରଖିବାକୁ କ୍ରୀଡାପ୍ରେମୀ ବେଶ ପସନ୍ଦ କରିଛନ୍ତି । ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପକ୍ଷରୁ ଖେଳୁଥିବା ଓଡିଶାର ଅମିତ ରୋହୀଦାସଙ୍କୁ ରେଡକାର୍ଡ…

ଆଶା ଦେଇଛି ଯୁବ ପ୍ରତିଭାଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଶେଷ ହୋଇଛି ଭାରତର ଅଭିଯାନ । ଏଥର ଭାରତ ମୋଟ ୬ଟି ପଦକ ପାଇଛି । ଓଜନ ଅଧିକ ଯୋଗୁଁ  ମହିଳା କୁସ୍ତିରେ ଅଯୋଗ୍ୟ ଘୋଷିତ ଭିନେଶ ଫୋଗାଟଙ୍କ ସପକ୍ଷରେ ଯଦି କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସର ରାୟ ଆସେ,ତାହା ହେଲେ ଭାରତକୁ ରୌପ୍ୟ ମିଳିବ । ଆଉ ଯଦି…

ଏଥର ବିନା ସ୍ୱର୍ଣ୍ଣ ସହ ପ୍ୟାରିସ ଅଲିମ୍ପିକ୍ସ ଅଭିଯାନ ଶେଷ କଲା ଭାରତ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ଭାରତ ପକ୍ଷରୁ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏଥର ଟିମ ଇଣ୍ଡିଆ ବିନା ସ୍ୱର୍ଣ୍ଣରେ ଅଭିଯାନ ଶେଷ କରିଛି । ମନୁ ଭାକର ୧୦ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଓ ମିକ୍ସଡ…

ଭିନେଶଙ୍କ ଆବେଦନର ଶୁଣାଣୀ ପୂନର୍ବାର ଘୁଂଚିଲା

ପ୍ୟାରିସ: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ କୋର୍ଟ ଅଫ ଆର୍ବିଟ୍ରେଶନ ନିକଟରେ କରିଥିବା ଆବେଦନର ଶୁଣାଣୀ ତାରିଖ ପୂନର୍ବାର ଘୁଂଚାଇଛି । ଏବେ ୧୧ ଅଗଷ୍ଟ ରାତି ୯ଟା୩୦ରେ ଏହାର ଶୁଣାଣୀ କରାଯିବ । ୫୦ କିଗ୍ରା ଫ୍ରିଷ୍ଟାଇଲ ରେସଲିଂର ଫାଇନାଲ ପୂର୍ବରୁ ଭିନେଶଙ୍କ ଓଜନ ଆବଶ୍ୟକଠାରୁ ୧୦୦ ଗ୍ରାମ…

ରେସଲିଂରେ ସ୍ୱର୍ଣ୍ଣ ଜିତିବା ପରେ ଭିନେଶଙ୍କୁ ସମର୍ଥନ କଲେ ହିଗୁଚି ରେଇ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ କୁସ୍ତିରେ ଗତ ଥର ଭଳି ସଫଳତା ମିଳିନି । ଟୋକିଓ ଗେମ୍ସରେ ରବି ଦାହିୟା(ରୌପ୍ୟ), ବଜରଙ୍ଗ ପୁନିଆ (ବ୍ରୋଞ୍ଜ) ପଦକ ହାସଲ କରିଥିଲେ । ଏଥର ଏ ପର୍ଯ୍ୟନ୍ତ କେବଳ ଅମନ ସହରାୱତ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ରେସଲର ଭିନେଶ ଫୋଗଟ ଫାଇନାଲରେ…

ରାହୁଲଙ୍କ ବଡ ବୟାନ, କୋଚ୍ ଭାବେ ସବୁଠୁ ଖରାପ ସମୟ ଥିଲା କୋହଲି… 

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିବା ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ୍ ଇଣ୍ଡିଆ ତିନିଥର ଆଇସିସି ଟ୍ରଫିର ଫାଇନାଲରେ ପ୍ରବେଶ କରିଛି।…

ସ୍ୱର୍ଣ୍ଣ ପଦକ ଜିତିବା ପରେ ଇମାନେ ଖେଲୀଫ କହିଲେ, ମୁଁ ଜନ୍ମରୁ ମହିଳା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଆଲଜେରିଆର ମହିଳା ବକ୍ସର ଇମାନେ ଖେଳୀଫଙ୍କୁ ନେଇ ବିବାଦ ଉପୁଜିଥିଲା । ଗତ ବର୍ଷ ଲୈଙ୍ଗିକ ଯାଂଚରେ ବିଫଳ ହୋଇଥିଲେ ମଧ୍ୟ ଏଥର ତାଙ୍କୁ ଅଲିମ୍ପିକ୍ସରେ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା । ଏବେ ସେ ସ୍ୱର୍ଣ୍ଣ ପଦକ ଜିତିବା ପରେ ମୁଁ ଜନ୍ମରୁ ମହିଳା…

ସାମାନ୍ୟ ଭୁଲ ଯୋଗୁ କ୍ୱାର୍ଟରରେ ହାରିଲେ ରେସଲର ରିତିକା

ପ୍ୟାରିସ: ଭାରତର ମହିଳା ରେସଲର ରିତିକା ହୁଡ୍ଡା ସାମାନ୍ୟ ଭୁଲ ଯୋଗୁ କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି । ୭୬ କିଗ୍ରା ବିଭାଗରେ ସେ କିର୍ଗିସ୍ତାନର ଅୟପେରୀ କିଜିଙ୍କ ବିପକ୍ଷରେ ଶେଷ ମୂହର୍ତରେ ଗୋଟିଏ ପଂଏଟ ହରାଇବା ଯୋଗୁ ପରାଜିତ ହୋଇଥିଲେ । ଯାହାକି ଭାରତୀୟ କ୍ରୀଡାପ୍ରେମୀଙ୍କୁ ବ୍ୟଥୀତ…