Latest Odisha News

BREAKING NEWS

Browsing Category

ଖେଳ

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ :ଏହି ପିଚରେ ଖେଳାଯିବ ଫାଇନାଲ ମ୍ୟାଚ

ଦୁବାଇ: ମାର୍ଚ୍ଚ ୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଦୁବାଇରେ ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଯେଉଁ ପିଚର ବ୍ୟବହାର କରାଯାଇଥିଲା ତାର ପୂନରାବୃତି ହେବନି । ଏହି ପିଚ ସମ୍ପୂର୍ଣ୍ଣ ନୂଆ…

ଆଇସିସି ଫାଇନାଲ: କୋହଲି, ରୋହିତଙ୍କ ମଧ୍ୟରେ ଶ୍ରେଷ୍ଠ କିଏ

ଦୁବାଇ: ମାର୍ଚ୍ଚ ୯ରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି କହିଲେ ଭୁଲ ହେବନି । ତେବେ ଆଇସିସିର ଫାଇନାଲରେ ଭାରତର ଏହି ଦୁଇ…

ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ବିଶ୍ୱକପ : ଫ୍ଲୋର ଏକ୍ସରସାଇଜ ଫାଇନାଲରେ ତପନ

ଭୁବନେଶ୍ୱର: ଓଡିଶାର ଷ୍ଟାର ଜିମ୍ନାଷ୍ଟ ତପନ ମହାନ୍ତି ଏଫଆଇଜି ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସେ ବାକୁରେ ଅନୁଷ୍ଠିତ ଏହି ବିଶ୍ୱକପର ଫ୍ଲୋର ଏକ୍ସରସାଇଜ ଫାଇନାଲରେ ପ୍ରବେଶ କରିଛନ୍ତି । ୨୨ ବର୍ଷୀୟ ଏହି ଯୁବ ଜିମ୍ନାଷ୍ଟ ୧୨.୬୦୦ ସ୍କୋର କରି…

ସ୍ପିନ ଜାଲରେ କିଏ ମଜଭୁତ, ଏବେ ହେବ ପ୍ରକୃତ ପରୀକ୍ଷା

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଦୁବାଇରେ ରଚା ଯାଇଥିବା ସ୍ପିନ ଜାଲରେ ଏବେ ଦୁଇ ଶକ୍ତିଶାଳୀ ଟିମ ମୁହାଁମୁହିଁ ହୋଇଛନ୍ତି । କ୍ରମାଗତ ମ୍ୟାଚ ଖେଳିବ ଭାରତ ପିଚର ଗଣିତକୁ ଭଲ ଭାବେ କଷି ପାରିଛି । ଏବେ ନ୍ୟୁଜିଲାଣ୍ଡ ଏହାର…

ଟପ ଗ୍ରେଡରୁ ବାହାର ହେବେ କି ରୋହିତ, ବିରାଟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫଳାଫଳ ଟିମ ଇଣ୍ଡିଆର ଅନେକ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । କ୍ରମାଗତ ଭଲ ପ୍ରଦର୍ଶନ କରି ଶ୍ରେୟାଶ ଆୟାର ବିସିସିଆଇକୁ ପ୍ରଭାବିତ କରିପାରିଛନ୍ତି । ଶ୍ରେୟାଶଙ୍କୁ ଚାମ୍ପିୟନ୍ସ ଟ୍ରଫି ପରେ ବିସିସିଆଇ ପୁରସ୍କୃତ କରିବା ସମ୍ଭାବନା ରହିଛି ।…

ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଏବେ ଯୋଜନା ନାହିଁ: କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ନାହିଁ। ବିଧାନସଭାରେ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ା ଏବଂ ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଅପରପକ୍ଷରେ…

ଆକ୍ରମ, ୟୁନୁସଙ୍କୁ ଅର୍ଥ ଫିଙ୍ଗ…. ସବୁ କିଛି କରିବେ

କରାଚୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଗ୍ରୁପ ଷ୍ଟେଜରୁ ଆୟୋଜକ ପାକିସ୍ତାନ ବିଦାୟ ନେଇଛି । ଏ ନେଇ ପାକିସ୍ତାନ କ୍ରିକେଟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ସିନିୟର ଖେଳାଳି ଓ ଟିମ ମ୍ୟାନେଜମେଂଟ ସଦସ୍ୟଙ୍କ ମନୋମୂଖୀ କାରୋବାର ଯୋଗୁ ଦଳର ପ୍ରଦର୍ଶନସ୍ତର ହ୍ରାସ ପାଇଛି ।…

ବିବାହର ୭ ବର୍ଷ ପରେ ମାଆ ହେବେ ଏହି ଷ୍ଟାର ରେସଲର

ଦୁବାଇ: ବିବାହର ୭ ବର୍ଷ ପରେ ଭାରତର ଷ୍ଟାର ମହିଳା ରେସଲର ମାଆ ହେବାକୁ ଯାଉଛନ୍ତି । ତାଙ୍କ ପତି ସୋମବୀର ରାଠୀ ଏହି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ମହାନ ରେସଲର ତଥା ଜୁଲାନାର କଂଗ୍ରେସ ବିଧାୟିକା ଭିନେଶ ଫୋଗଟ ୨୦୧୮ରେ ସାଥୀ ରେସଲର ସୋମବୀର ରାଠୀଙ୍କୁ ବିବାହ…

ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜ: ସବ ଜୁନିୟରରେ ବାଜି ମାରିଲେ ଆର୍ଯ୍ୟନ, ବୈଷ୍ଣବୀ

ପୁରୀ: ସ୍ଥାନୀୟ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମରେ ତୃତୀୟ ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜର ସବ ଜୁନିୟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରିକର୍ଭ ବାଳକ ବିଭାଗରେ ଉତରପ୍ରଦେଶର ଆର୍ଯ୍ୟନ ରାନା, ତାମିଲନାଡୁର ସ୍ମରନ ସର୍ବେଶ ଓ ମେଘାଳୟର ଦେବରାଜ ମହାପାତ୍ର ଯଥାକ୍ରମେ ପ୍ରଥମ ୩ଟି…

ସାମୀଙ୍କୁ ଅପରାଧୀ କହିଲେ ଏହି ଧର୍ମଗୁରୁ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ମହମ୍ମଦ ସାମୀଙ୍କ ଆକର୍ଷଣୀୟ ପ୍ରଦର୍ଶନ ସହାୟତାରେ ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ମ୍ୟାଚ ଅବସରରେ ସାମୀ ଏନର୍ଜି ଡ୍ରିଙ୍କ ପିଉଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…