Latest Odisha News

BREAKING NEWS

Browsing Category

ଖେଳ

୨୫ ବର୍ଷ ପରେ ପ୍ରତିଶୋଧ ନେବା ପାଇଁ ଭାରତ ନିକଟରେ ସୁଯୋଗ

ଦୁବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ଉଭୟ ଦଳ ଗ୍ରୁପ ପର୍ଯ୍ୟାୟ ଏବଂ ସେମିଫାଇନାଲରେ ଭଲ ପ୍ରଦର୍ଶନ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ୨୫ ବର୍ଷ ପରେ ଏହି ଦୁଇ ଟିମ ଆଇସିସିର ସୀମିତ ଓଭର ମୁକାବିଲାର…

ମିଲରଙ୍କ ବିସ୍ଫୋରକ ଶତକ ବ୍ୟର୍ଥ: ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ

କରାଚୀ: ଡେଭିଡ ମିଲରଙ୍କ ବିସ୍ଫୋରକ ଶତକ ସତ୍ୱେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫୦ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି…

ଗମ୍ଭୀରଙ୍କୁ ମିଛୁଆ ପ୍ରମାଣିତ କଲେ ସାମୀ

ଦୁବାଇ: ଭାରତ ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଦଳ ଏବେ ଟାଇଟଲ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛି । ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିଥିବାରୁ ଫାଇଦାରେ ରହୁଥିବା ବିପକ୍ଷ ଟିମର କେତେକ ସଦସ୍ୟ ବୟାନ ଦେଇଥିଲେ । ତେବେ ଏହାକୁ କୋଚ ଗୌତମ ଗମ୍ଭୀର ଓ…

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ: ରୋହିତଙ୍କୁ ପଛରେ ପକାଇଲେ କୋହଲି

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭଲ ପ୍ରଦର୍ଶନ କରିବା ଯୋଗୁ ଭାରତର କେତେଜଣ ଖେଳାଳିଙ୍କ ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଉନ୍ନତି ହୋଇଛି । ଶୁଭମନ ଗିଲ ୭୯୧ ପଂଏଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି । ବାବର ଆଜମ ଦ୍ୱିତୀୟ ଏବଂ ହେନେରୀ କ୍ଲାସେନ ତୃତୀୟ ସ୍ଥାନରେ ରହିଛନ୍ତି ।…

ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜ: ସବ ଜୁନିୟର କମ୍ପାଉଣ୍ଡ ନକଆଉଟରେ ପାୟଲ

ପୁରୀ: ସ୍ଥାନୀୟ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଏନଟିପିସି ତୃତୀୟ ତୀରନ୍ଦାଜ ର‌୍ୟାଙ୍କିଙ୍କ ଟୁର୍ଣ୍ଣାମେଂଟରେ ବୁଧବାର ଓଡିଶାର ସବ ଜୁନିୟର ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ପାରା ଆର୍ଚ୍ଚେରୀରେ ଦୃଷ୍ଟି ଆକର୍ଷଣ କରିଥିବା ଓଡିଶାର ପାୟଲ ନାଗ କମ୍ପାଉଣ୍ଡ ବିଭାଗରେ ୧୦ମ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଇତିହାସର ସର୍ବୋଚ୍ଚ ସ୍କୋର କଲା ନ୍ୟୁଜିଲାଣ୍ଡ

ଲାହୋର: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଇତିହାସ ରଚିଛି ନ୍ୟୁଜିଲାଣ୍ଡ । ଏଠାରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୬୩ ରନର ବିଜୟ ଲକ୍ଷ୍ୟ ରଖିଛି । ଏହି ମ୍ୟାଚର ବିଜେତା ଫାଇନାଲରେ ଭାରତକୁ ଭେଟିବ ।…

ଦିନିକିଆରୁ ଅବସର ନେଲେ ସ୍ମିଥ

ଦୁବାଇ: ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ପରାସ୍ତ କରି ଭାରତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆର ଅଧିନାୟକ ତଥା ସିନିୟର ଖେଳାଳି ଷ୍ଟିଭ ସ୍ମିଥ ଏହି ପରାଜୟ ପରେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ୟାଟ କମିନ୍ସଙ୍କ ବଦଳରେ ସ୍ମିଥ ଦଳର…

‘କଙ୍ଗାରୁ’ଙ୍କୁ ଏମିତି ଶିକାର କଲେ ରୋହିତ ବାହିନୀ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଭାବଶାଳୀ ସେମିଫାଇନାଲ ବିଜୟ ପରେ ଭାରତ ଲଗାତାର ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଛି। ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଭାରତ…

କୋହଲିଙ୍କ ଅର୍ଦ୍ଧଶତକ: ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ

ଦୁବାଇ: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ରୋମାଂଚପୂର୍ଣ୍ଣ ପ୍ରଥମ ସେମିଫାଇନାଲରେ ଭାରତ ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ୪ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଟିମଇଣ୍ଡିଆ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ…

ଆଇପିଏଲ ୨୦୨୫ ପାଇଁ ବିସିସିଆଇ ଲାଗୁ କଲା ନୂଆ ନିୟମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପାଇଁ ବିସିସିଆଇ କେତେକ ନୂତନ ନିୟମ ଲାଗୁ କରିଛି । ମାର୍ଚ୍ଚ ୨୨ରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ । ଆସନ୍ତୁ ନଜର ପକାଇବା ବିସିସିଆଇର ନୂତନ ନିୟମ ଉପରେ.. । ଅଭ୍ୟାସ ପାଇଁ ୨ଟି ନେଟ ଓ ରେଂଜ…