Latest Odisha News

BREAKING NEWS

Browsing Category

ଖେଳ

IND vs AUS: ଆଉ ଟିକେ ଭିତରକୁ… KLଙ୍କ ଭିତରେ ପଶିଲା ଧୋନୀଙ୍କ ଆତ୍ମା, କହିବା ମାତ୍ରେ ଜାଡ୍ଡୁ ନେଲେ ୱିକେଟ

ନୂଆଦିଲ୍ଲୀ: ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଷ୍ଟମ୍ପ ପଛରେ ହିଁ ଖେଳ କରିଥାନ୍ତି। ଖେଳର ମୋଡ଼ ବଦଳାଇବାରେ ଧୋନୀଙ୍କ ନିକଟରେ ଅଦ୍ଭୁତ କଳା ରହିଛି। ବିଶେଷକରି କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବିନ୍ଦ୍ର ଜାଡେଜାଙ୍କ ପରି ସ୍ପିନରଙ୍କଠାରୁ କିପରି ଶତପ୍ରତିଶତ ଏଫର୍ଟ…

ଅଲମ୍ପିକ ପଦକ ବିଜେତା ସୁଶିଲ କୁମାରଙ୍କୁ ଜାମିନ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୦୨୧ ମସିହା ମେ ମାସରେ ସୁଶୀଲ ତାଙ୍କର ରେସଲର ସାଥି ସାଗର ଧନଖରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହା ପୂର୍ବରୁ ଜୁଲାଇ ୨୦୨୩ରେ ଆଣ୍ଠୁର ଅସ୍ତ୍ରୋପଚାର…

ଭାଗ୍ୟବାନ ସ୍ମିଥଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆ ୨୬୪ରେ ଅଲଆଉଟ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୬୫ ରନର ଲକ୍ଷ୍ୟ ରଖିଛି । ଷ୍ଟିଭନେ ସ୍ମିଥ ଓ ଆଲେକ୍ସ କ୍ୟାରୀ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର କରିପାରି ନ ଥିଲା । ୩୬…

ଏହି ସାଉଥ୍ ଫିଲ୍ମରେ ଏଣ୍ଟ୍ରି କରିବେ ଅଷ୍ଟ୍ରେଲିଆର ଷ୍ଟାର୍ କ୍ରିକେଟର

ହାଇଦ୍ରାବାଦ: ଭାରତୀୟ ସିନେମାରେ କ୍ରିକେଟରଙ୍କ ବାୟୋପିକ ନିର୍ମାଣ ହୋଇଥାଏ। ଏହି ଫିଲ୍ମ ଗୁଡିକ ହିଟ୍ ମଧ୍ୟ ହୋଇଥାଏ। ହେଲେ ଅନେକ ସମୟରେ କ୍ରିକେଟର ମାନେ ଡେବ୍ୟୁ କରିଥିବା ନଜର ରହିଛି। ସେମିତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣର ଦକ୍ଷିଣ ସିନେମାରେ ନିଜର ଅଭିନୟର ଯାଦୁ…

ସିରାଜଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମାହିରା ଶର୍ମା

ମୁମ୍ବାଇ: ଭାରତୀୟ କ୍ରିକେଟର ତଥା ପେସ ବୋଲର ମହମ୍ମଦ ସିରାଜ ଏବଂ ମାହିରା ଶର୍ମା ପରସ୍ପରକୁ ଭଲ ପାଉଥିବା ଖବର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ଇତି ମଧ୍ୟରେ ମାହିରା ଏହି ସମ୍ପର୍କରେ ମୁହଁ ଖୋଲିଛନ୍ତି । ପୂର୍ବରୁ ତାଙ୍କ ମାଆ ଏହି ଖବରକୁ ଖଣ୍ଡନ କରିଥିଲେ । ମାହିରା…

ଏନଟିପିିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜ: ଧୀରଜ, ଭଜନ କୌର ଶୀର୍ଷରେ

ପୁରୀ: ସ୍ଥାନୀୟ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମରେ ତୃତୀୟ ଏନଟିପିସି ସର୍ବଭାରତୀୟ ର‌୍ୟାଙ୍କିଙ୍ଗ ତୀରନ୍ଦାଜ ପ୍ରତିଯୋଗିତା ଆୟୋଜିତ ହେଉଛି । ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଦେଶର ଷ୍ଟାର ତୀରନ୍ଦାଜଙ୍କ ମଧ୍ୟରେ ରୋମାଂଚକ ମୁକାବିଲା ଦେଖିବାକୁ ମିଳିଥିଲା । ରିକର୍ଭ ପୁରୁଷ ବିଭାଗରେ ସର୍ଭିସେସ…

ଦୁବାଇ ଆମ ଘର ନୁହେଁ କାହିଁକି କହିଲେ ରୋହିତ

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମାର୍ଚ୍ଚ ୪ରେ ଦୁବାଇରେ ଖେଳାଯିବ । ଏଥିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ପାକିସ୍ତାନ ବଦଳରେ ଦୁବାଇରେ ଖେଳୁଛି । ଇତି ମଧ୍ୟରେ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ…

ଆଇପିଏଲ: ରାହାନେ କୋଲକାତା ଅଧିନାୟକ ନିଯୁକ୍ତ

କୋଲକାତା: ଆଇପିଏଲର ଗତ ସଂସ୍କରଣ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ୨୦୨୫ ପାଇଁ ଦଳର ଅଧିନାୟକଙ୍କ ନାମ ଘୋଷଣା କରିଛି । ଅଜିଙ୍କ୍ୟ ରାହାନେଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଭେଙ୍କଟେଶ ଆୟାରଙ୍କୁ ଉପ ଅଧିନାୟକ କରାଯାଇଛି । ଶ୍ରେୟାଶ ଆୟାରଙ୍କ ସ୍ଥାନରେ ରାହାନେ ଏହି…

IPL 2025: ବିସିସିଆଇକୁ ପିଚ୍ ଚିନ୍ତା, ଲାଗୁ କଲା ନୂଆ ନିୟମ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ IPL)କୁ ନେଇ ବିସିସିଆଇ ନୂତନ ନିୟମ ଜାରି କରିଛି। ଏହି ନିୟମଗୁଡିକ ଦଳର ଅଭ୍ୟାସ ଅଧିବେଶନ ସହିତ ଜଡିତ । ଏହି ନୂତନ ନିୟମର ଉଦ୍ଦେଶ୍ୟ ହେଲା ପିଚ୍ ର ଗୁଣବତ୍ତା ବଜାୟ ରଖିବା ଏବଂ ସମସ୍ତ ଦଳକୁ ପର୍ଯ୍ୟାପ୍ତ ଅଭ୍ୟାସ ସୁଯୋଗ ପ୍ରଦାନ କରିବା ।…

ଚାମ୍ପିୟନ୍ସ ଟ୍ରଫି: ୪୭୧ ଦିନ ପରେ ମଧୂର ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଭାରତ-ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ୧୯ ନଭେମ୍ବର ୨୦୨୩ ଦିନକୁ ଭାରତୀୟ ପ୍ରଶଂସକମାନେ ଏବେ ବି ମନରୁ କାଢ଼ି ପାରି ନାହାନ୍ତି । ଏହି ଦିନ ଖେଳାଯାଇଥିବା…