Latest Odisha News

BREAKING NEWS

Browsing Category

ଖେଳ

ଅଯୋଗ୍ୟ ଘୋଷିତ ହେଲେ ଭିନେଶ ଫୋଗଟ, ପଦକ ହାସଲ ଆଶା ବି ଗଲା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତକୁ ଶକ୍ତ ଧକ୍କା ଲାଗିଛି । ୫୦ କିଗ୍ରା ମହିଳା ରେସଲିଂରେ ଫାଇନାଲରେ ପ୍ରବେଶ କରି ନିଶ୍ଚିତ ପଦକ ସୃଷ୍ଟି କରିଥିଲେ । ତେବେ ଫାଇନାଲ ପୂର୍ବରୁ ତାଙ୍କ ଓଜନ ୫୦ କିଗ୍ରାରୁ ଅଧିକ ହୋଇଥିବାରୁ ଅଲିମ୍ପିକ କମିଟି ତାଙ୍କୁ ଅଯୋଗ୍ୟ ଘୋଷିତ କରିଛି…

‘ଭିନେଶଙ୍କ ବିଜୟ ବ୍ରିଜଭୂଷଣଙ୍କ ଗାଲରେ ଶକ୍ତ ଚାପୁଡା’

ନୂଆଦିଲ୍ଲୀ: ଭିନେଶ ଫୋଗାଟ ଅଲିମ୍ପିକ କୁସ୍ତି ପ୍ରତିଯୋଗିତା ଫାଇନାଲରେ ପହଞ୍ଚିଯାଇଛନ୍ତି । ଏହାସହିତ ସେ ପ୍ରଥମ ମହିଳା ବନିଛନ୍ତି ଯେ କୁସ୍ତିରେ ଫାଇନାଲକୁ ରାସ୍ତା ଖୋଲିଛନ୍ତି । ଭିନେଶଙ୍କ ଏହି ଉପଲବ୍ଧିରେ ତାଙ୍କର ଦାଦା ତଥା ତାଙ୍କ କୁସ୍ତି ପ୍ରଶିକ୍ଷକ ଗୁରୁ ମହାବୀର ଫୋଗାଟ ଏହାକୁ…

ଅଲିମ୍ପିକ୍ସରେ ଫାଇନାଲ ଆଶା ଧୂଳିସାତ: ଏବେ କାଂସ୍ୟ ପଦକ ପାଇଁ ସ୍ପେନ୍ ସହ ଲଢ଼ିବ ଭାରତ

ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଛି। ଏଥିସହିତ ୪୪ ବର୍ଷ ପରେ ଫାଇନାଲରେ ପହଞ୍ଚିବାର ଟିମ୍ ଇଣ୍ଡିଆର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଇଛି। ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଜର୍ମାନୀ ୩-୨ ଗୋଲରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ…

ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ

ପ୍ୟାରିସ: ଅଗଷ୍ଟ ୬, ମଙ୍ଗଳବାର ଦିନ ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ କରିବାରେ ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ସେମିଫାଇନାଲ ମୁକାବିଲା ଖେଳୁଥିବା ଭିନେଶ ପ୍ୟାରିସରେ କ୍ୟୁବାର ଲୋପେଜ୍ ଗୁଜମ୍ୟାନ୍ ଙ୍କୁ ପରାସ୍ତ କରି ପଦକ ସୁନିଶ୍ଚିତ କରିଛନ୍ତି। କ୍ୟୁବା…

ଉଦ୍‌ଘାଟିତ ହେଲା ଜାତୀୟ ଜୁନିୟର ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ତମ ସବଜୁନିୟର ଏବଂ ୫୦ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ…

ବାଂଲାଦେଶରେ ଟି୨୦ ମହିଳା ବିଶ୍ୱକପ ଆୟୋଜନ ନେଇ ସୃଷ୍ଟି ହେଲା ସନ୍ଦେହ

ଢ଼ାକା: ବାଂଲାଦେଶରେ ସୃଷ୍ଟି ହୋଇଥିବା ହିଂସା ପରେ ଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା ଦେଶ ଛାଡି ପଳାଇ ଯାଇଛନ୍ତି । ସୂଚନାଯୋଗ୍ୟ, ବାଂଲାଦେଶରେ ଚଳିତ ବର୍ଷ ମହିଳା ଟି୨୦ ବିଶ୍ୱକପ ଆୟୋଜନ ହେବାରେ ଅଛି । ୩ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ବର୍ତମାନ ଆନ୍ତର୍ଜାତୀୟ କ୍ରିକେଟ…

ପ୍ରକାଶ ପାଦୁକୋନଙ୍କୁ ସମାଲୋଚନା କଲେ ଅଶ୍ୱୀନ ପୋନପ୍ପା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଅଳ୍ପକେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଥିଲେ । ସେମିରେ ଅଶ୍ୱୀନ ପ୍ରଥମ ଗେମରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବାକି ୨ଟି ଗେମ ହାତଛଡା କରିଥିଲେ । ଦ୍ୱିତୀୟ ଗେମ ଅବସରରେ ତାଙ୍କ ହାତ ଆଘାତପ୍ରାପ୍ତ…

ମହିଳା ରେସଲିଂ ସେମିରେ ଭିନେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପକ୍ସରେ ଭାରତର ସିନିୟର ରେସଲର ଭିନେଶ ଫୋଗଟ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ୫୦ କିଗ୍ରା ଫ୍ରିଷ୍ଟାଇଲ ଇଂଭେଟର କ୍ୱାର୍ଟର ଫାଇନାଲରେ ସେ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ୟୁକ୍ରେନର ଓକସାନା ଲିଭାଚଙ୍କୁ ୭-୫ରେ…

କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଛିଡା ହୋଇ ପାରୁ ନ ଥିବା ଭିଡିଓ ଭାଇରାଲ

ମୁମ୍ବାଇ: ଭାରତର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିିଡିଓରେ କାମ୍ବଲୀ ଛିଡା ହୋଇ ପାରୁ ନ ଥିବାରୁ ୨ ଜଣ ବ୍ୟକ୍ତି ତାଙ୍କୁ ସହଯୋଗ କରୁଛନ୍ତି । ଏହି ଭିଡିଓ କିମ୍ବା ଖବରର ସତ୍ୟତା ସମ୍ପର୍କରେ ଓଡିଶା ସମ୍ବାଦ…

ପ୍ୟାରିସ ଅଲମ୍ପିକ୍ସ ୨୦୨୪: ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

ପ୍ୟାରିସ: ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି। ଏହାପରେ ନୀରଜ ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲରେ ଜାଭେଲିନ୍ ପକାଇବେ। ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍…