Latest Odisha News

BREAKING NEWS

Browsing Category

ଖେଳ

ପ୍ରିୟାଂଶଙ୍କୁ ନେବା ପାଇଁ ନିଲାମରେ ଜିଦ କରିଥିଲେ ପ୍ରୀତି

ମୁଲାନପୁର: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗସର ପ୍ରିୟାଂଶ ଆର୍ଯ୍ୟ ବିସ୍ଫୋରକ ଶତକ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ସେ ୩୯ ବଲରେ ୯ ଛକା ଓ ୭ ଚୌକା ସହାୟତାରେ ଶତକ ହାସଲ କରିଥିଲେ । ସେ ଶତକ ହାସଲ କରିବା ମାତ୍ରେ ପ୍ରୀତି ଜିଂଟା…

ରାହାଣେ, ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ ବ୍ୟର୍ଥ, ୪ ରନରେ ହାରିଲା କେକେଆର

କୋଲକାତା: ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ୱେ ଏଠାରେ ଅନୁଷ୍ଠିତ ହାଇସ୍କୋରିଂ ଆଇପିଏଲ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୪ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ ୩ ୱିକେଟ ହରାଇ ୨୩୮…

୧୦ ବର୍ଷ ପରେ ଏମଆଇର ଘରୋଇ ପିଚରେ ବିଜୟୀ ହେଲା ଆରସିବି

ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ମ୍ୟାଚ ଆଇପିଏଲ ୨୦୨୫ର ୨୦ ନମ୍ବର ମ୍ୟାଚ ଥିଲା ଏବଂ ଏପ୍ରିଲ ୭ ତାରିଖ ସୋମବାର ଦିନ ଖେଳା ଯାଇଥିଲା। ଶେଷ ଓଭର…

୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ବି.ଏସ.ଏଫ ୯-୨ ଗୋଲ ବ୍ୟବଧାନରେ ତେଲେଙ୍ଗନା ପୋଲିସ ଦଳକୁ ପରାସ୍ତ କରିଥିଲା । ସେହିପରି ଆଇଟିବିପି ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯାଇଥିଲା । ଏହି…

ପ୍ରଥମ ଭାରତୀୟ ଭାବେ ଟି୨୦ରେ ଏହି ରେକର୍ଡ କଲେ କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ସେ ଭାରତର ପ୍ରଥମ ଖେଳାଳି ଭାବେ ଟି୨୦ କ୍ରିକେଟରେ ୧୩୦୦୦ ରନ ପୂର୍ଣ୍ଣ କରିଛନ୍ତି । ବିଶ୍ୱ କ୍ରିକେଟରେ…

ସମାଲୋଚନା ପରେ ଅଶ୍ୱୀନ ନେଲେ ଏହି ନିଷ୍ପତି

ଚେନ୍ନାଇ: ଚଳିତ ଆଇପିଏଲରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ୟୁଟ୍ୟୁବ ଚ୍ୟାନେଲ ଚେନ୍ନାଇ ସୁପର କିଙ୍ଗସର ବାକି ମ୍ୟାଚ କଭର କରିବ ନାହିଁ ବୋଲି ନିଷ୍ପତି ନେଇଛି । ତାଙ୍କ ଚ୍ୟାନେଲ ମଜାଳିଆ ଢ଼ଙ୍ଗରେ କ୍ରିକେଟ ଆନାଲିସିସ କରିଥାଏ । ତେବେ ଗତ ମ୍ୟାଚରେ ନୂର ଅହମ୍ମଦଙ୍କୁ ଖେଳାଯିବା ଆବଶ୍ୟକ ନ ଥିଲା ବୋଲି…

ୱାଶିଂଟନ ସୁନ୍ଦରଙ୍କ ନାମ ପଛରେ ରହିଛି ଏହି କାରଣ

ଚେନ୍ନାଇ: ୱାଶିଂଟନ ସୁନ୍ଦରଙ୍କ ଚମତ୍କାର ବ୍ୟାଟିଂ ସହାୟତାରେ ଗୁଜରାଟ ଟାଇଟନ୍ସ ରବିବାର ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ତେବେ ଚେନ୍ନାଇର ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏହି ଷ୍ଟାର ଖେଳାଳିଙ୍କ ନାମ ପଛରେ ଏକ ଜବରଦସ୍ତ କାରଣ ରହିଛି । ସୁନ୍ଦରଙ୍କ ବାପା…

ଟିମରେ ସ୍ଥାନ ନମିଳିବାରୁ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ସିରାଜ…

ହାଇଦ୍ରାବାଦ: ଟିମ୍ ଇଣ୍ଡିଆର ପେସ ବୋଲର ମହମ୍ମଦ ସିରାଜ ଆଇପିଏଲ ୨୦୨୫ରେ ନିଜର କ୍ୟାରିଅରର ସର୍ବୋତ୍ତମ ପ୍ରଦର୍ଶନ ଦେଖାଇଛନ୍ତି। ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪ ଓଭରରେ ମାତ୍ର ୧୭ ରନ ଦେଇ ୪ଟି ଉଇକେଟ ନେଇ ଗୁଜରାଟ ଟାଇଟନ୍ସକୁ ୭ ଉଇକେଟରେ ବିଜୟୀ କରାଇଛନ୍ତି। ଏହି ମ୍ୟାଚ…

ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ର “ଲୋଗୋ ଏବଂ ମାସ୍କଟ-ଆଶା” ଲୋକାର୍ପିତ

ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ ର କର୍ଟେନ୍ ରେଜର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିଆନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଠାରେ ଏପ୍ରିଲ ୭ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି । ରାଜ୍ୟ…

ଟି୨୦ ବିଶ୍ୱକପର ଦାମୀ ଉପହାର ପାଇଲେ କୋହଲି

ବେଙ୍ଗାଲୁର: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ବ୍ୟସ୍ତ ଅଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କିପରି ଟ୍ରଫି ଜିତିବ ସେ ଏବଂ ତାଙ୍କ ଟିମ ଉଦ୍ୟମ ଜାରୀ ରଖିଛନ୍ତି । ଇତି ମଧ୍ୟରେ ଟି୨୦ ବିଶ୍ୱକପର ଏକ ଦାମୀ ଉପହାର କୋହଲିଙ୍କ ନିକଟରେ ପଂହଚିଛି । ଯାହାକୁ ଦେଖି କୋହଲି ବେଶ…