Latest Odisha News

BREAKING NEWS

Browsing Category

ଖେଳ

ରୋହିତଙ୍କୁ ମୋଟା କହିଲେ କଂଗ୍ରେସ ନେତ୍ରୀ, ବିରୋଧ କଲେ ପାକିସ୍ତାନ ସାମ୍ୱାଦିକ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କୁ ମୋଟା କହି ଅଡୁଆରେ ପଡ଼ିଲେ କଂଗ୍ରେସ ନେତ୍ରୀ ଡା. ସମା ମୋହମ୍ମଦ। ତାଙ୍କର ଏ ପ୍ରକାର ବାୟନକୁ କ୍ରିକେଟ ପ୍ରସଂଶକମାନେ ନାପସନ୍ଦ କରିଛନ୍ତି। ଏମିତିକି ବିରୋଧୀ ନେତାମାନେ ମଧ୍ୟ କଂଗ୍ରେସ ନେତ୍ରୀଙ୍କ ଏ ପ୍ରକାର ବୟାନକୁ ନେଇ ଟାର୍ଗେଟ କରିଛନ୍ତି। ସୋସିଆଲ…

ସାକଲେନ, ଇଞ୍ଜାମାମଙ୍କ ପ୍ରକୃତ ଘର ଭାରତରେ !

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଲୋକପ୍ରିୟ କ୍ରିକେଟର ଇଞ୍ଜାମାମ ଉଲ ହକ ଓ ସ୍ପିନର ସାକେଲନ ମୁସ୍ତାକଙ୍କ ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦୁଇ ଖେଳାଳି ପ୍ରଦର୍ଶନ ବଳରେ ପାକିସ୍ତାନକୁ ଅନେକ ମ୍ୟାଚରେ ବିଜୟ ହାସଲ କରାଇଛନ୍ତି । ଅବସର ନେବା ପରେ…

ଚାମ୍ପିୟନ୍ସ ଟ୍ରଫି: ଭାରତ-ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ସେମିଫାଇନାଲ

ଦୁବାଇ: ବରୁଣ ଚକ୍ରବର୍ତିଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଅନ୍ତିମ ଲିଗ ମୁକାବିଲାରେ ଭାରତ ୪୪ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏଥିସହ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଭାରତ-ଅଷ୍ଟ୍ରେଲିଆ ଓ ଦକ୍ଷିଣ…

ପୁରୀରେ ଆରମ୍ଭ ହେଲା ତୃତୀୟ ଏନଟିପିସି ର‌୍ୟାଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଂଟ

ପୁରୀ: ପୁରୀର ଜଗନ୍ନାଥ ଷ୍ଟାଡିୟମରେ ତୃତୀୟ ଏନଟିପିସି ସର୍ବଭାରତୀୟ ର‌୍ୟାଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଂଟ ମାର୍ଚ୍ଚ ୨ରୁ ଆରମ୍ଭ ହୋଇଛି । ଏହାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାଇରେକ୍ଟର ଅଫ ସ୍ପୋର୍ଟ୍ସ ଦୀପଙ୍କର ମହାପାତ୍ର ଯୋଗ ଦେଇଥିଲେ । ସେ କହିଥିଲେ ଏନଟିପିସି ଏବଂ…

ବିଦର୍ଭ ହେଲା ରଣଜୀ ଚାମ୍ପିୟନ

ନାଗପୁର: ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ କେରଳକୁ ପଛରେ ପକାଇ ବିଦର୍ଭ କ୍ରିକେଟ ଟିମ ରଣଜୀ ଚାମ୍ପିୟନ ହୋଇଛି । ବିଦର୍ଭର ଏହା ତୃତୀୟ ରଣଜୀ ଟାଇଟଲ । ଏହା ପୂର୍ବରୁ ୨୦୧୭ ଓ ୨୦୧୮ରେ ଦଳ ଚାମ୍ପିୟନ ହୋଇଥିଲା । ୫ମ ଦିବସ ଖେଳ ପରେ ମ୍ୟାଚ ଡ୍ର ରହିଥିଲା । ବିଦର୍ଭ ଡାନୀଶ ମାଲେୱେରଙ୍କ ୧୫୩ ଓ…

ଆଇପିଏଲକୁ ବୟକଟ୍ କରିବାକୁ ପୂର୍ବତନ ପାକ୍ କ୍ରିକେଟରଙ୍କ ଅପିଲ୍… 

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ସାଜିଥିବା ବେଳେ ଦଳର ଲଜ୍ଜାଜନକ ପ୍ରଦର୍ଶନ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ଟିମ୍। ତଥାପି ନିଜ ହାରକୁ ମାନିପାରୁନି ପାକିସ୍ତାନ। ଆଉ ଭାରତ ଉପରେ ବିଷ ଉଗାରିବାରେ ଲାଗିଛନ୍ତି। ଏପରିକି ସେମାନେ ଭାରତୀୟ ଦଳ ଏବଂ ବିସିସିଆଇକୁ…

ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ସୁରକ୍ଷା ଦୃଷ୍ଟିକୋଣରୁ ଖେଳିବା ପାଇଁ ମନା କରି ଦେଇଥିଲା । ଏ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତ ତାର ସମସ୍ତ ମ୍ୟାଚ ହାଇବ୍ରିଡ ମଡେଲ ମାଧ୍ୟମରେ ଦୁବାଇରେ ଖେଳିବ । ଇତି ମଧ୍ୟରେ…

ବିସ୍ଫୋରକ ବ୍ୟାଟ୍ସମ୍ୟାନ କହିଲେ ଦିନିକିଆରେ କୋହଲିଙ୍କ ପରି ଖେଳାଳି ମିଳିବା ସମ୍ଭବ ନୁହେଁ

ଦୁବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଅନେକଗୁଡିଏ ଉପଲବ୍ଧି ହାସଲ କରିବେ ବୋଲି ଅନୁମାନ କରାଯାଉଛି । ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ କହିଛନ୍ତି ଦିନିକିଆ କ୍ରିକେଟରେ କୋହଲିଙ୍କ ପରି ଦ୍ୱିତୀୟ ବ୍ୟାଟ୍ସମ୍ୟାନ ମିଳିବା…

ଇଂଲଣ୍ଡକୁ ୭ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଶନିବାର ଅନୁଷ୍ଠିତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୮.୨ ଓଭରରେ ୧୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଜୋ ରୁଟ ଦଳ ପକ୍ଷରୁ ସର୍ବାଧିକ ୩୭ ରନ କରିଥିଲେ । ମାର୍କୋ ଜାନେସନ ଓ ୱିଆନ…

ରଣଜୀ ଟ୍ରଫି ଫାଇନାଲ: ବିଦର୍ଭ ୨୮୬ ରନରେ ଅଗ୍ରଣୀ

ନାଗପୁର: ଚଳିତ ରଣଜୀ ଟ୍ରଫି ଫାଇନାଲର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା କେରଳ ବିପକ୍ଷରେ ବିଦର୍ଭ ୨୮୬ ରନର ଅଗ୍ରଣୀ ହାସଲ କରି ନେଇଛି । ରବିବାର ମ୍ୟାଚର ଅନ୍ତିମ ଦିବସ । ବିଦର୍ଭ ଷ୍ଟମ୍ପ ଅପସାରଣ ବେଳକୁ ଦ୍ୱିତୀୟ ଇନିଂସରେ ୪ ୱିକେଟ ହରାଇ ୨୪୯ ରନ ସଂଗ୍ରହ କରିନେଇଛି । କରୁଣ ନାୟାର ୧୩୨ ଓ…