Latest Odisha News

BREAKING NEWS

Browsing Category

ଖେଳ

ରୋହିତଙ୍କ କଭର ଡ୍ରାଇଭ ଓ ପୁଲ ସଟ୍ ପଛରେ କେଉଁ ଖାଦ୍ୟ?

ମୁମ୍ବାଇ: ଆମେ ସମସ୍ତେ ରୋହିତ ଶର୍ମାଙ୍କୁ ତାଙ୍କର କଭର ଡ୍ରାଇଭ୍ ଏବଂ ଶକ୍ତିଶାଳୀ ପୁଲ୍ ସଟ୍ ପାଇଁ ଜାଣୁ । କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ କ୍ରିକେଟର ଏହି ଅଧିନାୟକଙ୍କୁ କ'ଣ ଖାଇବାକୁ ଭଲ ଲାଗେ ? ରୋହିତଙ୍କ ଭଳି ଜଣେ ମୁମ୍ବାଇବାସୀ ବଡ଼ାପାଓ ପ୍ରତି ଆଗ୍ରହ ରହିଥିବ ବୋଲି ସାଧାରଣରେ…

ଉତ୍ତର କୋରିଆ ରେସଲର ଉଦ୍ଦେଶ୍ୟମୂଳକ ଭାବେ ନିଶାଙ୍କୁ ଆହତ କରିଛନ୍ତି: କୋଚ ବୀରେନ୍ଦ୍ର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ୬୮ କିଗ୍ରା କ୍ୱାର୍ଟର ଫାଇନାଲ ମୁକାବିଲାରେ ଆଘାତସମସ୍ୟା ଯୋଗୁ ପରାଜିତ ହୋଇଛନ୍ତି । ମଙ୍ଗଳବାର ଜାତୀୟ କୋଚ ବୀରେନ୍ଦ୍ର ଦାହିୟା ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ନିଶାଙ୍କୁ ବିଜୟୀ ହେବାରେ ରୋକିବା ପାଇଁ ତାଙ୍କୁ…

ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା ।ଆଜିଠୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର ଆୟୋଜନ ହେବାକୁ ଯାଉଛି ।…

ଲକ୍ଷ୍ୟଙ୍କ ପରେ ନିଶାଙ୍କ ପାଇଁ କାଳ ହେଲା ଆଘାତ ସମସ୍ୟା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ସୋମବାର ଭାରତୀୟ ଆଥଲେଟଙ୍କ ପାଇଁ ଭଲ ଦିନ ନ ଥିଲା । ୨ଟି ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା ହେବା ପରେ ରେସଲିଂରେ ନିଶା ମଧ୍ୟ କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି । ବ୍ୟାଡମିଂନରେ ଲକ୍ଷ୍ୟ ଭଲ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ହାତରୁ ରକ୍ତ ବାହାରିଥିଲା ।…

ଶୁଟିଂରେ ମଧ୍ୟ ହାତଛଡା ହେଲା ଆଉ ଏକ ବ୍ରୋଞ୍ଜ, ରେସଲର ନିଶା କ୍ୱାର୍ଟରରେ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ପଦକ ମୁକାବିଲାରେ ପରାଜିତ ହୋଇ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଶୁଟିଂ ସ୍କିଟ ମିକ୍ସଡ ଟିମ ଇଭେଂଟରେ ଭାରତ ଏକ ସୁବର୍ଣ୍ଣ ସୁଯୋଗ ହାତଛଡା କରିଛି । ଅନନ୍ତ ଜିତ ସିଂ ନରୁକ୍କା ଓ ମହେଶ୍ୱରୀ…

ପଦକ ହାସଲରେ ଲକ୍ଷ୍ୟଚ୍ୟୁତ ହେଲେ ସେନ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପୁରୁଷ ବ୍ୟାଡମିଂଟନରେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଛି । ଲକ୍ଷ୍ୟ ସେନ ସୋମବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ ମାଲେସିଆର ଜି ଜିଆଙ୍କ ନିକଟରୁ ୨୧-୧୨, ୧୬-୨୧ ଓ ୧୧-୨୧ରେ ପରାଜିତ ହୋଇଥିଲେ । ପ୍ରଥମ ଗେମରେ ସହଜ ବିଜୟ ହାସଲ କରିବା ପରେ…

ଟେବୁଲ ଟେନିସ କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ଟିମ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସ ବିଭାଗରେ ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ନିରାଶ କରିବା ପରେ ଏବେ ଟିମ ଇଭେଂଟରେ ପଦକ ଆଶା ସୃଷ୍ଟି କରିଛନ୍ତି । ଭାରତ ମହିଳା ଟିମ ଇଭେଂଟରେ ୩-୨ରେ ରୋମାନିଆକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ…

ଅଲିମ୍ପିିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ ମନୁ

ପ୍ୟାରିସ: ଷ୍ଟାର ମହିଳା ଶୁଟର ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ଅଧିକାରୀଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ମନୁୂ ୨ଟି ବ୍ରୋଞ୍ଜ ପଦକ ଜିତି ଭାରତକୁ ଗୌରବନ୍ୱିତ କରିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଓ…

ପୁରୁଷ ୧୦୦ ମିଟର ରେସ ଜିିତିଲେ ଆମେରିକାର ଲାୟଲ୍ସ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଆମେରିକାର ଆଥଲେଟ ନୋଆ ଲାୟଲ୍ସ ପୁରୁଷ ୧୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଲାୟଲ୍ସ ଜାମାଇକାର କିଶାନ ଥମ୍ପସନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଆମେରିକାର ଫ୍ରେଡ କର୍ଲି ବ୍ରୋଞ୍ଜ ପଦକ ଜିତିଛନ୍ତି । ଟୋକିଓ…

ଭାନ୍ଦେରସେଙ୍କ ବୋଲିଂରେ ଟିମ ଇଣ୍ଡିଆ ଧରାଶାୟୀ, ୩୨ ରନରେ ଜିତିଲା ଶ୍ରୀଲଙ୍କା

କଲମ୍ବୋ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିିନକିଆ କ୍ରିକେଟ ମ୍ୟାଚରେ ଜେଫରୀ ଭାନ୍ଦେରସେଙ୍କ ଚମତ୍କାର ବୋଲିଂ ବଳରେ ଶ୍ରୀଲଙ୍କା ୩୨ ରନରେ ଭାରତକୁ ପରାସ୍ତ କରିଛି । ପ୍ରଥମ ଦିନିକିଆ ଟାଇ ରହିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ବିଜୟ ହାସଲ କରି ଭାରତକୁ ଚାପରେ ପକାଇଛି । ସିରିଜ ଡ୍ର…