Latest Odisha News

BREAKING NEWS

Browsing Category

ଖେଳ

୨୦୨୫ ହେବ ଧୋନୀଙ୍କ ଶେଷ ଆଇପିଏଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୨୫ରେ କ୍ୟାରିୟରର ଶେଷ ଆଇପିଏଲ ଖେଳିବାକୁ ଯାଉଥିବା ଅନୁମାନ କରାଯାଉଛି । ଧୋନୀ ଦଳ ସହିତ ଯୋଗ ଦେବାପାଇଁ ଚେନ୍ନାଇ ଯାଇଛନ୍ତି । ସେଠାରେ ସେ ପିନ୍ଧିଥିବା ଟି ସର୍ଟକୁ ନେଇ ଏହି ଆଲୋଚନା ଜୋର ଧରିଛି । ଏଥିରେ କୋଡ…

ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଖେଳି ନ ପାରନ୍ତି ରୋହିତ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । ଟିମ ଇଣ୍ଡିଆ ତାର ଶେଷ ଲିଗ ମ୍ୟାଚ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ନିୟମିତ ଅଧିନାୟକ ରୋହିତ ଏବଂ ଉପ ଅଧିନାୟକ ଶୁଭମନ ଗିଲ ଅଭ୍ୟାସ…

ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ରାଜକୁମାର ରାଓ

ମୁମ୍ବାଇ: ବଲିଉଡରେ ଅନେକ ଖେଳାଳିଙ୍କୁ ନେଇ ବାୟୋପିକ ତିଆରି ହୋଇଛି। ଏବେ ସୌରଭ ଗାଙ୍ଗୁଲିଙ୍କ ଉପରେ ବାୟୋପିକ୍ ତିଆରି ହେବାକୁ ଯାଉଛି। ଏପରିକି ବାୟୋପିକରେ କେଉଁ ଅଭିନେତା ତାଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି ସୌରଭ। ଗଣମାଧ୍ୟମକୁ ସୂଚନା ଦେଇ ସେ…

କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ? ଶିଖର କଲେ ଭବିଷ୍ୟବାଣୀ… 

ନୂଆଦିଲ୍ଲୀ: ରୋହିତ ଶର୍ମା ବର୍ତ୍ତମାନ ନିଜ କ୍ରିକେଟ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି। ଏହିଭଳି ପରିସ୍ଥିତିରେ ଭାରତର ପରବର୍ତ୍ତୀ ଅଧିନାୟକ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) କୌଣସି ଘୋଷଣା…

ଆଇପିଏଲ ଖେଳିବା ସହ ନାଲି ବଲରେ ଅଭ୍ୟାସ କରିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଏବେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଗସ୍ତରେ ଅଛି । ସେଠାରେ ପ୍ରଭାବୀ ପ୍ରଦର୍ଶନ କରି ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି । ଚାମ୍ପିୟନ୍ସ ଟ୍ରଫି ପରେ ଭାରତରେ ଆଇପିଏଲ ଆରମ୍ଭ ହେବ । ଆଗକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳାଯିବାକୁ ଥିବାରୁ…

ବର୍ଷା ଯୋଗୁ ଧୋଇ ହୋଇଗଲା ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ

ରାୱଲପିଣ୍ଡି: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ମଙ୍ଗଳବାର ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମ୍ୟାଚ ବର୍ଷା ଯୋଗୁ ଧୋଇ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଏବେ ଗ୍ରୁପ ବିର ସ୍ଥିତି ରୋମାଂଚକ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ଓ…

ପରାଜୟକୁ ଗ୍ରହଣ କରିପାରୁ ନାହାନ୍ତି ପାକିସ୍ତାନ ପ୍ରଶଂସକ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ଶୋଚନୀୟ ଭାବେ ପାକିସ୍ତାନକୁ ପରାଜିତ କରିଛି । ଆଇସିସି ଟୁର୍ଣ୍ଣାମେଂଟରେ ପାକିିସ୍ତାନ ଉପରେ ଭାରତର ପ୍ରଭୂତ୍ୱ ଜାରୀ ରହିଛି । ପାକିସ୍ତାନର ଏହି ପରାଜୟକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି…

ବାବରଙ୍କୁ ପଛରେ ପକାଇ କୋହଲି ହେଲେ କିଙ୍ଗ

ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ ହାସଲ କରିଛି । ଏହି ବିଜୟ ପରୋକ୍ଷରେ ଦୁଇ ମହାନ ଖେଳାଳିଙ୍କୁ ନେଇ କରାଯାଉଥିବା ତୁଳନାକୁ ଏକପ୍ରକାର ଅନ୍ତ ଘଟାଇଛି । ଭାରତର ବିରାଟ କୋହଲି ଓ ପାକିସ୍ତାନର ବାବର ଆଜମଙ୍କୁ ନେଇ ପୂର୍ବରୁ ଅନେକ ତୁଳନା କରାଯାଇଥିଲା ।…

ଭାରତୀୟ ବକ୍ସିଂର ପରିଚାଳନା ପାଇଁ ଆଇଓଏ ଗଠନ କଲା ଆଡ ହକ ପ୍ୟାନେଲ

ନୂଆଦିଲ୍ଲୀ: ଫେବୃୟାରୀ ୨୪ରେ ଭାରତୀୟ ଅଲିମ୍ପିକ ସଂଘ ଦେଶରେ ବକ୍ସିଂ ଠିକ ଭାବେ ପରିଚାଳନା କରିବା ପାଇଁ ଏକ ଆଡହକ ପ୍ୟାନେଲ ଗଠନ କରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ ନିର୍ବାଚନ କରିବାରେ ବିଫଳ ହୋଇଛି । ଭାରତୀୟ ଆଥଲେଟିକ୍ସ ମହାସଂଘର ପୂର୍ବ କୋଷାଧ୍ୟକ୍ଷ…

ଭାରତ, ନ୍ୟୁଜିଲାଣ୍ଡ ସେମିରେ: ଆୟୋଜକ ପାକିସ୍ତାନ ବିଦା

ରାୱଲପିଣ୍ଡ: ରଚୀନ ରବୀନ୍ଦ୍ରଙ୍କ ଚମତ୍କାର ଶତକ ବଳରେ ଏଠାରେ ସୋମବାର ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଏକ ମୁକାବିଲାରେ ନ୍ୟୁଜିଲାଣ୍ଡ ୫ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଗ୍ରୁପ ଏରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଆୟୋଜକ ତଥା ଗତ…